Browsing Category

Breaking News

ରାଜଧାନୀରେ ହ୍ରାସ ପାଇଲା ନୂଆ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟେ ପଟେ ଜାତୀୟ ରାଜଧାନୀ ଦିଲ୍ଲୀରେ କୋଭିଡ୍ ସଂକ୍ରମଣ କମୁଥିବା ବେଳେ ଅନ୍ୟପଟେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ବି କୋଭିଡ୍ ସଂକ୍ରମଣ ହ୍ରାସ ପାଉଥିବା ଦେଖିବାକୁ ମିଳିଛି ।…

ରାଜ୍ୟରେ ୪୦୦ ତଳକୁ ଆସିଲା ଦୈନିକ ସଂକ୍ରମଣ ସଂଖ୍ୟା, ଆକ୍ଟିଭ୍ କେସ୍ ୫,୮୮୯

ନୂଆଦିଲ୍ଲୀ: କୋଭିଡକୁ ସଂକ୍ରମଣକୁ ଦ୍ରୁତ ଗତିରେ କମାଇବାରେ ସଫଳ ହୋଇଛି ରାଜଧାନୀ ଦିଲ୍ଲୀ । ଦିନ ଥିଲା ଏଠାରେ ଦୈନିକ ସଂକ୍ରମଣ ୧୫ ହଜାର ପାର୍ କରୁଥିବା ବେଳେ ଏବେ ଏହାର ହ୍ରାସ ପାଇ ୪୦୦ ତଳକୁ ଚାଲି ଆସିଛି । ଯାହା…

କୋଭିଡ୍ ବିରୋଧୀ ଔଷଧ ନିକ୍ଲୋସାମାଇଡର ଆରମ୍ଭ ହେଲା କ୍ଲିନିକାଲ୍ ଟ୍ରାଏଲ୍

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ସିଏସଆଇଆର ଇଣ୍ଡିଆ ଏବଂ ଲକ୍ସାଇ ଲାଇଫ୍ ସାଇନ୍ସ ପକ୍ଷରୁ ଆରମ୍ଭ ହେଲା ନିକ୍ଲୋସାମାଇଡ୍ (Nicolsamide) ଔଷଧର କ୍ଲିନିକାଲ ଟ୍ରାଏଲ । ଏହି ଔଷଧର ପ୍ରଭାବ, ନିରାପତ୍ତା ଏବଂ…

୯ ପ୍ରତିଶତରେ ପହଞ୍ଚିଛି ରାଜ୍ୟର ସଂକ୍ରମଣ ହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମହାମାରୀକୁ ନେଇ ମିଳିଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କୋଭିଡ୍ ସଂକ୍ରମଣ ହାର । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ…

ନାସାର ରକେଟ୍ ନିର୍ମାଣର ମୁଳଦୂଆ ତତ୍ତ୍ୱାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ

ନୂଆଦିଲ୍ଲୀ: ‘ନାସା’ର ଚନ୍ଦ୍ର ଓ ଅନ୍ୟାନ୍ୟ ଅଭିଯାନ ପ୍ରକଳ୍ପ ନିମନ୍ତେ ରକେଟ୍ ନିର୍ମାଣର ମୂଳଦୁଆ ତତ୍ତ୍ବାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ ଆୟର । କୋଏମ୍ବାଟୁର୍ ଜନ୍ମିତା ସୁଭାଷିନୀ ଆୟର୍ ଆମେରିକାର…

‘ଚାରଚାନ୍ଦ’ ଲଗାଇଛନ୍ତି ବିହାରର ଚାନ୍ଦିପୁର ଗାଁ, ଅଢ଼େଇ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁକୁ ଛୁଇଁପାରିନି ଘାତକ କରୋନା

ବିହାର : ‘ଦୁଇ ଗଜ ଦୂରତା, ମାସ୍କର ଆବଶ୍ୟକତା । ଏହି ଦୁଇ ଉକ୍ତିର ସଫଳ ରୂପାୟନ କରିଛନ୍ତି ବିହାରର ନରକଟିଆଗଞ୍ଜ ସବ-ଡିଭିଜନର ଚାନ୍ଦପୁର ଗାଁ ଲୋକମାନେ । କୋଭିଡ୍ ସମୟରେ ସାରା ବିଶ୍ୱବାସୀ ହନ୍ତସନ୍ତ ହେଉଥିବା ବେଳେ…

IAS ଅଧିକାରୀ ସ୍ତରରେ ଅଦଳବଦଳ

ରାୟପୁର: ଛତିଶଗଡ଼ ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସରକାର ୯ କଲେକ୍ଟରଙ୍କ ସମେତ ୨୯ ଅଧିକାରୀଙ୍କୁ ଅଦଳବଦଳ କରିଥିବା ଜଣାପଡ଼ିଛି । କୃଷି ବିଭାଗ ସଚିବ…

ଶ୍ରୀଲଙ୍କାରେ ବନ୍ୟା: ପ୍ରାଣ ହରାଇଲେଣି ୧୪, ଦୁଇଲକ୍ଷ ପ୍ରଭାବିତ

କଲମ୍ବୋ: ଶ୍ରୀଲଙ୍କାରେ ଶନିବାର ମୁସଲଧାରାରେ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବର୍ଷା ଗୁରୁବାରଠାରୁ ହିଁ ଆରମ୍ଭ ହୋଇଥିବା ଜଣାପଡିଛି । ଫଳରେ କଲମ୍ବୋ ସମେତ ୧୦ ଜିଲ୍ଲାର ଲୋକେ ଗୁରୁତର…

ମୃତ୍ୟୁସଂଖ୍ୟାରେ ୧ ଲକ୍ଷ ପାର୍ କରିଛନ୍ତି ୭ଟି ଦେଶ: ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ର ସେଇ ଅଲୋଡ଼ା ସ୍ଥାନରେ ପହଞ୍ଚିବ

ମୁମ୍ବାଇ: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଧିରେଧିରେ ଶିଥିଳ ପଡ଼ୁଥିବା ଦେଖିବାକୁ ମିଳିଲାଣି । ମହାରାଷ୍ଟ୍ର ଦ୍ୱିତୀୟ ଲହରରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି । ପୃଥିବୀର ୭ଟି ଦେଶରେ ୧ ଲକ୍ଷରୁ ଅଧିକ ଲେଖାଏଁ ଲୋକ…

ଏମସିଏଲ୍ ତରଫରୁ ପାଳନ ହୋଇଛି ବିଶ୍ୱ ପରିବେଶ ଦିବସ

ସମ୍ବଲପୁର(ଓଡ଼ିଶା ଭାସ୍କର): ଏମସିଏଲ୍ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଏମସିଏଲ୍ ର ଅଧ୍ୟକ୍ଷ ପି କେ ସିହ୍ନା ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ । ଏଥିସହିତ ପରିବେଶକୁ ସୁରକ୍ଷିତ ରଖିବା ନେଇ…