Browsing Category
Breaking News
ମମିତା ମେହେରଙ୍କ ଘରେ ମହିଳା କମିଶନ ଅଧ୍ୟକ୍ଷା
କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି…
କୋଭିଡ ଯୋଗୁଁ ଭାରତରେ ୨ ବର୍ଷ କମିବ ଆୟୁଷ: ଅଧ୍ୟୟନରୁ ଖୁଲାସା
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ଜୀବନଶୈଳୀ ବିଶେଷ ଭାବେ ପ୍ରଭାବିତ ହୋଇଛି । ଏକ ନୂଆ ଅଧ୍ୟୟନରୁ ଜଣାପଡିଛି ଯେ, କୋଭିଡ ଯୋଗୁଁ ଭାରତରେ ଅତି କମରେ ୨ ବର୍ଷ ଆୟୁଷ ହ୍ରାସ ପାଇବ । ମୁମ୍ବାଇ ଡେଓନାର…
ଆଜି ଚିହ୍ନଟ ହେଲେ ୪୪୧ ପଜିଟିଭ୍, ୪ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୭୭ ଲକ୍ଷ କିଷାନଙ୍କ ଖାତାକୁ ଆଜି ଟ୍ରାନ୍ସଫର ହେବ ୧୫୪୦ କୋଟି, ଜାଣନ୍ତୁ କେଉଁଠି
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କିଷାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ୭୭ ଲକ୍ଷ କିଷାନଙ୍କ ଖାତାକୁ ୧୫୪୦ କୋଟି ଟ୍ରାନ୍ସଫର କରାଯିବା ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ…
କ୍ୟାପଟେନ ଅମରିନ୍ଦରଙ୍କର ପାକିସ୍ତାନୀ ମହିଳାଙ୍କ ସହିତ ଲିଙ୍କ୍; ତଦନ୍ତ କରିବାକୁ ପଞ୍ଜାବ ସରକାରଙ୍କ ଇସାରା
ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ସହିତ ସମ୍ପର୍କ ଥିବା ନେଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ…
OAS ସ୍ତରରେ ଅଦଳବଦଳ, ଲକ୍ଷ୍ମୀଧର ସାହୁ ହେଲେ ବେଗୁନିଆ ବିଡିଓ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୬ ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତି ଦିଆଯାଇଛି । ସୁନିଲ ମେହେରଙ୍କୁ ବରଗଡ଼ ଜିଲ୍ଲାର…
୨୦୨୨ରେ ପୁଣି ଖେଳାଯିବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ ମ୍ୟାଚ୍: ନୂଆ ତାରିଖ ଓ ନୂଆ ଭେନ୍ୟୁରେ ମୁକାବିଲା ହେବ
ଦୁବାଇ: ଆସନ୍ତା ବର୍ଷ ଜୁଲାଇ ମାସରେ ପୁଣି ଅନୁଷ୍ଠିତ ହେବ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ କ୍ରିକେଟ ମ୍ୟାଚ । ଚଳିତ ବର୍ଷ ଅଗଷ୍ଟ - ସେପ୍ଟେମ୍ବର ମାସରେ ଉଭୟ ଦଳ ଇଂଲଣ୍ଡରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ୪ ମ୍ୟାଚ…
ଆଜିଠୁ ବିଶ୍ୱକପର ସୁପର ୧୨ ଲଢ଼େଇ: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା
ଦୁବାଇ: ଚଳିତ ଟି-୨୦ କ୍ରିକେଟ ବିଶ୍ୱକପର ସୁପର୍ ୧୨ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ । ଓମାନରେ ଶୁକ୍ରବାର ଦିନ ବିଶ୍ୱକପର ପ୍ରଥମ ରାଉଣ୍ଡ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ସମାପ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ…
ହଜ୍ ଯାତ୍ରୀଙ୍କ ପାଇଁ ଖୁସି ଖବର: କେନ୍ଦ୍ର ସରକାର ଜାରି କଲେ ନୂଆ ଗାଇଡ୍ଲାଇନ୍, ଏମିତି କରିପାରିବେ ଅନ୍ଲାଇନ୍ ଆବେଦନ
ନୂଆଦିଲ୍ଲୀ : ଆସନ୍ତା ବର୍ଷ ହଜ୍ ଯାତ୍ରା ପାଇଁ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ଯେଉଁ ବ୍ୟକ୍ତି ଦୁଇଡୋଜ କରୋନା ଟିକା ନେଇଥିବେ ସେମାନେ ଏଥିାଇଁ ଆବେଦନ କରିପାରିବେ । ଏହା ସହିତ ଯାତ୍ରୀ ଚୟନ ପାଇଁ ଉଭୟ…
ଆଜିଠୁ ୩ ଦିନିଆ ଜମ୍ମୁକଶ୍ମୀର ଗସ୍ତରେ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଏବଂ ୩୫ଏ ଧାରା ରଦ୍ଦ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଥମ ଥର ପାଇଁ ସେଠାକୁ ଯିବେ । ଆଜିଠୁ ଅମିତ ଶାହ ତିନିଦିନିଆ ଜମ୍ମୁକଶ୍ମୀର ଗସ୍ତରେ ଯାଉଥିବାବେଳେ…