Browsing Category
Breaking News
ଏହି ୫ଟି ରାଜ୍ୟର ସଂକ୍ରମଣକୁ ନେଇ ବଢ଼ିଲା ଆଶଙ୍କା, ଫେରିପାରେ ପୁଣି ଥରେ ଲକଡାଉନ: ଜାଣନ୍ତୁ କେଉଁ କେଉଁ ରାଜ୍ୟ
ନୂଆଦିଲ୍ଲୀ: ସମଗ୍ର ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ ଅନ୍ୟପଟେ ପାଞ୍ଚଟି ରାଜ୍ୟରେ ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ଏହି ରାଜ୍ୟ ମଧ୍ୟରେ ରହିଛନ୍ତି କେରଳ, ସିକିମ, ମିଜୋରାମ,…
୧୨୨ଟି ସହରରେ ୧୬୬ଟି ଆଧାର ନାମାଙ୍କନ କେନ୍ଦ୍ର ଖୋଲିବ UIDAI, ପ୍ରତ୍ୟେକ ଦିନ ମିଳିବ ସୁବିଧା
ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁବିଧା ପାଇଁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ ଏକ ନୂଆ ପଦକ୍ଷେପ ନିଆଯାଇଛି । ୟୁଆଇଡିଏଆଇ ପକ୍ଷରୁ ଦେଶରେ ୧୨୨ଟି ସହରରେ ୧୬୬ଟି ଆଧାର ନାମାଙ୍କନ କେନ୍ଦ୍ର…
ସମୁଦ୍ର ଭିତରେ ଚାଲିଥିଲା ହାଇ ପ୍ରୋଫାଇଲ୍ ଡ୍ରଗ୍ସ ପାର୍ଟି, ଏନସିବି କଲା ଚଢ଼ାଉ; ୧୦ ଅଟକ
ମୁମ୍ବାଇ: ସମୁଦ୍ର ଭିତରେ ଏକ ହୋଟଲନୁମା ଜାହାଜ(କ୍ରୁଜ୍) ଭିତରେ ଚାଲିଥିଲା ହାଇ ପ୍ରୋଫାଇଲର ଡ୍ରଗ୍ସ ପାର୍ଟି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପକ୍ଷରୁ ଚଢ଼ାଉ ପରେ ବିପୁଳ ମାତ୍ରାରେ ଡ୍ରଗ୍ସ ଜବତ କରାଯାଇଛି…
ଏଣିକି ଶିକ୍ଷକମାନଙ୍କୁ ବଦଳି କରିପାରିବେ ବିଧାୟକ, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ଶିକ୍ଷକମାନଙ୍କୁ ବଦଳି କରିପାରିବେ ବିଧାୟକ । ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି…
ଶ୍ମଶାନରେ ବ୍ଲାଷ୍ଟ ହେଲା କିରୋସିନି ଜାରକିନ୍, ଜୁଇରେ ନିଆଁ ଜଳିଗଲେ ୨ ଶବ ବାହକ
ଢେଙ୍କାନାଳ (ଭାସ୍କର ନ୍ୟୁଜ୍) :ଶ୍ମଶାନ ଜୁଇରେ ଜଳିଗଲେ ୨ ଶବ ବାହକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବତାସିଂହ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶନିବାର ସକାଳେ ଗାଁର ଅକ୍ଷୟ ବେହେରାଙ୍କର…
ଡିଏନ୍ଏ ଟେଷ୍ଟ ପାଇଁ କାହାକୁ ବାଧ୍ୟ କରିପାରିବ ନାହିଁ, ଏହା ବ୍ୟକ୍ତିଗତ ସ୍ୱାଧୀନତା ଓ ଗୋପନୀୟତା ଅଧିକାରକୁ ଉଲ୍ଲଂଘନ କରେ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଡିଏନ୍ଏ ଟେଷ୍ଟ କରାଯିବା ବାଧ୍ୟତାମୂଳକ ନୁହେଁ । କୌଣସି ବ୍ୟକ୍ତିଙ୍କୁ ଡିଏନ୍ଏ ଟେଷ୍ଟ ପାଇଁ ବାଧ୍ୟ କରିବା ବ୍ୟକ୍ତିଗତ ସ୍ୱାଧୀନତା ଓ ଗୋପନୀୟତା ଅଧିକାରର ଉଲ୍ଲଂଘନ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।…
ସକାଳ ୮ଟାରୁ ପିପିଲି ଉପନିର୍ବାଚନ ଭୋଟ ଗଣତି, ତ୍ରିସ୍ତରୀୟ କଡ଼ା ସୁରକ୍ଷାବଳୟ ଭିତରେ ପେଣ୍ଠକଟା ଗଣତି କେନ୍ଦ୍ର
ପିପିଲି(ଓଡ଼ିଶା ଭାସ୍କର): ଆଉ ମାତ୍ର କିଛି ସମୟ ଗଲେ ଅର୍ଥାତ୍ ସକାଳ ୮ଟାଣୁ ଆରମ୍ଭ ହେବ ପିପିଲି ଉପନିର୍ବାଚନ ଭୋଟ ଗଣତି । ତ୍ରିସ୍ତରୀୟ କଡ଼ା ସୁରକ୍ଷାବଳୟ ଭିତରେ ପେଣ୍ଠକଟା ଗଣତି କେନ୍ଦ୍ରରେ ଭୋଟକଣତି ହେବ । ୮ଟାରେ…
ମହାନଦୀ ସେତୁ ଉପରେ ବାଇକ୍କୁ ପିଟିଲା କାର୍: ନଦୀରେ ପଡ଼ିଗଲେ ମହିଳା !
ବୌଦ୍ଧ (ଭାସ୍କର ନ୍ୟୁଜ୍): ବୌଦ୍ଧରେ ମହାନଦୀ ସେତୁ ଉପରେ ଏକ ଅଘଟଣ ଘଟିଛି । କାର୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଛନ୍ତି । ମୃତକ ଜଣେ ପୁରୁଷ ହୋଇଥିବା ବେଳେ ନିଖୋଜ…
ଭବାନୀପୁରରେ ଆଜି ହେବ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା, ମୁଖ୍ୟମନ୍ତ୍ରୀ ପଦରୁ ହେବ କି ବିଦାୟୀ?
ଭବାନୀପୁର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଜି ଭାଗ୍ୟ ପରୀକ୍ଷା ହେବ । ଭବାନୀପୁରରେ ଆଜି ଭୋଟ ଗଣତୀ ହେବାକୁ ଥିବା ବେଳେ ଦିଦିଙ୍କ ହାର୍ ଜିତ୍ ର ପରୀକ୍ଷା ହେବ । ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ…
ଆର୍ପିଏଫ୍ କନଷ୍ଟେବଳଙ୍କ ମାଡ଼ରେ ମହିଳା ଇଞ୍ଜିନିୟରଙ୍କ ଫାଟିଲା ମୁଣ୍ଡ, ଟିକେଟ୍ ଦେଖାଇବାକୁ ନେଇ ହୋଇଥିଲା ଯୁକ୍ତତର୍କ
ରାଉରକେଲା, (ଭାସ୍କର ନ୍ୟୁଜ୍): ରାଉରକେଲାରେ ଅଜିତ କୁମାର ନାଏକ ନାମକ ଜଣେ ଆରପିଏଫ୍ କନଷ୍ଟେବଳଙ୍କ ମାଡ଼ରେ ଅନିତା ରାଜ୍ ନାମକ ଜଣେ ମହିଳା ଇଞ୍ଜିନିୟରଙ୍କ ମୁଣ୍ଡ ଫାଟି ଯାଇଥିବା ରାଉରକେଲା ଜିଆର୍ପି ଥାନାରେ…