Browsing Category
Breaking News
ପୋଲିସ କବଜାରେ ନକଲି PA, ରେଳମନ୍ତ୍ରୀଙ୍କ ପିଏ କହି ଲୁଟୁଥିଲା ଟଙ୍କା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକମାନେ ଟଙ୍କା ଲୁଟିବା ପାଇଁ ବଡ ବଡ ନେତା, ମନ୍ତ୍ରୀଙ୍କ ନାଁ ବ୍ୟବହାର କରୁଛନ୍ତି ଓ ସାଧାରଣ ଲୋକେ ଏହାର ଶିକାର ହେଉଛନ୍ତି । ସେହିପରି ରେଳମନ୍ତ୍ରୀଙ୍କ ପିଏ କହି ଲୋକଙ୍କୁ ଠକୁଥିବା…
ପ୍ରଥମେ ମହିଳାଙ୍କୁ ଡ୍ରଗ୍ସ ଦେଉଥିଲେ, ପରେ କରୁଥିଲେ ଦେହବେପାର
ମୁମ୍ବାଇ: ଦିନକୁ ଦିନ ଡ୍ରଗ୍ସ ଓ ଏହା ସହିତ ଜଡିତ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏନସିବି ଏପରି ଏକ ଘଟଣାର ଫର୍ଦ୍ଦାଫାସ କରିଛି, ଯେଉଁଥିରେ ମହିଳାଙ୍କୁ ଡ୍ରଗ୍ସ ଦେଇ ଅଭ୍ୟାସରେ ପକାଇବା ସହ…
ଟୋକିଓ ଅଲିମ୍ପିକରେ ଫେଲ୍ ମାରିଲେ ଦୂତୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରୁ ଏକ ନିରାଶାଜନକ ଖବର ଆସିଛି । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ହିଟରେ ୭ମ ସ୍ଥାନରେ ରହିଥିବା ଜଣାପଡ଼ିଛି । ତେବେ ଏହି ୧୦୦ ମିଟର ପ୍ରତିଯୋଗିତାକୁ ଦୂତୀ…
ବକ୍ସିଂ କ୍ୱାର୍ଟର ଫାଇନାଲରେ ଲଭଲିନା ବିଜୟୀ, ଭାରତକୁ ଦ୍ୱିତୀୟ ପଦକ ସୁନିଶ୍ଚିତ
ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ଅଷ୍ଟମ ଦିନ । ଆର୍ଚେରୀରେ ଦୀପିକା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ବକ୍ସିଂ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇଛନ୍ତି…
ଦିଦିଙ୍କ ନଜର ଦିଲ୍ଲୀ ସିଂହାସନ ଉପରେ: ଲୋକସଭା କି ରାଜ୍ୟସଭାର ସଭ୍ୟ ନାହାନ୍ତି, ତଥାପି ସଂସଦୀୟ ଦଳ ନେତା
ନୂଆଦିଲ୍ଲୀ: ନା ଲୋକସଭା ନା ରାଜ୍ୟସଭାର ସଦସ୍ୟ, ତଥାପି ମମତା ବାନାର୍ଜୀଙ୍କୁ ସଂସଦୀୟ ଦଳ ନେତା ଭାବେ ଚୟନ କରାଯାଇଛି । ତେବେ ମମତାଙ୍କ ଦିଲ୍ଲୀ ଗସ୍ତ ପରେ ପରେ ଏହି ନିଷ୍ପତ୍ତି ଖୁବ୍ ଗୁରୁତ୍ୱ ବହନ କରୁଛି ।…
ସକାଳୁ ଉଠି ଥଣ୍ଡା ପାଣିରେ ମୁହଁ ଧୋଇବା ଦ୍ୱାରା ମିଳିଥାଏ ଚମତ୍କାରୀ ଫାଇଦା
ସକାଳ ସମୟରେ କରାଯାଇଥିବା କିଛି କାମ ଆପଣଙ୍କୁ ଦିନସାରା ଆରାମ ଦେଇଥାଏ । ସେଥିରୁ ଗୋଟିଏ ହେଉଛି, ସକାଳୁ ଉଠି ଥଣ୍ଡା ପାଣିରେ ମୁହଁ ଧୋଇବା । ଶୋଇକି ଉଠିବା ପରେ ମୁହଁରେ ଭାରୀପଣ ଓ ସୁଜନ ଦେଖିବାକୁ ମିଳିଥାଏ । ଏପରି…
ଥମୁନି ମୃତ୍ୟୁର ତାଣ୍ଡବ! ରାଜ୍ୟରେ ପୁଣି ୬୬ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…
ଆଜି ୧୫୫୮ ପଜିଟିଭ୍, ଜାଣନ୍ତୁ ରାଜ୍ୟର କେଉଁଠୁ କେତେ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…
ମନ୍ଦିର ଯିବା ବେଳେ ମେୟର ଶିବରାଜଙ୍କୁ ଗୁଳି କରି ହତ୍ୟା
କଟିହାର : ବିହାରରେ ଅପରାଧୀମାନେ ଲଗାତାର ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି । ଏହାରି ମଧ୍ୟରେ କଟିହାର ମେୟର ଶିବରାଜ ପାସୱାନଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ରାତିରେ କିଛି ବାଇକ୍ ଆରୋହୀ…
ପୁଣି ଜମ୍ମୁରେ ଉଡ଼ିଲା ଆତଙ୍କବାଦୀଙ୍କ ଡ୍ରୋନ୍
ନୂଆଦିଲ୍ଲୀ: କିଛିଦିନର ନିରବତା ପରେ ପୁଣି ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ଡ୍ରୋନ୍ ଉଡ଼ାଇଛନ୍ତି । ସାମ୍ବା ଜିଲ୍ଲାରେ ଦେଖାଯାଇଥିବା ଡ୍ରୋନ୍ ପାକିସ୍ତାନୀ ଲିଙ୍କ୍ ରହିଥିବା କୁହାଯାଉଛି । ଗତକାଲି ୮ଟା ୩୦ ମିନିଟରେ…