Browsing Category

Breaking News

ଆର୍ଥିକ ସଙ୍କଟ ଦେଇ ରାଜ୍ୟ ଗତି କରୁଥିବା ବେଳେ ଆଇଏଏସ ଅଫିସରଙ୍କ ପାଇଁ ସରକାର କିଣିଲେ ୩୨ଟି ବିଳାସପୂର୍ଣ୍ଣ କାର୍

ହାଇଦ୍ରାବାଦ: କରୋନା ସଙ୍କଟ ଜାରି ରହିଥିବା ବେଳେ ଦେଶର ପ୍ରାୟତଃ ସମସ୍ତ ରାଜ୍ୟ ଅନାଵଶ୍ୟକ ଖର୍ଚ୍ଚ କରିବାରେ ଲଗାମ ଲଗାଉଛି । ହେଲେ ଏହି ସମୟରେ ତେଲେଙ୍ଗାନା ରାଜ୍ୟ ବୋଧ ହୁଏ ରାଜ୍ୟ ଉପରେ ଥିବା ୪୦,୦୦୦ କୋଟି ଟଙ୍କା…

ପ୍ରଥମ ଥର ପାଇଁ ଓଡ଼ିଶାରେ କାର୍ଯ୍ୟକ୍ଷମ ହେଲା ECMO ମେସିନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ଦୂର ହୋଇଛି ରାଜ୍ୟବାସୀଙ୍କ ଦୁଃଖ । ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ରାଜ୍ୟର ପ୍ରଥମ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ୍ (ଏକମୋ) ମେସିନ୍ ।…

ଦେଶରେ ଆଜି ୩୯୨୧ ଜଣଙ୍କ ମୃତ୍ୟୁ, ୭୦ ହଜାର ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୯୨୧ ଜଣଙ୍କ…

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପୂରିଲା ବର୍ଷେ, ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ଆରମ୍ଭ ହେଲା ୱେବସାଇଟ୍

ମୁମ୍ବାଇ: ଆଜି ହେଉଛି ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ । ଏହି ଅବସରରେ ତାଙ୍କର ଅଭିନୟ ଜୀବନର ସଫଳତା ଓ ଘଟଣାବଳୀକୁ ନେଇ ଆରମ୍ଭ କରାଯାଇଛି ଏକ ୱେବସାଇଟ୍…

ରାଜ୍ୟରେ କମୁଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୪୩୩୯ ପଜିଟିଭ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ହାର କ୍ରମଶଃ ନିମ୍ନମୁଖୀ ହେବାରେ ଲାଗିଛି । ପୂର୍ବରୁ ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଥିଲା । ବର୍ତ୍ତମାନ…

ରାଜ୍ୟରେ କମୁନି ମୃତ୍ୟୁସଂଖ୍ୟା: ଆଜି କରୋନାରେ ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ସତେ ଯେମିତି କରୋନା ଘର କରି ନେଇଛି । ଯେତେ କଟକଣା ଲାଗୁ ହେଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ଲାଗି ପାରୁନି ରୋକ୍ । ଗୋଟିଏ ପଟେ ସଂକ୍ରମଣ ହ୍ରାସ ପାଉଥିବା ବେଳେ ଅନ୍ୟପଟେ ମୃତକଙ୍କ…

ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଓଡିଶା ଭାସ୍କର): ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଜ ହେଉଛି ଓଡ଼ିଶାର ଏକ ଅନନ୍ୟ ପରମ୍ପରା, ଯାହାକି ଘରେ ଘରେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୧୮ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୧୮ ହଜାର ୯୪୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୬୭ ଲକ୍ଷ ୨…

ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ପରଲୋକ

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତର ପୂର୍ବତନ ଅଲିମ୍ପିଆନ୍‌ ସୂରତ ସିଂ ମାଥୁରଙ୍କ ରବିବାର କରୋନାରେ ପରଲୋକ ଘଟିଛି । ସେ ଭାରତ ପାଇଁ ୧୯୫୨ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ସହ ୧୯୫୨ ଅଲିମ୍ପିକ୍‌ରେ…

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଗହମ ବୋଝେଇ ଟ୍ରକ, ଅଲ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର

ବ୍ୟାସନଗର (ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ବଡ଼ ତ୍ରିଲୋଚନପୁର ଗାଁ ନିକଟ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଗହମ ବୋଝେଇ ଟ୍ରକ ଓଲଟିଡିଛି । ଏଥିରେ…