Browsing Category
Breaking News
୧ ଲକ୍ଷ ୭୦ ହଜାର କୋଟିର ବଜେଟକୁ ମିଳିଲା ମଞ୍ଜୁରୀ, ଆସନ୍ତା ୨୨ରେ ଉପସ୍ଥାପିତ ହେବ ବିଧାନସଭାରେ
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଓ ମନ୍ତ୍ରୀ ପରିଷଦ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ମନ୍ତ୍ରୀପରିଷଦ…
ଜଳିଗଲା ବସ୍: ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଜଳିଯିବା ଦ୍ୱାରା ୩୦ ଜଣ ଓଡ଼ିଆ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବସଟି ଓଡ଼ିଆ ଶ୍ରମିକମାନଙ୍କୁ ନେଇ ବିଶାଖାପାଟଣା ଯାଉଥିବା…
ପାଞ୍ଚ ଶହ ଟଙ୍କା ହେଲା କାଳ: ବ୍ୟବସାୟୀଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଫେରାର
ବୈତୁଲ, ୯ା୨: ମଧ୍ୟପ୍ରଦେଶର ବୈତୁଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସାମାନ୍ୟ ଟଙ୍କା ପାଇଁ ହତ୍ୟା କରାଯାଇଛି । ମଜଦୁରୀ ପଇସାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଭୟାନକ ପରିଣତି ଦେଖିବାକୁ ମିଳିଛି । ତେବେ ମୃତଦେହ ଏକ…
କୋଟିଆରେ ଆନ୍ଧ୍ରର ନିର୍ବାଚନ: ସୁପ୍ରିମକୋର୍ଟ ଯିବେ ସରକାର
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ । ଏନେଇ ଆଇନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି…
ମାସକରେ ୧୨୦୭ ଫ୍ରଡ୍ କଲ୍: ସିପି
ଭୁବନେଶ୍ୱର,୯ ।୨(ଓଡିଶା ଭାସ୍କର): ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ସାଇବର ଠକେଇ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ଯେ, ‘ସାଇବର…
ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ପଜିଟିଭ୍
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୩ ଓ ସ୍ଥାନୀୟ ଅଞ୍ଚଳରୁ…
କୋଷ୍ଟାଲ ହାଇୱେ ପ୍ରସଙ୍ଗରେ କଣ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦାସବର୍ମା
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଗତକାଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ଅଣତରକା…
ହୃତଘାତରେ ଅଭିନେତା ରାଜୀବ କପୁରଙ୍କ ପରଲୋକ
ନୂଆଦିଲ୍ଲୀ,୯ ।୨: ବଲିଉଡ ଜଗତ ପାଇଁ ଆସିଛି ଆଉ ଏକ ଦୁଃଖଦ ଖବର । ରାଜ କପୁରଙ୍କ ସବୁଠାରୁ ସାନ ପୁଅ ଓ ରଣଧୀର, ଋଷି କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ରାଜୀବଙ୍କୁ ୫୮ ବର୍ଷ…
ଖୁବଶୀଘ୍ର ସମସ୍ତ କର୍ମଚାରୀଙ୍କୁ ମିଳିବ ସପ୍ତାହରେ ୩ ଦିନର ଛୁଟି, ଜାଣନ୍ତୁ କେବେ ଠାରୁ ହେବ ଲାଗୁ
ନୂଆଦିଲ୍ଲୀ, ୯ା୨: ଦେଶର ସମସ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର । ସରକାର ଏନେଇ ଲେବର କୋଡ୍ ଆଇନ ଆଣିବାକୁ ଯାଉଛନ୍ତି । ତେବେ ଏହି ନିୟମ ଅନୁସାରେ, ପ୍ରତ୍ୟେକ ସପ୍ତାହରେ କର୍ମଚାରୀଙ୍କୁ ୩ ଦିନ ଛୁଟି ମିଳିବ ବୋଲି…
୧୫ରେ କଂଗ୍ରେସର ଓଡିଶା ବନ୍ଦ ଡାକରା
ଭୁବନେଶ୍ୱର,୯ ।୨(ଓଡିଶା ଭାସ୍କର): ଆସନ୍ତା ୧୫ରେ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ କଂଗ୍ରେସ ବନ୍ଦ ଡାକରା ଦେଇଛି । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।…