Browsing Category

Breaking News

ପୁଣି ଝଟକା! ପେଟ୍ରୋଲ ପରେ ମହଙ୍ଗା ହେବ କ୍ଷୀର, ୧ ମାର୍ଚ୍ଚରୁ ବଢିପାରେ ରେଟ୍

ନୂଆଦିଲ୍ଲୀ, ୨୬ ।୨: ନୂଆ ବଜେଟ୍ ଆସିବା ପରେ ପେଟ୍ରୋଲ ଏବଂ ଡିଜେଲ ଦାମ୍ ବଢିବାରେ ଲାଗିଛି । ଗୋଟିଏ ପଟେ ପେଟ୍ରୋଲ-ଡିଜେଲ ଆକାଶଛୁଆଁ ହୋଇଥିବା ବେଳେ ଅନ୍ୟ ପଟେ କ୍ଷୀର ମୂଲ୍ୟ ବଢିବାକୁ ଯାଉଛି । ଏହାଦ୍ୱାରା ସାଧାରଣ…

ରେଳ ଷ୍ଟେସନରେ ହେବ ସ୍କ୍ରିନିଂ ସେଣ୍ଟର

ଭୁବନେଶ୍ୱର, ୨୬ ।୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ରେଳ ଷ୍ଟେସନରେ ସ୍କ୍ରିନିଂ ସେଣ୍ଟର ଖୋଲାଯିବ ।…

ରାଜ୍ୟରେ ଆଉ ୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ୨୬ ।୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୫୬ ଓ…

ଏଏନଏମଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୨୬ା୨ (ଓଡିଶା ଭାସ୍କର): ଏଏନଏମଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ସମସ୍ତ ଆନ୍ଦୋଳନରତ ଏଏନଏମଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ଏକ ବଡ଼ଧରଣର ନିଷ୍ପତ୍ତି ଗ୍ରହଣ କରାଯାଇଛି ।…

ବିଧାନସଭାରେ ଆତ୍ମହତ୍ୟା ଧମକ ଦେଲେ ବିଧାୟକ

ଭୁବନେଶ୍ୱର,୨୬ ।୨(ଓଡିଶା ଭାସ୍କର): ମଣ୍ଡିରେ ଧାନ ଉଠାଇବାକୁ ନେଇ ଆଜି ଗୃହରେ ବିଜେପି ବିଧାୟକମାନେ ହୋ-ହଲ୍ଲା କରିଛନ୍ତି । ଗୃହରେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ । ମଣ୍ଡିରୁ…

ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ଆଜି: ଘୋଷଣା ହେବ ନିର୍ବାଚନ ତାରିଖ

ନୂଆଦିଲ୍ଲୀ, ୨୬ା୨: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବ । ଆଜି ଅପରାହ୍ଣ ୪ଟା ୩୦ ମିନିଟରେ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ଅନୁଷ୍ଠିତ ହେବ । ପ୍ରେସମିଟରେ ନିର୍ବାଚନ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଥାନାବାବୁ

ଢେଙ୍କାନାଳ, ୨୬ା୨ (ଓଡିଶା ଭାସ୍କର): ପୁଣି ଖାକିରେ କଳଙ୍କର ଛିଟା । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଆଇଆଇସି । ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ଗିରଫ ହୋଇଛନ୍ତି…

ନିଲମ୍ବିତ ହେଲେ କୁନ୍ଦେଇ ସରପଞ୍ଚ

ନବରଙ୍ଗପୁର, ୨୬ା୨ (ଓଡିଶା ଭାସ୍କର): ସରକାର ବିରୋଧୀ କାର୍ଯ୍ୟ କରି କୁନ୍ଦେଇ ସରପଞ୍ଚ ନିଲମ୍ବିତ ହୋଇଛନ୍ତି । ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଗ୍ରାମପଞ୍ଚାୟତର ସରପଞ୍ଚଙ୍କୁ କାର୍ଯ୍ୟରୁ ନିଲମ୍ବନ…

ବିଧାନସଭା ବଜେଟ୍ ଅଧିବେଶନର ଅଷ୍ଟମ ଦିନ: ମୁଲତବୀ ପ୍ରସ୍ତାବ ଉପରେ ହେବ ଆଲୋଚନା ଆଜି

ଭୁବନେଶ୍ୱର, ୨୬ା୨ (ଓଡିଶା ଭାସ୍କର): ଆଜି ବିଧାନସଭା ବଜେଟ୍ ଅଧିବେଶନର ଆଜି ଅଷ୍ଟମ ଦିବସ । ଆଜି ସାଧାରଣ ବଜେଟ୍ ଉପରେ ହେବ ଆଲୋଚନା । ଦ୍ୱିତୀୟ ଦିନ ପାଇଁ ଆଜି ସାଧାରଣ ବଜେଟ୍ ଉପରେ ଆଲୋଚନା କରାଯିବ । ଗତକାଲି…

ଦେଶରେ ୨୪ ଘଣ୍ଟାରେ ୧୨୦ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୬ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୨୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୮୨୫କୁ ବୃଦ୍ଧି…