fbpx
Browsing Category

Breaking News

ଆସିଲା ୫୦ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର,୧୨ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବା ୫୦ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଆସିଛି । ୨୨ବର୍ଷୀୟ ଯୁବକ ମାର୍ଚ୍ଚ ୧୮ରୁ ୨୦ ମଧ୍ୟରେ ଖୋର୍ଦ୍ଧା ବାଣପୁରର ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ…

ଆଜିର ଦିନରେ ପୋଲିଓକୁ ମିଳିଥିଲା ବଡ ବିଜୟ, ଜାଣନ୍ତୁ କଣ ଥିଲା ଡାକ୍ତର ସଲ୍କଙ୍କ ଅବଦାନ?

ବିଶ୍ୱରେ କୋଭିଡ -୧୯ ମହାମାରୀ ରୋକିବାରେ ବହୁ ଦେଶର ସରକାର, ଡାକ୍ତର ଏବଂ ବୈଜ୍ଞାନିକ ନିୟୋଜିତ ଅଛନ୍ତି। ଏହି ସମୟରେ ଅନେକ ମହାମାରୀ ମନେପଡେ, ଯାହାକୁ ବିଶ୍ୱ ପରାସ୍ତ କରି ସେମାନଙ୍କୁ ଦୂରେଇ ଦେଇଛି । ତେବେ ଏପ୍ରିଲ୍…

ତାଲାବନ୍ଦରେ ସୋସିଆଲ୍ ମିଡ଼ିଆର ବହୁତ ବ୍ୟବହାର, ସାଇବର କ୍ରାଇମ ରୋକିବାକୁ ନଜର ରଖିଛନ୍ତି ସରକାର

ନୂଆଦିଲ୍ଲୀ, ୧୨ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦରେ ସୋସିଆଲ୍ ମିଡ଼ିଆର ବ୍ୟବହାର ବହୁତ…

କରୋନା ସ୍ଥିତି, ରାଜ୍ୟରେ ଯୁବବର୍ଗ ଅଧିକ ବିପଦରେ

ଭୁବନେଶ୍ୱର, ୧୨ା୪ (ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଓଡ଼ିଶାରେ ମଧ୍ୟ ଭୟର ବାତାବରଣ ଖେଳାଇଦେଇଛି । ଦିନକୁ ଦିନ ରାଜ୍ୟରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ…

BSNLର ଜବରଦସ୍ତ ପ୍ଲାନ୍! ବିନା କୌଣସି ଚାର୍ଜରେ ପ୍ରତିଦିନ ୫ ଜିବିର ମାଗଣା ଇଣ୍ଟରନେଟ୍

କରୋନା ଭାଇରସ ପାଇଁ ଅଧିକରୁ ଅଧିକ ଲୋକ ଘରେ ବସି କାମ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତ ସଞ୍ଚାର ନିଗମ ଲିମିଟେଡ ବା BSNL ନିକଟରେ ଏକ ଜବରଦସ୍ତ ପ୍ଲାନ ଯୋଗାଇ ଦେଇଛି । ଘରେ ବସି କାମ କରୁଥିବା ଲୋକଙ୍କୁ…

ଗଞ୍ଜାମର ମେରୁଯାତ୍ରା ବନ୍ଦ୍ କରିବାକୁ ନିଷ୍ପତ୍ତି

ଗଞ୍ଜାମ, ୧୨ା୪(ଓଡ଼ିଶା ଭାସ୍କର): ଚଳିତବର୍ଷ ମହାମାରୀ କରୋନାର କରାଳ ପ୍ରକୋପରେ ସାରା ବିଶ୍ୱ ତଥା ଆମ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାସହ କରୋନା ମୁକାବିଲା ପାଇଁ ଦେଶ ତଥା ରାଜ୍ୟବ୍ୟାପୀ ଲକ୍ ଡାଉନ ଜାରି ରହିଥିବାରୁ…

୨୩ ବର୍ଷ ଭାରତରେ ଲୁଚି ରହିଥିଲା ଦୋଷୀ, ବାଲାଂଦେଶ ସଂସ୍ଥାପକ ତଥା ବଙ୍ଗ ବନ୍ଧୁଙ୍କୁ ହତ୍ୟା ମାମଲାର ଦୋଷୀକୁ ଫାଶୀ

ଢ଼ାକା, ୧୨ା୪: ବାଲାଂଦେଶର ସଂସ୍ଥାପକ ତଥା ବଙ୍ଗ ବନ୍ଧୁ ନାମରେ ପରିଚିତ ଶେଖ୍ ମୁଜୀବୁର ରହମାନଙ୍କୁ ହତ୍ୟା ମାମଲାରେ ରବିବାର ବାଲାଂଦେଶ ସେନାର ଜଣେ ପୂର୍ବତନ କ୍ୟାପଟେନଙ୍କୁ ରବିବାର ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି ।…

ସଲାମ୍! ଡେଲିଭରୀର ୨୨ ଦିନ ପରେ ପିଲାକୁ ନେଇ ଅଫିସରେ ପହଞ୍ଚିଲେ କମିଶନର

ବିଶାଖାପାଟଣା,୧୨ ।୪: କରୋନା ଭାଇରସ ଯୁଦ୍ଧରେ ଡାକ୍ତର ଓ ନର୍ସମାନେ ପ୍ରଥମ ଯୋଦ୍ଧା ହୋଇଥିବା ବେଳେ ଅନେକ ସରକାରୀ କର୍ମଚାରୀ ସେମାନଙ୍କ କାର୍ଯ୍ୟାଳୟରେ ରହି ସେମାନଙ୍କୁ ସାହାଯ୍ୟ କରଛନ୍ତି । ଗ୍ରେଟର ବିଶାଖାପାଟଣା…

ବିଶ୍ରା ସିଲ୍

ସୁନ୍ଦରଗଡ଼, ୧୨ା୪ (ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ରୁ ୨ଜଣ କରୋନା ଭୁତାଣୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇ ଉଠିଛି ଜିଲ୍ଲା ପ୍ରଶାସନ । ରବିବାର ସୁନ୍ଦରଗଡ଼ର ବିଶ୍ରା ଅଞ୍ଚଳ ଓ ଏହା ଆଖପାଖରେ ଥିବା ୮ଟି ଗ୍ରାମକୁ…