fbpx
Browsing Category

Breaking News

ରାଜଧାନୀରେ ୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ପିଆଜର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ପିଆଜର ଅହେତୁକ ଦର ବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ । ଏନେଇ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ଶସ୍ତାରେ ପିଆଜ ବିକ୍ରି ହୋଇଛି । କିଲୋ…

ଅଗ୍ନିଶମ ବିଭାଗର ନୂଆ ଡିଜି ହେଲେ ସୁନୀଲ ରାୟ

କଟକ,୨ ।୧୨(ଓଡିଶା ଭାସ୍କର): ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସୁନୀଲ ରାୟ । କଟକ ସ୍ଥିତ ଅଗ୍ନିଶମ ମୁଖ୍ୟାଳୟରେ ସେ ଦାୟିତ୍ୱ ନେଇଛନ୍ତି । 1987 ବ୍ୟାଚ୍‌ର IPS ଅଧିକାରୀ…

ରାଜ୍ୟସଭାରେ ଉଠିଲା ହାଇଦ୍ରାବାଦ ଗଣଦୁଷ୍କର୍ମ ପ୍ରସଙ୍ଗ

ନୂଆଦିଲ୍ଲୀ,୨ ।୧୨: ରାଜ୍ୟସଭାରେ ଆଜି ହାଇଦ୍ରାବାଦ ଗଣଦୁଷ୍କର୍ମ ପ୍ରସଙ୍ଗ ଉଠାଇଛି କଂଗ୍ରେସ । ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ନେତା ଗୁଲାମନବୀ ଆଜାଦ । ସେ ଗୃହରେ କହିଛନ୍ତି ଯେ, ଦୋଷୀଙ୍କ ବିରୋଧରେ ରାଜ୍ୟ ସରକାର…

ଅଦିନିଆ ବର୍ଷାରେ ୧୫ ମୃତ

ତାମିଲନାଡୁ,୨ ।୧୨: ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ ଏକ କାନ୍ଥ ଭୁଷୁଡି ତିନୋଟି ଘର ଭାଙ୍ଗି ଯାଇଛି। ଏହି ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା…

ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଉଛି ‘ପ୍ରଫୁଲ ଯୋଜନା’

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ମେ' ମାସ ୫ ତାରିଖରେ ଆସିଥିବା ସାମୁଦ୍ରିକ ଝଡ ଫନୀ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଫନୀ କ୍ଷତିଗ୍ରସ୍ତ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା…

ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ

ଭୁବନେଶ୍ୱର,୨ ।୧୨(ଓଡିଶା ଭାସ୍କର): ଆଜିଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଯାଇଛି । ଏହି ପିଏଲଜିଏ ସପ୍ତାହ ଆସନ୍ତା ୮ ତାରିଖ ଯାଏଁ ଚାଲିବ । ଏନେଇ ମାଓପ୍ରବଣ ଅଞ୍ଚଳମାନଙ୍କରେ କଡା ସୁରକ୍ଷା ବ୍ୟବସ୍ଥା…

ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ASI ନିଲମ୍ବିତ, ୩ ଗିରଫ

ରାଇରଙ୍ଗପୁର,୧ ।୧୨(ଓଡିଶା ଭାସ୍କର): ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଝାରପୋଖରିଆ ASIଙ୍କୁ ନିଲମ୍ବିତ କରାଯାଇଛି । ମାମଲାର ତଦନ୍ତ ଅଧିକାରୀ ଥିଲେ ଝାରପୋଖରିଆ ASI…

ଓଡିଶା ରଣଜୀ ଦଳ ଘୋଷିତ

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ୨୦୧୯-୨୦ ରଣଜୀ ଟ୍ରଫି ପାଇଁ ଓଡିଶା ଦଳ ଘୋଷିତ ହୋଇଛି । ୧୬ ଜଣିଆ ଦଳର ସେନାପତି ରହିବେ ଶୁଭ୍ରାଂଶୁ ସେନାପତି । ଏହି ମ୍ୟାଚରେ ବସନ୍ତ ମହାନ୍ତି, ବିପ୍ଲବ ସାମନ୍ତରାୟ ଓ…

କୋଣାର୍କରେ ବାଲୁକା କଳା ମହୋତ୍ସବ ଉଦଘାଟିତ

ପୁରୀ,୧ା୧୨(ଓଡ଼ିଶା ଭାସ୍କର): ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ କୋଣାର୍କରେ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବର ଉଦଘାଟନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ…

କୋହଳ ହେବ କାର୍ଯ୍ୟକାଳ ! ୯ ମାସ ନୁହେଁ, ୨୦୨୪ ପର୍ଯ୍ୟନ୍ତ ବିସିସିଆଇର ଅଧ୍ୟକ୍ଷ ଭାବେ ରହିପାରନ୍ତି ଗାଙ୍ଗୁଲି

ନୂଆଦିଲ୍ଲୀ,୧ ।୧୨: ବିସିସିଆଇ କାର୍ଯ୍ୟନିର୍ବାହୀଙ୍କ ପାଇଁ କୋହଳ ହେବ ପଦବୀ ସମୟ ସୀମା । ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଧାରଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ଅନୁମୋଦନ ପାଇଁ…