fbpx
Browsing Category

Breaking News

ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଇସଲାମିକ୍ ଷ୍ଟେଟ୍

କାବୁଲ, ୩ ।୧୧: କାବୁଲ ବିଶ୍ୱବିଦ୍ୟାଳୟ ଉପରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଇସଲାମିକ୍ ଷ୍ଟେଟ୍ । ଏହି ବର୍ବର ଆକ୍ରମଣରେ ଛାତ୍ରଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ଜିହାଦୀ ଗୋଷ୍ଠୀର ଅମାକ…

ହୃତଘାତରେ ଚାଲିଗଲା ଭୋଟରଙ୍କ ଜୀବନ

ଜଗତସିଂହପୁର,୩ ।୧୧(ଓଡିଶା ଭାସ୍କର): ଜଗତସିଂହପୁରର ତିର୍ତ୍ତୋଲ ଉପନିର୍ବାଚନ ବେଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଭୋଟ ଦେବାକୁ ଆସିବା ବାଟରେ ଟଳିପଡିଲେ ଜଣେ ବୃଦ୍ଧା ଭୋଟର । ରଘୁନାଥପୁର ରେଢୁଆ ଗାଁର ନାଗରୀ ସେଠୀ…

ଦେଶରେ କମୁଛି କରୋନା ମୃତ୍ୟୁହାର: ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ,୩ ।୧୧: ଦେଶରେ କରୋନା ଅପଡେଟ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ଦେଶରେ ସଂକ୍ରମଣ ହାର କ୍ରମାଗତ ଭାବେ କମିବାରେ ଲାଗିଛି । ସେପ୍ଟେମ୍ବର ୧୬ରୁ ୨୨…

ବାଣ ମାର୍କେଟ ନଖୋଲିବାକୁ ଆହ୍ୱାନ

ଗଞ୍ଜାମ,୩ ।୧୧(ଓଡିଶା ଭାସ୍କର): ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳୀ ପାଇଁ ଏକ ଆହ୍ୱାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ । ବାଣ ମାକେର୍ଟ ନଖୋଲିବାକୁ ଜିଲ୍ଲାପାଳ ନିବେଦନ କରିବା ସହ କହିଛନ୍ତି ଯେ, ‘…

୩ଟା ସୁଦ୍ଧା ୪୭.୧୫ % ମତଦାନ

ବାଲେଶ୍ୱର,୩ ।୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୩ଟା ସୁଦ୍ଧା ଦୁଇଟି ଯାକ ଆସନରେ ୪୭.୧୫ ପ୍ରତିଶତ ମତଦାନ ହୋଇଛି ।ବାଲେଶ୍ବରରେ ୩ଟା ସୁଦ୍ଧା ୫୪.୮୫% ମତଦାନ…

ଯୌନ ଉତ୍ପୀଡ଼ନ ଅଭିଯୋଗରେ କଲେଜ ଅଧ୍ୟକ୍ଷ ଗିରଫ

କୋରାପୁଟ,୩ ।୧୧(ଓଡିଶା ଭାସ୍କର):: ମହିଳା ସହକର୍ମୀଙ୍କୁ ଅସଦାଚରଣ କରି ଗିରଫ ହେଲେ କଲେଜ ଅଧ୍ୟକ୍ଷ । କମ୍ପ୍ୟୁଟର ଅପରେଟରଙ୍କୁ ଯୌନ ଉତ୍ପୀଡ଼ନ ଅଭିଯୋଗରେ ସୁନାବେଡା ସରକାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପବିତ୍ର…

ଦିନ ୧ଟା ସୁଦ୍ଧା ୩୩.୭୩ % ମତଦାନ

ବାଲେଶ୍ୱର,୩ ।୧୧(ଓଡିଶା ଭାସ୍କର): ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ଦୁଇଟି ଯାକ ଆସନରେ ୩୩.୭୩ ପ୍ରତିଶତ ମତଦାନ ହୋଇଛି ।ବାଲେଶ୍ବରରେ ଗୋଟାଏ ସୁଦ୍ଧା ୨୭.୬୦% ମତଦାନ…

ଦାମୀ କାରରେ ଗଞ୍ଜେଇ ବେପାର

ଭୁବନେଶ୍ୱର,୩ ।୧୧(ଓଡିଶା ଭାସ୍କର): ରାଜଧାନୀରେ ଦାମୀ କାରରେ ଚୋରା ଗଞ୍ଜେଇ କାରବାର । ଏହି ମାମଲାରେ ବାଙ୍କୁଆଳରୁ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ୨ଟି ଦାମୀ କାର୍ ଓ ଲକ୍ଷେ ଟଙ୍କା ମୂଲ୍ୟର…

ଶୀତଦିନେ ଦହି ଖାଉଛନ୍ତି କି?

ଧିରେ ଧିରେ ଶୀତ ଅନୁଭବ ହେବାରେ ଲାଗିଲାଣି । ଶୀତ ପଡ଼ୁଥିବାରୁ ଲୋକେ ଥଣ୍ଡା ଜାତୀୟ ଖାଦ୍ୟଠୁ ଦୂରେଇ ରହୁଛନ୍ତି । ଏମିତିକି ଶୀତଦିନେ ଦହି ଖାଇଲେ ଥଣ୍ଡା ହେବ ବୋଲି ଭାବି କିଛି ଲୋକେ ଦହି ବି ଖାଆନ୍ତି ନାହିଁ । ଆପଣଙ୍କର…