Browsing Category

Breaking News

ଭୂମିକମ୍ପ ଆଲର୍ଟ: ଏଣିକି ଆପ୍ ଜରିଆରେ ପାଇବେ ଭୁକମ୍ପର ପୂର୍ବ ସୂଚନା

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସଚିବାଳୟରେ ଆପ୍ଲିକେସନ୍ "ଉତ୍ତରାଖଣ୍ଡ ଭୁକମ୍ପ ଆଲର୍ଟ" ର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ, ବିପର୍ୟ୍ୟୟ ପରିଚାଳନା ବିଭାଗ…

ଦେଶର ସବୁଠୁ ଧନୀ ଗାଁ: ୧୭ଟି ବ୍ୟାଙ୍କରେ ଡିପୋଜିଟ୍ ଅଛି ୫ହଜାର କୋଟି

ଗୁଜୁରାଟ: ଭାରତରେ ଏମିତି ଏକ ଗାଁ ରହିଛି । ଯାହାକୁ ଦେଶର ସବୁଠାରୁ ଧନୀ ଗାଁ ବୋଲି କୁହାଯାଇଥାଏ । ଏଠାରେ ପ୍ରତି ଘର ଦେଖିବାକୁ ଏକଦମ୍ ମହଲ ପରି । ଖାଲି ସେତିକି ନୂହେଁ ବ୍ୟାଙ୍କ୍ ପାଇଁ ଏହି ଗାଁ ବେଶ୍…

ଜୟ ଶ୍ରୀ ରାମ କହୁନଥିବା ଲୋକଙ୍କ ଡିଏନଏ ଉପରେ ମୋର ସନ୍ଦେହ ହେଉଛି: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଗୋରଖପୁର: 'ରାମ ହେଉଛନ୍ତି ଆମର ପୂର୍ବଜ । ଯେଉଁ ମାନେ ଜୟ ଶ୍ରୀ ରାମ କହୁନାହାନ୍ତି ସେମାନଙ୍କ ଡିଏନଏ ଉପରେ ମୋର ସନ୍ଦେହ' । ଏହିଭଳି କିଛି ବୟାନ ଦେଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏକ ସାକ୍ଷାତକାରରେ…

LIVE IND vs ENG: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବାଦ୍ ପଡ଼ିଲେ ଅଶ୍ୱିନ୍

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଆରମ୍ଭ ହୋଇଯାଇଛି । ଇଂଲଣ୍ଡ ଜିତିବା ପରେ ଭାରତ ବିପକ୍ଷରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ଟିମ୍ ରେ ଆଶ୍ଚର୍ଯ୍ୟ କରିବା…

ବିନା ଆଧାର କାର୍ଡରେ ବ୍ୟାଙ୍କିଙ୍କଠୁ ନେଇ ଟିକେଟ୍ ବୁକିଂ କେମିତି କରିବେ, UIDAI ଦେଲା ସୂଚନା

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ କାଳରେ ଟିକାକରଣ ସମେତ ଅନ୍ୟାନ୍ୟ ସରକାରୀ ଏବଂ ବେସରକାରୀ କାର୍ୟ୍ୟ ଆଧାର କାର୍ଡ ବିନା ପୂରା ହୋଇପାରୁନି । ଆଉ ଆଜିର ସମୟରେ ବିନା ଆଧାର କାର୍ଡରେ ଟିକେଟ୍ ବୁକିଂ ଠାରୁ ଆରମ୍ଭ…

୨୪ ଘଣ୍ଟା ମଧ୍ୟରେ ୧୧୬ ତାଲିବାନ ଆତଙ୍କବାଦୀଙ୍କୁ ମାରି ଗଡ଼ାଇଲେ ଅଫଗାନ ସେନା

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ମାନଙ୍କର ଆତଙ୍କ ଜାରି ରହିଛି । ଆଫଗାନିସ୍ତାନର ଅନେକ ଗୁଡ଼ିଏ ଜିଲ୍ଲା ଉପରେ କବଜା କରି ଚାଲିଥିବା ତାଲିବାନ ମାନଙ୍କ ଉପରେ ଏବେ କଠୋର ହେବାରେ ଲାଗିଛି ଅଫଗାନ୍ ସେନା । ଏହି…

Emergency ସମୟରେ ଏଣିକି PF ଆକାଉଣ୍ଟରୁ ସଙ୍ଗେସଙ୍ଗେ ୧ ଲକ୍ଷ ଉଠାଇ ପାରିବେ, EPFO ଗ୍ରାହକଙ୍କ ପାଇଁ ଜାରି ହେଲା ନୂଆ ସର୍ଭିସ୍

ନୂଆଦିଲ୍ଲୀ: କରୋନା ସମୟରେ ଅଧିକାଂଶ ଲୋକ ନିଜ ନିଜର ଚାକିରି ହରାଇବା ସହ ବ୍ୟବସାୟରେ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ପିଏଫ୍ ଆକାଉଣ୍ଟରୁ ଅଧିକାଂଶ ଲୋକ ନିଜର ପୂର୍ବ ସଞ୍ଚିତ…

ତାଲିବାନ ମାନଙ୍କ ବିରୋଧରେ ଲଢ଼ିବା ପାଇଁ ଅଫଗାନ୍ ସେନାରେ ଭର୍ତ୍ତି ହେବାପାଇଁ ପହଞ୍ଚିଲେ ୫ହଜାର ଯୁବକ-ଯୁବତୀ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସହ ଚାଲିଥିବା ଯୁଦ୍ଧର ମୁକାବିଲା ପାଇଁ ଏବେ ଦେଶର ଯୁବକମାନେ ଆଗେଇ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ରବିବାର ଦିନ ସେନାବାହିନୀରେ ଯୋଗଦେବା ପାଇଁ କାବୁଲରେ ୫ ହଜାର ଯୁବକ ଓ ଯୁବତୀ…

ସ୍ୱାମୀ ଭାଇରାଲ୍ କଲା ସ୍ତ୍ରୀ ସହ ଅନ୍ତରଙ୍ଗ ବେଳର ଭିଡିଓ, ଆଗରୁ ଦେଉଥିଲେ ଯୌତୁକ ନିର୍ଯ୍ୟାତନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): "ସ୍ୱାମୀ ଯୌତୁକ ପାଇଁ ମାରପିଟ୍ କରୁଥିଲା । ତାର ମୋର ପ୍ରାଇଭେଟ୍ ଭିଡିଓକୁ ମୋ ଫେସବୁକ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ୟାପସନ୍ ଲେଖି ଅପଲୋଡ୍ କରିଥିଲା ।" ଏହିଭଳି ଏକ ଅଭିଯୋଗ ନିଜ…

ଅକ୍ଟୋବର୍ ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ କଡ଼ା ଟକ୍ଟର୍

ନୂଆଦିଲ୍ଲୀ: ଅକ୍ଟୋବର୍ ୨୪ରେ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି କଡ଼ା ଟକ୍ଟର୍ । ଟି-ଟ୍ୱେଣ୍ଟି ବିଶ୍ୱକପ୍ ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଦେଶ ମୁହାଁମୁହିଁ ହେବେ । ତେବେ ଏଥିରେ ଉଭୟ ଦଳ ଗୋଟିଏ ଗ୍ରୁପ୍ ରେ…