Browsing Category
Breaking News
ରବିବାର ଛଡା ଆଉ ସବୁଦିନ ଟିକାକରଣ
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): କରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ରବିବାର ଓ ଛୁଟିଦିନ ବ୍ୟତୀତ ଆଉ ସବୁଦିନ ଟିକାକରଣ ହେବ । ଏନେଇ…
ଆଇଏସଆଇଏସ ଲିଙ୍କ: ୫ ଗିରଫ
ନୂଆଦିଲ୍ଲୀ, ୧୫ା୩: ଆତଙ୍କୀ ସଙ୍ଗଠନ ଆଇଏସଆଇଏସ ଲିଙ୍କ ନେଇ ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ପକ୍ଷରୁ ୩ଟି ରାଜ୍ୟରେ ଚଢ଼ାଉ କରାଯାଇଛି । ଦିଲ୍ଲୀ, କେରଳ ଓ କର୍ଣ୍ଣାଟକର ୧୦ଟି ଜାଗାରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି ।…
ବସ୍ ଦୁର୍ଘଟଣା: ଦୁଇ ମୃତ, ୮ ଗୁରୁତର
ଅମରାବତୀ, ୧୫ା୩: ଆନ୍ଧ୍ରପ୍ରଦେଶରେ ଏକ ବସ୍ ଦୁର୍ଘଟଣା ଘଟି ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ଆନ୍ଧ୍ରପ୍ରଦେଶର ସୋମପେଟା ନିକଟରେ ଏକ ଯାତ୍ରୀବାହୀ ବସ୍ ସହ ଏକ ଟିପର ମୁହାଁମୁହିଁ ହେବା…
୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା, ଦୁଃଖ ସହ୍ୟ ନପାରି ବାପର ଆତ୍ମହତ୍ୟା
ସିଲଭାସା, ୧୫ା୩: ଦାଦ୍ରା ଓ ନଗର ହାବେଳିର ରାଜଧାନୀ ସିଲଭାସାରେ ଏକ ୩ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଷ୍କର୍ମକାରୀ ଯୁବକକୁ ଗିରଫ କରିଥିବା ଜଣାପଡ଼ିଛି । ଏହି ଖବର…
ଦେଶରେ ମୃତ୍ୟୁସଂଖ୍ୟା ୧୧୮କୁ ବୃଦ୍ଧି, ୨୬ ହଜାର ହେଲେ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୫ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୮ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୭୨୫କୁ ବୃଦ୍ଧି…
ଜଙ୍ଗଲରେ ନିଆଁ ଲଗାଇ ଧରାପଡ଼ିଲେ: ଗିରଫ ହେଲେ ବାପ-ପୁଅ
ବୌଦ୍ଧ, ୧୫ା୩ (ଓଡିଶା ଭାସ୍କର): ଜଙ୍ଗଲରେ ନିଆଁ ଲଗାଇ ଧରାପଡ଼ି ବାପା-ପୁଅ ଗିରଫ ହୋଇଛନ୍ତି । ଗତକାଲି ମୁଣ୍ଡେଶ୍ୱର ଜଙ୍ଗଲର ୪ଟି ସ୍ଥାନରେ ନିଆଁ ଲାଗିଥିବା ବନ ବିଭାଗ ସ୍କ୍ୱାଡକୁ ମିଳିଥିଲା । ସ୍କ୍ୱାଡକୁ ଦେଖି ଖସି…
ଏହି ସ୍କୁଲର ସମସ୍ତ ପିଲା ପଜିଟିଭ୍, ସ୍ଥାନୀୟ ଅଞ୍ଚଳକୁ ପୁଣି ଫେରିଲା ଲକଡାଉନ୍
ଡେରାଡୁନ୍, ୧୫ା୩: ଦେଶରେ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ଉତ୍ତରାଖଣ୍ଡର ମସୁରୀର ଏକ ସ୍କୁଲରୁ ୧୪ ଜଣ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ପ୍ରଶାସନ ପକ୍ଷରୁ ବାର୍ଲୋଗଞ୍ଜ ଓ ଗେଲୱେ କଟେଜ୍ ଆଦି ଅଞ୍ଚଳକୁ…
ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ
ନୂଆଦିଲ୍ଲୀ, ୧୫ା୩: ଆଜିଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ । ସର୍ବଭାରତୀୟସ୍ତରର ପ୍ରାୟ ୧୦ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ଭାଗନେବେ । ଧର୍ମଘଟରେ ୯ଟି ବ୍ୟାଙ୍କର କର୍ମଚାରୀ ଓ ଅଧିକାରୀ ସଂଘ ସାମିଲ ହେବେ । ୟୁନାଇଟେଡ୍…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୬.୬୪ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୧୫ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୬ ଲକ୍ଷ ୬୪ ହଜାର ୮୦୧ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୪ ଲକ୍ଷ…
ଏକ ଦେଶରେ ଚନ୍ଦାଲୋକଙ୍କୁ କରାଯାଇଥାଏ ହତ୍ୟା, ଜାଣନ୍ତୁ କାହିଁକି
ପୂର୍ବ ଆଫ୍ରିକାରେ ମୋଜାମ୍ବିକ ନାମକ ଏକ ଦେଶ ରହିଛି । ଏହି ଦେଶରେ ଚନ୍ଦା ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି । ଯେଉଁ ଲୋକଙ୍କ ମୁଣ୍ଡରେ ବାଳ ନାହିଁ, ସେମାନଙ୍କ ଉପରେ ହମଲା ହେବାର ଆଶଙ୍କା ରହିଛି ବୋଲି ପୋଲିସ ପକ୍ଷରୁ…