Browsing Category

Breaking News

T-20 World Cup: ନ୍ୟୁଜିଲାଣ୍ଡକୁ ହରାଇ ଦୃଢ଼ ସ୍ଥିତିରେ ପାକିସ୍ତାନ, ଭାରତର ବଢ଼ିଲା ଟେନସନ୍

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପର ସୁପର-୧୨ ରାଉଣ୍ଡରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ପାକିସ୍ତାନ । ଗତକାଲି ନ୍ୟୁଜିଲାଣ୍ଡକୁ ପରାସ୍ତ କରି ପାକିସ୍ତାନ ଗ୍ରୁପରେ ଟପ୍ ପୋଜିସନକୁ ଲମ୍ଫ ପ୍ରଦାନ କରିଛି । ତେବେ ମ୍ୟାଚ…

ଆଜି ରାଜ୍ୟ-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ, କରୋନା ଟିକାକରଣ ନେଇ ହେବ ଆଲୋଚନା

ନୂଆଦିଲ୍ଲୀ, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ବୈଠକ ଡକାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ…

ଛେଳି ମୁହଁରେ ସେଲୋ ଟେପ୍ ମାରି କରୁଥିଲା ଚୋରୀ, ଛେଳି ଚୋର ରାକେଟର ପର୍ଦ୍ଦାଫାସ କଲା ପୋଲିସ: ୯ ଗିରଫ, ୨ ବାଇକ୍ ଜବତ

ନିମାପଡା (ଭାସ୍କର ନ୍ୟୁଜ୍‌): ପୁରୀ ଜିଲ୍ଲା ଅଞ୍ଚଳରେ ଛେଳି ଚୋର ରାକେଟ ସକ୍ରିୟ ହୋଇ ଉଠିଛନ୍ତି । ବିଭିନ୍ନ ଗରୀବ ଲୋକମାନେ ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ଛେଳି ଚାଷ କରିଛନ୍ତି । ମାତ୍ର ଚୋରମାନେ ରାତ୍ରରେ ଗାଡି…

ଆସନ୍ତା ୧୫ରେ ପଞ୍ଚକ ବ୍ରତ, ୧୭ରେ ଧବଳେଶ୍ୱର ପୀଠରେ ବଡ଼ ଓଷା ନୀତି

କଟକ (ଭାସ୍କର ନ୍ୟୁଜ୍‌): କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ପଞ୍ଚକ ବ୍ରତ ଓ ବଡ଼ଓଷା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ମଙ୍ଗଳବାର ଧବଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି।…

୩୪ ପୋଲିସ ଜିଲ୍ଲାରେ ଖୋଲିବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (ଭାସ୍କର ନ୍ୟୁଜ): ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ଶିଶୁ ସହାୟତା ଆବଶ୍ୟକ କରୁଥିବାବେଳେ ସେହି ଶିଶୁମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତା…

ଟି-୨୦ ବିଶ୍ୱକପ୍‌: ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ବଡ ଚାଲେଞ୍ଜ, ନୂଆ ରଣନୀତି ପ୍ରସ୍ତୁତ କରୁଛି ବିରାଟ ବାହିନୀ

ଦୁବାଇ: ଚଳିତ ଟି-୨୦ ବିଶ୍ୱକପରେ ଭାରତ ଚାମ୍ପିଅନ ହେବ ବୋଲି ଅନେକ କ୍ରିକେଟ ବିଶେଷଜ୍ଞ ପୂର୍ବରୁ ଅନୁମାନ କରୁଥିଲେ । ମାତ୍ର ପ୍ରଥମ ମ୍ୟାଚରେ ପାକିସ୍ତାନ ନିକଟରୁ ହାରି ଯିବା ପରେ ଭାରତ ବଡ ସମସ୍ୟାରେ ପଡିଛି । କାରଣ…

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ବନ୍ଦ ରହିବ ସାର୍ବସାଧାରଣ ଦର୍ଶନ

ପୁରୀ (ଭାସ୍କର ନ୍ୟୁଜ୍) : ଆଜି କାର୍ତ୍ତିକ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦତ୍ତମହାପାତ୍ର ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା କରିବେ । ଠାକୁରଙ୍କ ବନକଲାଗି…

ଆକ୍ସନ ମୋଡରେ ଅବକାରୀ ବିଭାଗ: ଭୁବନେଶ୍ୱରରେ ୩ ଡ୍ୟାନ୍ସ ବାର୍ ସିଲ୍

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ବାର୍ ଉପରେ ଅତର୍କିତ ଚଢ଼ାଉ । ବେଆଇନ ଭାବରେ ଚାଲୁଥିବା ଡ୍ୟାନ୍ସ ବାର୍ ଉପରେ ରେଡ୍ । କଟକ ରୋଡ୍ ରେ ୩ଟି ଡ୍ୟାନ୍ସ ବାର୍ ସିଲ୍ । ବିନା ଅନୁମତିରେ ଚାଲିଥିବା ୩ଟି ଡ୍ୟାନ୍ସ ବାର୍ ସିଲ୍…

‘ମୋ କଲେଜ’ ପାଇଁ ୧.୫ କୋଟି ଅନୁଦାନ

ଭୁବନେଶ୍ୱର: ‘ମୋ କଲେଜ ଅଭିଯାନ’ ପାଇଁ ୧.୫ କୋଟିର ଅନୁଦାନ । ୧.୫ କୋଟିର ଅନୁଦାନ ରାଶି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।…

ଘରୋଇ ବସ୍ ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର: ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ । ସଂଘର ସାଧାରଣ ପରିଷଦ ବୈଠକ ପରେ ସରକାରଙ୍କୁ ଚେତାବନୀ । ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦାମ୍ ବୃଦ୍ଧି ଯୋଗୁଁ ବସ୍ କ୍ଷତିରେ ଚାଲିଛି ବୋଲି…