Browsing Category

Breaking News

ଆଜି ବି ରହସ୍ୟଘେରରେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ: ନିକଟ ସମ୍ପର୍କୀୟଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଇତିମଧ୍ୟରେ ବର୍ଷେ ପୂରିଗଲାଣି । ତେବେ ଆଜି ବି ତାଙ୍କର ମୃତ୍ୟୁ ଉପରୁ ରହସ୍ୟର ପର୍ଦ୍ଦାଫାସ୍ ହୋଇନାହିଁ । ତେବେ ଇତିମଧ୍ୟରେ ସୁଶାନ୍ତଙ୍କ…

କ୍ୟାଟ୍ରିନାଙ୍କ ବିବାହରେ ଯୋଗ ଦେବେନି ତାଙ୍କର ଏକ୍ସ-ବୟଫ୍ରେଣ୍ଡମାନେ, ଦେଖନ୍ତୁ ଲିଷ୍ଟ

ବଲିଉଡର ହଟ୍ ଯୋଡ଼ି କ୍ୟାଟ୍ରିନା କୈଫ ଓ ଭିକି କୌଶଲ ଆସନ୍ତା ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ତେବେ ଏହି ଗ୍ରାଣ୍ଡ ଇଭେଣ୍ଟରେ ଯୋଗଦେବାକୁ ବହୁ ବିଶିଷ୍ଟ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ମାତ୍ର ସବୁଠାରୁ…

କଟକରେ ଡଙ୍ଗାଭସା ବାରଣ, ଜାଣନ୍ତୁ ଗାଇଡଲାଇନ୍

କଟକ(ଓଡ଼ିଶା ଭାସ୍କର): ଚଳିତବର୍ଷ କଟକରେ ଡଙ୍ଗାଭସାକୁ ବାରଣ କରାଯାଇଛି । ଏସଆରସି ଗାଇଡଲାଇନ୍ ଅନୁସାରେ କୌଣସି ନଦୀରେ ଏକାଠି ହେବା ମନା ହୋଇଛି । ଡଙ୍ଗାଭସା ବାରଣ ନେଇ କଟକ ଡିସିପି ପ୍ରତୀପ ସିଂହ ସୂଚନା ଦେଇଛନ୍ତି ।…

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଜଗତସିଂହପୁର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଆଜି ଅଣ୍ଡାମାଡ଼ ହୋଇଛି । ନାଉଗାଁ ବ୍ଲକ ମୁଣ୍ଡାଳ ନିକଟରେ ଅଣ୍ଡାମାଡ଼ ସହିତ କଳାପତାକା ପ୍ରଦର୍ଶନ କରାଯାଇଛି । ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଛାତ୍ର…

ବେତନ ବୃଦ୍ଧି ନେଇ ବଢ଼ୁଛି ଅସନ୍ତୋଷ, ସାମୂହିକ ଛୁଟିରେ ଯିବେ ଆରବିଆଇ କର୍ମଚାରୀ

ନୂଆଦିଲ୍ଲୀ: ବେତନ ବୃଦ୍ଧିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବେତନ ସଂଶୋଧନରେ ବିଳମ୍ବ ଘଟୁଥିବାରୁ ଆସନ୍ତା ୩୦ ତାରିଖରେ ବ୍ୟାଙ୍କର ଅଧିକାରୀ ଓ…

ବିବାହ ଋତୁରେ ବଢ଼ିଲା ସୁନା ଦର, ରୁପାର ଦାମ୍ ବି ଆକାଶଛୁଆଁ; ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି…

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ସୁନା ଦର ପୁଣିଥରେ ବୃଦ୍ଧି ପାଇଛି । ଆଜି ଏମସିଏକ୍ସରେ ସୁନାର ମୂଲ୍ୟ ୦.୨୫ ପ୍ରତିଶତ ବୃଦ୍ଧି ପାଇଛି । ଏହି ବୃଦ୍ଧି ପରେ ସୁନା ମୂଲ୍ୟ ଦଶ ଗ୍ରାମ ପିଛା ୪୯,୪୨୦ ଟଙ୍କାକୁ ବୃଦ୍ଧି ପାଇଛି ।…

ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ; ଓଡ଼ିଶାରେ CBIର ଛାନଭିନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ମାମଲାରେ ଚାଲିଛି ତନାଘନା । ଓଡ଼ିଶା ସମେତ ଦେଶର ୭୬ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି । ୧୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସିବିଆଇ ପକ୍ଷରୁ ଯାଞ୍ଚ…

ମମିତା ହତ୍ୟା ମାମଲା: ପୋଲିସକୁ ଛାତ୍ର କଂଗ୍ରେସର ଟମାଟୋ ମାଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ଜୋର ଧରିଛି । ପୂର୍ବରୁ ମନ୍ତ୍ରୀମାନଙ୍କୁ ଅଣ୍ଡାମାଡ଼ ହେଉଥିବା ବେଳେ ଆଜି ଭୁବନେଶ୍ୱରରେ ପୋଲିସ ଉପରକୁ ହୋଇଛି ଟମାଟୋ ମାଡ଼ । ମମିତା ଘଟଣାରେ ଛାତ୍ର…

ବିବାହ ପାଇଁ ଲେହେଙ୍ଗା କିଣିବାକୁ ଚାହୁଁଛନ୍ତି କି? ଦିଲ୍ଲୀର ଏହି ୬ଟି ବଜାର ଆପଣଙ୍କୁ ଆଦୌ କରିବେ ନାହିଁ ନିରାଶ

ନୂଆଦିଲ୍ଲୀ: ବିବାହରେ ସବୁଠାରୁ କଷ୍ଟ କାମ ହେଲା କନ୍ୟା ପାଇଁ ଲେହେଙ୍ଗା ଖୋଜିବା । କାରଣ ଲାଟେଷ୍ଟ ଡିଜାଇନ୍ ର ଲେହେଙ୍ଗା ପିନ୍ଧିବାକୁ ଝିଅ ମାନେ ପସନ୍ଦ କରିଥାନ୍ତି । ହେଲେ ସେହିଭଳି ଲାଟେଷ୍ଟ ଡିଜାଇନ୍ ର ଲେହେଙ୍ଗା…

କଟକଣା ଯୋଗୁଁ ଚାପରେ ରହୁଛନ୍ତି ଛୋଟ ପିଲା, ନୂଆ ସର୍ବେକ୍ଷଣରୁ ଆସିଲା ରାଜ୍ୟର ସାଙ୍ଘାତିକ ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ଅନ୍ୟ ରାଜ୍ୟ ତୁଳନାରେ କମ୍ ହୋଇଥିଲେ ବି ଏଥିରେ ଛୋଟପିଲାଙ୍କର ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡିଛି । ଏନେଇ ନିକଟରେ ହୋଇଥିବା ସର୍ବେକ୍ଷଣରୁ ସାଙ୍ଘାତିକ ତଥ୍ୟ…