Browsing Category

Breaking News

୧୭ OASଙ୍କୁ କୋଭିଡ୍ ଦାୟିତ୍ୱ

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ପରିସ୍ଥିତି ଅସମ୍ଭାଳ । ତେଣୁ ୫ ଜିଲ୍ଲାକୁ ୧୭ ଜଣ ଓଏଏସଙ୍କୁ ଡେପୁଟେସନରେ ପଠାଇଛନ୍ତି ସରକାର । ଏହି ଅଧିକାରୀମାନେ ଏହି ଜିଲ୍ଲାମାନଙ୍କରେ କୋଭିଡ୍ ପରିଚାଳନାରେ…

୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୬ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସାଙ୍ଗକୁ ତାତି ଦିନକୁ ଦିନ ବଢ଼ିବାରେ ଲାଗିଛି । ଜରୁରୀ କାମ ନ ଥିଲେ ଘରୁ ନ ବାହାରିବାକୁ କୁହାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶିଶୁ,…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୧.୨୨ ଲକ୍ଷ ପାର

ନୂଆଦିଲ୍ଲୀ, ୨୬। ୪ : ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୧ ଲକ୍ଷ ୨୨ ହଜାର ୪୨୭ରେ ପହଞ୍ଚିଛି । ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ କୋଟି ୭୭ ଲକ୍ଷ…

ମାଓବାଦୀଙ୍କ ଭାରତ ବନ୍ଦ ଡାକରା ପୂର୍ବରୁ ହିଂସା, ଜାଳିଦେଲେ ଆଠରୁ ଅଧିକ ଗାଡ଼ି

ମାଲକାନଗିରି, ୨୫ ।୪ (ଓଡିଶା ଭାସ୍କର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମାରେ ଲାଲ୍ ବାହିନୀ ହିଂସାକାଣ୍ଡ ଘଟାଇଛନ୍ତି । ସୁରକ୍ଷା ବାହିନୀର ଅପରେସନ୍ ପ୍ରହାରକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି ସଶସ୍ତ୍ର…

ଅକ୍ସିଜେନ୍ ଅଭାବରୁ ଚାଲିଗଲା ୪ କରୋନା ରୋଗୀଙ୍କ ଜୀବନ

ଗୁରୁଗ୍ରାମ,୨୫ ।୪ : ସାରା ଦେଶରେ ପୁଣିଥରେ ସକ୍ରିୟ ହେବାରେ ଲାଗିଛି କରୋନା ମହାମାରୀ । କରୋନା ସାଙ୍ଗକୁ ଅକ୍ସିଜେନ୍ ଅଭାବରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ଅକ୍ସିଜେନ୍ ଅଭାବରୁ…

ଆସନ୍ତା ପାଞ୍ଚ ଦିନ ବଜାର ବନ୍ଦ ପାଇଁ ବଣିକ ସଂଘର ନିଷ୍ପତ୍ତି

ହିଞ୍ଜିଳିକାଟୁ-୨୫ ।୪(ଓଡିଶା ଭାସ୍କର): ଦେଶରେ ତଥା ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ୫ଦିନ ପାଇଁ ଦୋକାନ ବଜାର ବନ୍ଦ ରଖିବା ପାଇଁ ହିଞ୍ଜିଳିକାଟୁ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା- ‘ରାଜ୍ୟବାସୀଙ୍କୁ ମିଳିବ ମାଗଣା ଟିକା’

ଭୁବନେଶ୍ୱର,୨୫ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ…

କାଲିଠୁ ମେ’ ୩ ପର୍ଯ୍ୟନ୍ତ ରାଜଧାନୀରେ ଲକ-ଡାଉନ୍‌, ଡିଏମଙ୍କ ନିର୍ଦ୍ଦେଶ

ଡେରାଡୁନ୍‌,୨୫ ।୪: ଉତ୍ତରାଖଣ୍ଡରେ କରୋନା ସଂକ୍ରମଣ ଥମିବା ବଦଳରେ ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଡେରାଡୁନରେ ଲଗାତାର ଭାବେ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ…

ତାତୁଛି ଓଡିଶା! ୪୦ ଡିଗ୍ରୀ ଉପରେ ୧୭ଟି ସହରର ତାପମାତ୍ରା

ଭୁବନେଶ୍ୱର,୨୫ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସାଙ୍ଗକୁ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩,୨ ଡିଗ୍ରୀ ସହ ଭୁବନେଶ୍ୱର ଆଜି…

ଖୁସି ଖବର : ରାଜ୍ୟରେ ଆଜି ୩୪୬୪ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୫।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୪୬୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…