Browsing Category

Breaking News

ଦେଶରେ ଦିନକରେ ୧୫୨ ମୃତ, ୧୪ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୩ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୫୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୧୮୪କୁ ବୃଦ୍ଧି…

ନେତାଜୀଙ୍କ ଜୟନ୍ତୀରେ ଦେଶବ୍ୟାପି ପାଳିତ ହେଲା ‘ପରାକ୍ରମ ଦିବସ’

ନୂଆଦିଲ୍ଲୀ, ୨୩ା୧: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜି ହେଉଛି ୧୨୫ତମ ଜନ୍ମଦିନ । ନେତାଜୀଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୨୩ ତାରିଖକୁ ‘ପରାକ୍ରମ ଦିବସ’…

କେନ୍ଦ୍ର-କୃଷକ ଆଲୋଚନାରୁ ବାହାରିଲାନି ନିଷ୍କର୍ଷ

ନୂଆଦିଲ୍ଲୀ,୨୨ ।୧: ନୂଆ କୃଷି ଆଇନକୁ ନେଇ ଚାଷୀ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକାଦଶ ରାଉଣ୍ଡ ବୈଠକ ଶେଷ ହୋଇଛି । କିନ୍ତୁ କୃଷକ ଓ ସରକାରଙ୍କ ଆଜିର ଆଲୋଚନାରୁ ମଧ୍ୟ କୌଣସି ନିଷ୍କର୍ଷ ବାହାରିନି । କୃଷି ଆଇନ…

ଗାର୍ଲଫେଣ୍ଡଙ୍କୁ ପାଇବାକୁ ପ୍ରେମିକମାନେ ଭାଲେଟାଇନ୍ସ ଡେରେ ଏହି କୁଆଁରୀ ଗଛକୁ କରିଥାନ୍ତି ପୂଜା, ଜାଣନ୍ତୁ କାହିଁକି

ପ୍ରେମିକାଙ୍କୁ ପାଇବା ପାଇଁ ପ୍ରେମିକମାନେ ଅନେକ ଉପାୟ ଆପଣାଇଥାନ୍ତି । କିଏ ଫୁଲଦେଇ, କିଏ ଦାମି ଗିଫ୍ଟ ଦେଇ, କିଏ ଅନ୍ୟାନ୍ୟ ଲୋଭ ଦେଖାଇଥାନ୍ତି । ଆଜି ଆମେ ଆପଣମାନଙ୍କୁ ଏକ କୁଆଁରୀ ଗଛ ବିଷୟରେ କହିବାକୁ ଯାଉଅଛୁ ।…

ବିଜେପି ଦେଲା ୭୨ ଘଣ୍ଟା ସମୟ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଆରଡିସି ଓ ବିଜେପି ପ୍ରତିନିଧି ଦଳ ସହ ଆଲୋଚନା ଶେଷ ହୋଇଛି । ଆଲୋଚନା ସକରାତ୍ମକ ହୋଇଥିବା କହିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ଏହା ସହ ସେ କହିଛନ୍ତି ଯେ, ‘ଆରଡିସିଙ୍କ ସହ…

ଫାଇନାନ୍ସ କମ୍ପାନୀରୁ ୨୫ କିଲୋ ସୁନା ଲୁଟିନେଲେ ଦୁର୍ବୃତ୍ତ

ହୋସୁର, ୨୨ା୧: ପୁଣି ବଡ଼ଧରଣର ସୁନା ଲୁଟ୍ ହୋଇଛି । କିଛିଦିନ ପୂର୍ବରୁ ଗୁଜରାଟରୁ ଏକ ବଡ଼ଧରଣର ସୁନା ଲୁଟ୍ ହୋଇଥିଲା । ଆଜି ତାମିଲନାଡ଼ୁର କୃଷ୍ଣଗିରି ଜିଲ୍ଲାରେ ଏହିପରି ଘଟଣା ଘଟିଛି । ଏହି ଜିଲ୍ଲା ଅନ୍ତର୍ଗତ ହୋସୁର…

ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବେ ଏହି ବାଳିକା, ଜାଣନ୍ତୁ କିଏ ଓ କାହିଁକି

ହରିଦ୍ୱାର, ୨୨ା୧: ବଲିଉଡ ଅଭିନେତା ଅନିଲ କପୁରଙ୍କର ଅଭିନୀତ ‘ନାୟକ’ ମୁଭି କିଏ ବା ନ ଦେଖିଛି । ଏହି ଫିଲ୍ମରେ ଅଭିନେତା ଅନିଲ କପୁର ଗୋଟିଏ ଦିନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ବାସ୍ତବ ଜୀବନରେ ଗୋଟିଏ…

ବିଜେପି ରାଲିକୁ ନେଇ କ’ଣ କହିଲା କଂଗ୍ରେସ ?

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ସମ୍ବଲପୁରରେ ରାତିସାରା ବିଜେପି ନେତା ଥାନାରେ ଧାରଣା ଦେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଏହି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା…

ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ

ନୂଆଦିଲ୍ଲୀ,୨୨ ।୧: ପ୍ରସିଦ୍ଧ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କର ପରଲୋକ ଘଟିଛି । ଭଜନ ଗାଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ନରେନ୍ଦ୍ର । ‘ଚଲୋ ବୁଲାୱା ଆୟା ହୈ’ କିମ୍ବା ‘ଓ ଜଙ୍ଗଲ କେ ରାଜ ମେରି ମେୟା…

ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତାକୁ ଆସିଲେନି ଅନୁଭବ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଅନ୍ୟପଟେ ଆଜି ଏସଡିଜେଏମ କୋଟଙ୍କ…