fbpx
Browsing Category

Breaking News

ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ କଲେ ଗଣଶିକ୍ଷା ମନ୍ତ୍ରୀ

ମାଲକାନଗିରି, ୧୮ା୧୨(ଓଡ଼ିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଶିକ୍ଷକ କ୍ଲଷ୍ଟର କୋଠାର ଶିଳାନ୍ୟାସ ହୋଇଛି । ଏହାକୁ ଶିଳାନ୍ୟାସ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଉନ୍ନୟନ କମିସନର…

ଏଫସିଆଇର ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା

ବାଲେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଗୁଡ଼ିପଦାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଏଫସିଆଇର ଜଗୁଆଳି ବଢ଼ା ମାରଣ୍ଡିଙ୍କୁ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି ଲାଗି ୪ଘଣ୍ଟା ବନ୍ଦ ରହିବ ଦର୍ଶନ

ପୁରୀ,୧୮ା୧୨(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଭିନ୍ନ ଦିନରେ ସ୍ୱତନ୍ତ୍ର ନୀତି ହୋଇଥାଏ । ସେହିପରି ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି ହେବ । ଦ୍ୱିତୀୟ ଭୋଗ ମଣ୍ଡପରେ ବନକଲାଗି ନୀତି ହେବ । ବନକ…

ଭିଜିଲାନ୍ସ ଜାଲରେ ବିଡ଼ିଏ ଅଧିକାରୀ

ଭୁବନେଶ୍ୱର, ୧୮ା୧୨(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଡ଼େଭଲପମେଣ୍ଟ ଅଥୋରିଟି ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏହି ଚଢ଼ଉ କରିଛି ।…

ନାଗରିକତା ସଂଶୋଧନ ଆଇନ ନିଶ୍ଚିତ ଲାଗୁ ହେବ: ଅମିତ ଶାହା

ନୂଆଦିଲ୍ଲୀ, ୧୭ା୧୨: ନାଗରିକତା ସଂଶୋଧନ ଆଇନକୁ ନେଇ କେତେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିବା ଦେଖାଦେଇଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଆଇନକୁ ବିରୋଧ ରାଜନୈତିକ ।…

୮ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର,୧୭ ।୧୨(ଓଡିଶା ଭାସ୍କର): ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଶେଷ ହୋଇଛି । ଏଥିରେ ୮ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର…

ଆସନ୍ତା ବର୍ଷ ଆର୍ଥିକ ବଜେଟ୍ ପାଇଁ ମତାମତ ଲୋଡ଼ିଲା ଅର୍ଥ ବିଭାଗ

ଭୁବନେଶ୍ୱର,୧୭ା୧୨(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଆର୍ଥିକ ବଜେଟ ନେଇ ମତାମତ ଲୋଡ଼ିଲା ଅର୍ଥ ବିଭାଗ । ଏନେଇ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ମତାମତ ନିଆଯାଉଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସ୍ୱତନ୍ତ୍ର ୱେବ…

ବ୍ରହ୍ମୋସ ମିସାଇଲର ଦ୍ୱିତୀୟ ପରୀକ୍ଷଣ

ସୁଖୋଇ,୧୭ ।୧୨(ଓଡିଶା ଭାସ୍କର): ଆଜି ଅପରାହ୍ନ ୩ଟା ୩୦ରେ ବ୍ରହ୍ମୋସ ମିସାଇଲର ଦ୍ୱିତୀୟ ପରୀକ୍ଷଣ କରାଯାଇଛି । ସୁଖୋଇ ୩୦ରୁ ବ୍ରହ୍ମୋସର ଦ୍ୱିତୀୟ ମିସାଇଲର ପରୀକ୍ଷଣ ହୋଇଛି । ଏହି ବ୍ରହ୍ମୋସର ୨୦୦ କେଜି ଯୁଦ୍ଧାସ୍ତ୍ର…

୯ ଜିଲ୍ଲା ପରିଷଦ ସଭ୍ୟଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବିଜେପିର ଦାବି

ଭୁବନେଶ୍ୱର, ୧୭ା୧୨(ଓଡ଼ିଶା ଭାସ୍କର): ବରଗଡ଼ର ୯ ବିଜେପି ଜିଲ୍ଲା ପରିଷଦ ସଭ୍ୟ ବିଜେଡ଼ିରେ ମିଶିବା ଘଟଣା ଘଟିଥିଲା । ଏନେଇ ଆଜି ରାଜ୍ୟ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସଂପୃକ୍ତ ଜିଲ୍ଲା ପରିଷଦ…