Browsing Category

Breaking News

ବାଇକ୍‌କୁ ଧକ୍କା ଦେଇ ଘର ଭିିିିିତକୁ ପଶିଗଲା କାର୍, ୩ ଆହତ

ରାଇଘର (ଭାସ୍କର ନ୍ୟୁଜ୍‌): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍‌ ସଦର ମହକୁମାସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୃତଗତିରେ ଆସୁଥିବା କାରଟି ନିୟନ୍ତ୍ରଣ ହରାଇ ବାଇକକୁ ଧକ୍କା ଦେବା ସହ ଏକ…

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର(ଭାସ୍କର ନ୍ୟୁଜ୍): ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।…

ପତାକା ଉଡ଼ାଇବା ବେଳେ ଆପଣ କରୁନାହାନ୍ତି ତ ଏହାର ଅପମାନ, ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୫ ତମ ସ୍ୱାଧାନତା ଦିବସ । ତେଣୁ ସୁରକ୍ଷା ବ୍ୟବସ୍ଥା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହୋଇଛି ।  ଦେଶର ଲାଲକିଲ୍ଲାରେ ତିରଙ୍ଗା ପତାକା ଉଡିବା  ଅନ୍ୟାନ୍ୟ ସରକାରୀ…

ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ରାଷ୍ଟପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ । ଏହି…

ସ୍ତ୍ରୀ ଓ ଶ୍ୱଶୁର ପାଇଁ ଜୀବନର ଚରମ ନିଷ୍ପତି ନେଲେ ଜ୍ୱାଇଁ, ଆତ୍ମହତ୍ୟା ପୂର୍ବରୁ ଭିଡିଓ କଲେ ଜାରି

ରାଉରକେଲା(ଓଡ଼ିଶା ଭାସ୍କର): ପ୍ରଥମେ ଭିଡିଓ, ପରେ ସୋସିଆଲ ମିଡିଆରେ ଅପଲୋଡ ଆଉ ତାପରେ ଆତ୍ମହତ୍ୟା । ଆତ୍ମହତ୍ୟା ପୂର୍ବରୁ ଏଭଳି ଭିଡିଓ କରି କହିଛନ୍ତି ଆତ୍ମହତ୍ୟା କରିବାର କାରଣ । ବେଡ୍ ଉପରେ ଶୋଇ ରହି ମନେ ମନେ…

ଓଡ଼ିଶାର ଦୁଇ ଯବାନଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ଦୁଇ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ ଦ୍ୱାରା ସମ୍ମାନିତ କରାଯିବ । ସହୀଦ୍ ୨ ଏସଓଜି ଯବାନଙ୍କୁ ଏହି ସମ୍ମାନ ଦିଆଯିବ । କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ…

ଦାଦାଙ୍କର ମୃତ ଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ନାତି, ୬ ଦିନ ପରେ ପୋଲିସ୍ ହାତରେ ଧରାପଡ଼ିଲା ଏପରି

ତେଲେଙ୍ଗାନା: ଦାଦାଙ୍କର ମୃତ ଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ନାତି । ମୃତ ଦେହକୁ ଫ୍ରିଜ୍ ରେ ରଖି ବିନା କୌଣସି ଚିନ୍ତାରେ ଥିଲା ନାତି । ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏବେ ସେ ପୋଲିସ୍ ହାତରେ ଧରାପଡ଼ିଛି ।…

୧୬ରୁ ସ୍ୱର୍ଗଦ୍ୱାରରେ ଶବସତ୍କାର

ପୁରୀ: ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦ୍ୱାର । ପୁରୀବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି । କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ…

ଟିକା ନେବା ପାଇଁ ୨୦ ବର୍ଷ ପରେ ସର୍ବିଆ ଗୁମ୍ଫାରୁ ବାହାରିଲେ ଏହି ବ୍ୟକ୍ତି, ଟିକାକରଣ ପରେ କହିଲେ ଏପରି

ନୂଆଦିଲ୍ଲୀ: ଗୋଟେ ପଟେ ଯେଉଁଠି କରୋନା ମହାମାରୀ ପାଇଁ ପୃଥିବୀର ଲୋକମାନେ ଟିକା ଉପରେ ଭରସା କରୁଛନ୍ତି । ଅନ୍ୟପଟେ ଟିକା ନେବାକୁ କିଛି ଲୋକ ପଛଘୁଞ୍ଚା ଦେଉଛନ୍ତି । ହେଲେ ଟିକା ନେବାପାଇଁ ସର୍ବିୟାର ପାହାଡ଼କୁ ନିଜ ଘର…

ଅଗଷ୍ଟ ୧୫: ମଲ୍ଟି ଲେୟର୍ ସିକ୍ୟୁରିଟି ଭିତରେ ରାଜଧାନୀ ଦିଲ୍ଲୀ, ଲାଲକିଲ୍ଲାରେ ସାମନାରେ ତିଆରି ହେଲା ଅତୁଟ କାନ୍ଥ

ନୂଆଦିଲ୍ଲୀ: ୭୫ତମ ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଳୀରେ ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୁଇନ୍ଦା ବିଭାଗର କହିବାନୁଯାୟୀ, ଲାଲକିଲ୍ଲାରେ ଆତଙ୍କବାଦୀଙ୍କ ହମଲା ହୋଇପାରେ । ତେଣୁ ଦିଲ୍ଲୀ…