fbpx
Browsing Category

Breaking News

ଜେଲ ଗଲେ ଆକାଶ, କ’ଣ ରହିଛି ତାଙ୍କର ପ୍ରତିକ୍ରିୟା ଜାଣନ୍ତୁ

ଭୁବନେଶ୍ୱର, ୨୧ା୧୨ (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କୁ କିଛିଦିନ ପୂର୍ବରୁ କମିଶନରେଟ ପୋଲିସ ୪ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଆଜି ଆକାଶଙ୍କ ରିମାଣ୍ଡ ଅବଧି ସମାପ୍ତ ହୋଇଯାଇଛି ।…

ରାଜ୍ୟରେ ଆଜି ୩୬୩ ପଜିଟିଭ୍ ଚିହ୍ନଟ, ୩ ମୃତ

ଭୁବନେଶ୍ୱର,୨୧।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୬୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୮ ଜଣ ଓ ସ୍ଥାନୀୟ…

ମତାମତ ଲୋଡିଲେ ବିଜେଡି ସୁପ୍ରିମୋ ନବୀନ

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ରାଜ୍ୟ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସମସ୍ତ ସାଂସଦ,…

ଗୁଗୁଲ ପେ ନୁହେଁ କି ଫୋନ ପେ ନୁହେଁ ସିଧାସଳଖ ‘ପକେଟ ପେ’ ଲାଞ୍ଚ ନେଉଛନ୍ତି ମହିଳା ପୋଲିସ, ଜାଣନ୍ତୁ କିପରି ?

ବର୍ତ୍ତମାନର ସମୟରେ ଇଣ୍ଟରନେଟରେ କେତେବେଳେ କଣ ଭାଇରାଲ ହେଉଛି ତାହା ଜାଣିବା ମୁସ୍କିଲ । ତେବେ ଆଜିକାଲି ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ମହିଳା ପୋଲିସ ଏକ ଭିନ୍ନ…

ରାଉରକେଲାରେ ପୁଣି GST ବିଭାଗର ଚଢ଼ାଉ, ଦୁଇ ବ୍ୟବସାୟୀ ଅଟକ

ରାଉରକେଲା,୨୧ ।୧୨(ଓଡିଶା ଭାସ୍କର): ରାଉରକେଲା ସହରରେ ବାରମ୍ବାର GST ଠକେଇ ଘଟଣା ସାମ୍ନାକୁ ଆସିବାରେ ଲାଗିଛି । ଏହାରି ମଧ୍ୟରେ ରାଉରକେଲାର ୪ଟି ସ୍ଥାନରେ ଆଜି ପୁଣି GST ବିଭାଗ ଚଢାଉ କରିଛି । ଆଜି ସକାଳୁ ଯାଜପୁର ଓ…

ପରୀ ମାମଲା: ଅଭିଯୁକ୍ତର ଘରେ SIT

ନୟାଗଡ,୨୧ ।୧୨(ଓଡିଶା ଭାସ୍କର): ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଏସଆଇଟି ଟିମର ଖୋଳତାଡ ଜାରି ରହିଛି । ଯଦୁପୁରରେ ଅଭିଯୁକ୍ତ ସରୋଜ ସେଠୀଙ୍କ ଘରେ ପହଞ୍ଚିଛି ଏସଆଇଟିର ୨ ଜଣିଆ ଟିମ୍ । ଅଭିଯୁକ୍ତ ସରୋଜଙ୍କ…

ଦିନକରେ ୩୩୩ ମୃତ, ୨୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୧ା୧୨: ସମଗ୍ର ଦେଶରେ ୨୪ ଘଣ୍ଟାରେ ୩୩୩ ଜଣ କରୋନାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୮୧୦କୁ ବୃଦ୍ଧି ପାଇଛି । ତେବେ ଦିନକରେ ୨୪ ହଜାର ୩୩୭ ଜଣ ଆକ୍ରାନ୍ତ…

ଶୀତରେ ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ୧୦ଟି ସହର

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ୧୦ ଡିଗ୍ରୀ ତଳେ ରହିଛି ରାଜ୍ୟର ୧୦ଟି ସହର । ୪ ଡିଗ୍ରୀ ସହ ଫୁଲବାଣୀ ହୋଇଛି ରାଜ୍ୟର ସବୁଠୁ ଶୀତଳ ସହର । ତେବେ ଝାରସୁଗୁଡାରେ ୫.୮…

କୋଏଲ ନଦୀରେ ବୁଡି ଚାଲିଗଲା ୨ ଜୀବନ

ରାଉରକେଲା,୨୦ ।୧୨(ଓଡିଶା ଭାସ୍କର): ରାଉରକେଲା କୋଏଲ ନଦୀର ଝିରିପାଣିରେ ଘଟିଯାଇଛି ଅଘଟଣ । ନଦୀରେ ବୁଡି ଚାଲିଯାଇଛି ୨ ସାଙ୍ଗଙ୍କ ଜୀବନ । ଜଣେ ନିଖୋଜ ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ବଣଭୋଜି କରିବାକୁ…

DDCEର ବରିଷ୍ଠ କିରାଣି ଗିରଫ

ଭୁବନେଶ୍ୱର,୨୦ ।୧୨(ଓଡିଶା ଭାସ୍କର): DDCEର ବରିଷ୍ଠ କିରାଣି ଅଶୋକ ମିଶ୍ର ଆଜି ଗିରଫ ହୋଇଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । କାଲି ଅଶୋକଙ୍କ ୩ଟି ଘରେ ଭିଜିଲାନ୍ସ…