Browsing Category

Breaking News

ଏଣିକି ମୂଷା ଓ ମାଙ୍କଡ଼ଙ୍କ ଠାରୁ ବ୍ୟାପୁଛି ମାରାତ୍ମକ ଭାଇରସ୍, ବିଶେଷଜ୍ଞ ଦେଲେ ଏଭଳି ଚେତାବନୀ

ନୂଆଦିଲ୍ଲୀ: ଗତଦୁଇ ବର୍ଷ ହେଲା କରୋନା ଭାଇରସ୍ ସାରା ଦୁନିଆର ଲୋକଙ୍କ ନିଦ ଉଡ଼ାଇ ଦେଇଛି । ଆଶ୍ୱସ୍ତିକର କଥା ଯେ, ବର୍ତ୍ତମାନ ଧୀରେ ଧୀରେ ଏହାର ପ୍ରକୋପ କମିବାରେ ଲାଗିଛି । ତାପରେ ବି କୋଭିଡ୍ ପଜିଟିଭ୍ ଚିହ୍ନଟ…

ନର୍ସିଂ ହୋମରେ ଲାଗିଲା ଭୟଙ୍କର ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ

ବୁଲଗେରିଆ: ସୋମବାର ଦିନ ବୁଲଗେରିଆର ଏକ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଫଳରେ ୯ଜଣଙ୍କ ଜୀବନ ଚାଲିଯାଇଛି । ଏଠାରେ ଚିକିସାôଧୀନ ଥିବା ୯ଜଣ ପ୍ରାପ୍ତ ବୟସ୍କଙ୍କ ମୃତ୍ୟୁ ହୋଇଯାଇଛି । ଦମକଳ ବିଭାଗର ପ୍ରମୁଖ ସୂଚନା ଦେଇ…

ବଡ଼ ଖବର: ସୁନ୍ଦରଗଡ଼ରେ ୫୩ ଛାତ୍ରୀ କରୋନା ପଜିଟିଭ୍

ସୁନ୍ଦରଗଡ଼(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିଛି ସତ, କିନ୍ତୁ ସମ୍ପୂର୍ଣ୍ଣ ବିପଦ ଦୂରେଇ ଯାଇନି । ଏବେବ ବି ଅନେକ ବଡ଼ ବଡ଼ ନେତା, ମନ୍ତ୍ରୀ ଓ ସାଧାରଣ ଜନତା ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ…

ରାସ୍ତା ଉପରେ ଜଳିଗଲା ବସ୍, ୧୨ ଶିଶୁଙ୍କ ସମେତ ୪୫ ଯାତ୍ରୀ ମୃତ

ବୁଲଗେରିଆ: ରାସ୍ତା ଉପରେ ହଠାତ୍ ଜଳି ଉଠିଲା ବସ୍ । ଫଳରେ ନିଆଁ କବଳରେ ଆସି ୪୫ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ୧୨ ଜଣ ଶିଶୁ ଯାତ୍ରା କରୁଥିବା ଜଣାପଡ଼ିଛି । ବସ୍ ରେ ଯାତ୍ରା କରୁଥିବା ଅଧିକାଂଶ ଉତ୍ତର ମେସେଡୋନିଆ…

ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର, ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(ଓଡ଼ିଶା ଭାସ୍କର): ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କ ପାଇଁ ଆସିଛି ଖୁସି ଖବର । ଠିକା ଡାଟାଏଣ୍ଟ୍ରି ଅପରେଟରଙ୍କୁ ନିୟମିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉଟସୋର୍ସିଂରେ ୪ଟି ବିଭାଗରେ କାର୍ଯ୍ୟରତ…

ସ୍ମାର୍ଟଫୋନ୍ କମ୍ପାନୀ ଓପ୍ପୋ ଭାରତରେ ଲଞ୍ଚ କରିବ ଇଲେକ୍ଟ୍ରିକ୍ କାର୍, ଜାଣନ୍ତୁ କେବେ ଆସିବ ପ୍ରଥମ ଇଭି

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ଗୁଡ଼ିକ ଏବେ ଖୁବ୍ ଶୀଘ୍ର ଇଲେକ୍ଟ୍ରିକ୍ ଗାଡ଼ି ସହିତ ଅଟୋମୋଟିଭ୍ ସ୍ପେସ୍ ରେ ଏଣ୍ଟ୍ରି କରିବାକୁ ଯୋଜନା କରୁଛନ୍ତି । ସ୍ମାର୍ଟଫୋନ୍ କମ୍ପାନି ଏବେ ଏକ ପ୍ରକାର ପାରମ୍ପରିକ…

ଏଥର ବିଧାନସଭାରେ ହୋହଲ୍ଲା ମନା: ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ଅଧିବେଶନ ପୂର୍ବରୁ ତାଗିଦ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତିଙ୍କ କହିବା ମୁତାବକ, ଗୃହରେ କୌଣସି ବିଧାୟକ ହୋହଲ୍ଲା କରିପାରିବେନି । ପ୍ରଶ୍ନକାଳ ସମୟରେ…

ଓଡ଼ିଆ ଯୋଦ୍ଧାଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଆ ବୀର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଇଛି । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ପତ୍ନୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।…

ଆମାଜନ୍, ଫ୍ଲିପକାର୍ଟ ସମେତ ଅନେକ ଇ-କମର୍ସ କମ୍ପାନୀକୁ ଜାରି ହେଲା ନୋଟିସ୍, ବିକ୍ରି କରୁଥିଲେ ନକଲି ପ୍ରେସର୍ କୁକର୍

ନୂଆଦିଲ୍ଲୀ: ସେଣ୍ଟ୍ରାଲ କନଜ୍ୟୁମର୍ ପ୍ରୋଟେକ୍ସନ୍ ଅଥରିଟି(ସିସିପିଏ) ପକ୍ଷରୁ ଇ-କମର୍ସ କମ୍ପାନୀ ଗୁଡ଼ିକୁ ନୋଟିସ୍ ଜାରି କରାଯାଇଛି । ନିର୍ଦ୍ଧାରିତ ମାନକ ଅନୁସାରେ, ପ୍ରେସର୍ କୁକର୍ ବିକ୍ରି କରୁନଥିବାରୁ ନୋଟିସ୍…

ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମରଣୋତ୍ତର ମହାବୀର ଚକ୍ର ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହିଦ କର୍ଣ୍ଣେଲ ସନ୍ତୋଷ ବାବୁ ମରଣୋତ୍ତର ମହାବୀର ଚକ୍ରରେ ସମ୍ମାନିତ ହୋଇଛନ୍ତି । ଗତବର୍ଷ ଗଲୱାନ ଘାଟିରେ ଚୀନ ସେନା ସହ ସଂଘର୍ଷ କରି ସେ ନିଜର ପ୍ରାଣବଳୀ ଦେଇଥିଲେ । ରାଷ୍ଟ୍ରପତି…