Browsing Category
Breaking News
ଅମୀଷା ପଟେଲଙ୍କ ନାମରେ ୱାରେଣ୍ଟ: ଲକ୍ଷ ଲକ୍ଷ ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଡିସେମ୍ବର ୪ରେ କୋର୍ଟରେ ହେବେ ହାଜର
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ଏକ ଚେକ୍ ବାଉନ୍ସ ମାମଲାରେ ଫସିଯାଇଛନ୍ତି । ଏହି ମାମଲରେ ଅମୀଷାଙ୍କ ନାମରେ ୱାରେଣ୍ଟ ଜାରି ହେବା ସହ ଆସନ୍ତା ୪ ତାରିଖରେ କୋର୍ଟରେ ହାଜର ହେବାକୁ ସମନ୍ ଜାରି କରାଯାଇଛି ।…
୯୭ ହଜାର ପଦବୀ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଏହି ରାଜ୍ୟ ମୁଖ୍ୟମନ୍ତ୍ରୀ କଲେ ଘୋଷଣା
ନୂଆଦିଲ୍ଲୀ: ରାଜ୍ୟରେ ପ୍ରାୟ ୯୭ ହଜାର ପଦବୀ ପୂରଣ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ଘୋଷଣା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ତ୍ୱରିତ ଓ ତ୍ରୁଟିପୂର୍ଣ୍ଣ ଭାବେ ସମସ୍ତ ପରୀକ୍ଷାର…
ମୁମ୍ବାଇରେ ଡେରା ପକାଇଲେ ଦିଦି: ଉଦ୍ଧବ, ଶରଦଙ୍କ ସହ ସାକ୍ଷାତ ପରେ ଆରମ୍ଭ ହେବ ଗେମ୍ ପ୍ଲାନ୍
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୩ ଦିନିଆ ମୁମ୍ବାଇ ଗସ୍ତରେ ଯାଇଛନ୍ତି । ମାୟାନଗରୀ ଗସ୍ତ ଅବସରରେ ଦିଦି ଏନସିପି ମୁଖ୍ୟ ଶରଦ ପାୱାର ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ…
Twitter CEO ହେବା ପରେ ପରାଗଙ୍କୁ ଶୁଭେଚ୍ଛାର ସୁଅ, ଏଲନ୍ ମସ୍କ କହିଲେ- ଭାରତୀୟ ପ୍ରତିଭା ଦ୍ୱାରା ଆମେରିକାକୁ ଅନେକ ଫାଇଦା
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ର ସିଇଓ ଭାରତ ସମ୍ବାଳିବେ ଭାରତୀୟ ପୁଅ ପରାଗ ଅଗ୍ରୱାଲ୍ । ପୂର୍ବରୁ ସେ ସିଟିଓ ବା ଚିଫ୍ ଟେକ୍ନୋଲୋଜି ଅଫିସର୍ ଭାବରେ କାମ କରୁଥିବା ବେଳେ ଏବେ ତାଙ୍କୁ ସିଇଓ ପଦ ମିଳିଛି ।…
ନିଲମ୍ବିତ ୧୨ ସାଂସଦ ପୁଣି ଫେରିପାରିବେ ଗୃହକୁ, କିନ୍ତୁ ରହିଛି ଗୋଟିଏ ସର୍ତ୍ତ, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉହେଉ ୧୨ ଜଣ ସାଂସଦଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି । ସଂସଦର ମୌସୁମୀ ଅଧିବେଶରେ ହଙ୍ଗାମା କରିଥିବା କାରଣରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଆଜି ରାଜ୍ୟରେ ୨୨୮ ପଜିଟିଭ୍ ଚିହ୍ନଟ, ୨ ଜଣଙ୍କର ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ରୋନାଲଡୋଙ୍କୁ ପଛରେ ପକାଇଲେ ମେସି, ୭ମ ଥର Ballon d’or ପୁରସ୍କାର ଜିତି କଲେ ରେକର୍ଡ
ନୂଆଦିଲ୍ଲୀ: ପର୍ତ୍ତୁଗାଲର ତାରକା ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବାଇର୍ନ ମ୍ୟୁନିକ୍ ତାରକା ରବର୍ଟ ଲେୱାଣ୍ଡୋସ୍କିଙ୍କୁ ପଛରେ ପକାଇଲେ ଲିଓନେଲ ମେସି । ଆର୍ଜେଣ୍ଟିନାର ତାରକା ଫୁଟବଲର୍ ଲିଓନେଲ ମେସି ପୁଣି ଥରେ…
ବାପା ଗିଫ୍ଟରେ ଦେଲେ ସ୍କୁଟି, କିନ୍ତୁ ଚଲାଇପାରୁନି ଝିଅ; ନମ୍ବର ପ୍ଲେଟରେ ରହିଛି SEX…
ନୂଆଦିଲ୍ଲୀ: କୌଣସି ଗାଡ଼ିର ନମ୍ବର ପ୍ଲେଟ୍ ହେଉଛି ଏପରି ଏକ ଜିନିଷ ଯାହାକୁ ଆମେ ତୁରନ୍ତ ଲକ୍ଷ୍ୟ କରିଥାଉ । ସାଧାରଣତଃ କିଛି ନମ୍ବର ଓ ଆଲ୍ଫାବେଟ୍ କୁ ନେଇ ଗାଡ଼ିର ନମ୍ବର ପ୍ଲେଟ୍ ତିଆରି ହୋଇଥାଏ । ତେବେ ସେଥିରେ ଥବବା…
ଖବରକାଗଜ ବିତରକଙ୍କୁ ମିଳିବ ଘର ଓ ସ୍ୱାସ୍ଥ୍ୟବୀମା, ରାଜ୍ୟ ସରକାରଙ୍କ ଘୋଷଣା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଖବରକାଗଜ ବିତରକଙ୍କୁ ଘର ଓ ସ୍ୱାସ୍ଥ୍ୟବୀମା ସୁବିଧା ମିଳିବ । ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଢାଞ୍ଚାରେ ରାଜ୍ୟରେ ‘ଖବରକାଗଜ ବିତରକ କଲ୍ୟାଣ ବୋର୍ଡ’ ଗଠନ ହେବ । ବିତରକମାନଙ୍କୁ…
ଅପରାଜିତା ଓ ସଙ୍ଗୀତଙ୍କୁ ଅଣଦେଖା: ବିଜେପିର ୧୭ ଜଣିଆ କୋର୍ କମିଟିରେ ସ୍ଥାନ ପାଇଲେନି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ୧୭ ଜଣିଆ ରାଜ୍ୟ କୋର କମିଟିରେ ଦୁଇଜଣ ବରିଷ୍ଠ ନେତ୍ରୀଙ୍କୁ ଅଣଦେଖା କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା…