fbpx
Browsing Category

Breaking News

ଷ୍ଟାର୍ଟ ଅପ ଓଡ଼ିଶା-HDFC ବ୍ୟାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ

ଭୁବନେଶ୍ୱର, ୧୨ା୨(ଓଡ଼ିଶା ଭାସ୍କର): ଷ୍ଟାର୍ଟ ଅପ ଓଡ଼ିଶା ଓ ଏଚଡ଼ିଏଫସି ବ୍ୟାଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମଓୟୁ ସ୍ୱାକ୍ଷରିତ ହୋଇଛି ।…

୧୬ରେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ,୧୨ ।୨: ଆମ୍ ଆଦମୀ ପାର୍ଟି ବା ଆପ୍ ପ୍ରମୁଖ ଅରବିନ୍ଦ କେଜ୍ରିୱାଲ ଆସନ୍ତା ଫେବ୍ରୁଆରି ୧୬ରେ ଶପଥ ନେବେ । ଲଗାତାର ତୃତୀୟ ଥର ପାଇଁ ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି…

ରୋଷେଇ କରୁଥିଲେ ବେଳେ ଜିଅନ୍ତା ଜଳିଗଲେ ମହିଳା

ଭଦ୍ରକ,୧୨ ।୨(ଓଡିଶା ଭାସ୍କର): ରୋଷେଇ କରୁଥିବାବେଳେ ନିଆଁ ଲାଗି ଜିଅନ୍ତା ଜଳିଗଲେ ମହିଳା । ଘଟଣାଟି ଆଜି ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସେରପୁର ଗ୍ରାମରେ ଘଟିଛି। ଏହି ଅଗ୍ନିକାଣ୍ଡରେ ମହିଳାଙ୍କ…

ଭକ୍ତଙ୍କୁ ଖଣ୍ଡାରେ ହାଣିଲେ ସେବାୟତ

ବ୍ରହ୍ମପୁର,୧୨ ।୨(ଓଡିଶା ଭାସ୍କର): ବ୍ରହ୍ମପୁର ସ୍ଥିତ ମା’ ତାରାତାରିଣୀ ମନ୍ଦିରରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ମନ୍ଦିରରେ ଜଣେ ଭକ୍ତଙ୍କୁ ଖଣ୍ଡାରେ ହାଣିଛନ୍ତି ସେବାୟତ । ଅଧିକ ଦକ୍ଷିଣ ନଦେବାରୁ ଭକ୍ତଙ୍କୁ…

ଆପ୍ ସମର୍ଥକଙ୍କୁ ଗୁଳିମାଡ, ଅଳ୍ପକେ ବର୍ତ୍ତିଲେ ବିଧାୟକ

ନୂଆଦିଲ୍ଲୀ,୧୨ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବହୁମତ ପାଇ ସରକାର ଗଢିବାକୁ ଯାଉଛି ଆପ୍ । ଫଳାଫଳ ପ୍ରକାଶ ପାଇବା ପରେ ସେଠାରେ ହିଂସା ଦେଖିବାକୁ ମିଳିଛି । ଆପ୍ ବିଧାୟକ ନରେଶ ଯାଦବଙ୍କ ଗାଡି ଉପରକୁ ଗୁଳିମାଡ…

ବିଜୟ ପରେ କ୍ରେଜିୱାଲଙ୍କୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ବହୁମତ ମିଳିଛି । ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଦିଲ୍ଲୀରେ ପୁଣି କେଜ୍ରିୱାଲ ସରକାର, ୧୪ ଫେବ୍ରୁଆରିରେ ନେଇପାରନ୍ତି ଶପଥ

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ମିଳିଛି ପୂର୍ଣ୍ଣ ବହୁମତ । ତୃତୀୟ ଥର ପାଇଁ ସରକାର ଗଢିବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ । ବିଜୟ ରେସରେ ପଛରେ ବିଜେପି ବହୁ ପଛରେ…

‘ମୋ ସରକାର’ରେ ଯୋଗାଣ ବିଭାଗ ସାମିଲ

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ଆଜି ସାମିଲ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମଲ ହୋଇଛି ଏହି…

ନିର୍ଭୟା ମାମଲା: ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଦାଖଲ କଲା ବିନୟ

ନୂଆଦିଲ୍ଲୀ,୧୧ ।୨: ନିର୍ଭୟା ମାମଲାରେ ସୁପ୍ରିମ୍‌ କୋର୍ଟ ଗଲା ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଦୋଷୀ ବିନୟ ଶର୍ମା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଆବେଦନ ଖାରଜ କରିବା ବିରୋଧରେ ସେ ଆଜି ସୁପ୍ରିମକୋର୍ଟରେ…