Browsing Category

Breaking News

ଓଡ଼ିଶାର ୧୮ଟି ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ: ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା ସୂଚନା ଦେଲେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସଂପ୍ରତି ରାଜ୍ୟର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ସମଗ୍ର ଭାରତବର୍ଷରେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ମୋଟ ୩୭୪ଟି ଜିଲ୍ଲା ମଧ୍ୟରୁ ଓଡ଼ିଶାରେ ୧୮ଟି ଜିଲ୍ଲା…

ଏହି ସ୍ଥାନରେ ଥରେ ଶୋଇଲେ ଆଉ ଉଠିପାରନ୍ତି ନାହିଁ ଲୋକ, ଏପରି ରହିଛି କାହାଣୀ

ଦୁନିଆରେ ଅନେକ ରହସ୍ୟ ରହିଛି । ଯେଉଁଥିରୁ କିଛିଟା ଲୋକଙ୍କ ସାମ୍ନାକୁ ଆସିଛି ତ ଆଉ କିଛି ଏବେ ବି ରହସ୍ୟ ହୋଇ ରହିଛି । ବୈଜ୍ଞାନିକମାନେ ବି ଏପରି ରହସ୍ୟର କାରଣ ଜାଣିବାରେ ଫେଲ୍ ମାରନ୍ତି । ଏପରି ଏକ ଅଜବ ମାମଲା ୬…

୧୭ ବର୍ଷ ପରେ ଦେଶରେ ପୁଣି ଖୋଲିବ ନୂଆ Cooperative Bank, RBI ଦେଲା ସଙ୍କେତ

ନୂଆଦିଲ୍ଲୀ: ଦେଶରେ ଖୁବଶୀଘ୍ର ନୂଆ କୋ-ଅପରେଟିଭ୍ ବ୍ୟାଙ୍କ ଖୋଲିବ । ୧୭ ବର୍ଷ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କୋ-ଅପରେଟିଭ୍ ବ୍ୟାଙ୍କ ପାଇଁ ଲାଇସେନ୍ସ ବନ୍ଦ କରିଦେଇଥିଲା । ମାତ୍ର ଏହି ପ୍ରକିୟା ପୁଣି…

ବିଜେପି ନେତାଙ୍କୁ କାର ଡିକିରେ ଜାଳିଦେଇ ଦୁର୍ବୃତ୍ତ ଫେରାର୍, ଦେଖନ୍ତୁ ଫଟୋ

ହାଇଦ୍ରାବାଦ: ତେଲେଙ୍ଗାନାରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିଛି । ତେଲେଙ୍ଗାନାର ମେଡକରେ କିଛି ଅଜଣା ବ୍ୟକ୍ତି ସ୍ଥାନୀୟ ବିଜେପି ନେତା ଶ୍ରୀନିବାସ…

ଅଲିମ୍ପିଆନଙ୍କୁ ଟି ପାର୍ଟିକୁ ନିମନ୍ତ୍ରଣ କଲେ ରାଷ୍ଟ୍ରପତି, ଅଗଷ୍ଟ ୧୪ରେ ସାମିଲ ହେବେ ଆଥଲେଟ୍

ନୂଆଦିଲ୍ଲୀ( ଭାସ୍କର ନ୍ୟୁଜ୍):  ଟୋକିଓ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିଥିବା ସମସ୍ତ ଭାରତୀୟ ଆଥଲେଟଙ୍କ ପାଇଁ ଏକ ଟି ପାର୍ଟିର ଆୟୋଜନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୧୪ ତାରିଖ ଦିନ…

IAS ଦମ୍ପତିଙ୍କ ଲଭ୍ ଷ୍ଟୋରୀ The End: ଅଲଗା ହେଲେ ଟିନା ଓ ଅତହର

ନୂଆଦିଲ୍ଲୀ: ଏକଦା ଚର୍ଚ୍ଚାରେ ଥିଲା ସେମାନଙ୍କର ପ୍ରେମ କାହାଣୀ । ୨୦୧୫ର ୟୁପିଏସସି ଟପ୍ପର ଟିନା ଡାବି ଓ ଅତହର ଖାନ ପରସ୍ପରକୁ ଭଲପାଇ ବିବାହ କରିଥିଲେ । ମାତ୍ର ତାଙ୍କର ରିଲେସନସିପ୍ ବେଶିଦିନ ତିଷ୍ଠି ପାରିନଥିଲା ।…

ଅଗଷ୍ଟ ୧୫ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଅଧୀନସ୍ଥ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ । ଏନେଇ ବିଭାଗୀୟ ମନ୍ତ୍ରୀ…

ଅଧିକ ସମୟ ଧରି ଗାଧୋଇବା ଅଭ୍ୟାସ ଆପଣଙ୍କର ଶରୀରର ଅନେକ କ୍ଷତି ଘଟାଇଥାଏ

ସାଧାରଣତଃ ଅଧିକ ସମୟ ପର୍ୟ୍ୟନ୍ତ ଗାଧୋଇବା ଅନେକଙ୍କର ଅଭ୍ୟାସ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି ଅଧିକ ସମୟ ପାଣିରେ ବିତାଇବା ଦ୍ୱାରା ଆପଣଙ୍କ ବହୁତ କିଛି କ୍ଷତି ହୋଇଥାଏ । ଦୈନିକ ସ୍ନାନ କରିବା ନିହାତି ଦରକାର,…

ରାଜ୍ୟରୁ ପୁଣି ୬୫ ମୁଣ୍ଡ ନେଲା କରୋନା, ଜାଣନ୍ତୁ କେଉଁଠୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତ କିଛି ଦିନ ହେଲା କରୋନା ମୃତ୍ୟୁସଂଖ୍ୟା ୬୦ ତଳକୁ ଖସିବାର ନାଁ ଧରୁନାହିଁ । ମୃତ୍ୟୁ କ୍ଷେତ୍ରରେ…

ଆଜି ପୁଣି ଦୈନିକ ସଂକ୍ରମଣ ହଜାରେ ଟପିଲା: ରାଜ୍ୟରେ ୧୦୭୮ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…