Browsing Category

Breaking News

ଟେନସନ ଫ୍ରି ଚୋର: ଆସିଥିଲା ଚୋରି କରିବାକୁ, ଶୋଇଲା ଆରାମରେ

ଭୋପାଳ, ୧୬ା୧୨: ସେ ଆସିଥିଲା ଚୋରି କରିବାକୁ । କିନ୍ତୁ ଚୋରି ସାମଗ୍ରୀ ପ୍ୟାକ କରିସାରିବା ପରେ ତାକୁ ନିଦ ଲାଗିଲା । ବିଚରା ଆରାମରେ ସକାଳ ପର୍ଯ୍ୟନ୍ତ ଶୋଇପଡ଼ିଲା । ପୋଲିସ ଆସିବା ପରେ ତାର ନିଦ ତ ଭାଙ୍ଗି ଯାଇଥିଲା,…

ପରୀକୁ ମିଳିବ ନ୍ୟାୟ: ଏସଆଇଟି ଅଭିଯୁକ୍ତଙ୍କୁ କଲା ଚିହ୍ନଟ

ନୟାଗଡ଼, ୧୬ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ଶିଶୁକନ୍ୟା ପରି ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ପୂର୍ବରୁ ପରୀକୁ ହତ୍ୟା କରାଯାଇଥିବା ଚର୍ଚ୍ଚା ଚାଲିଥିଲେ ମଧ୍ୟ ଦୁଷ୍କର୍ମ କରାଯାଇ ହତ୍ୟା…

ପରୀ ମାମଲାରେ ସାମନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ହତ୍ୟା ପୂର୍ବରୁ ଦୁଷ୍କର୍ମ

ନୟାଗଡ଼, ୧୬ା୧୨ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାର ଶିଶୁକନ୍ୟା ପରି ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି । ପୂର୍ବରୁ ପରୀକୁ ହତ୍ୟା କରାଯାଇଥିବା ଚର୍ଚ୍ଚା ଚାଲିଥିଲେ ମଧ୍ୟ ଦୁଷ୍କର୍ମ କରାଯାଇ ହତ୍ୟା…

ଚାଷୀ ଆନ୍ଦୋଳନ ଏକ ରାଷ୍ଟ୍ରୀୟ ପ୍ରସଙ୍ଗ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୬ା୧୨ (ଓଡିଶା ଭାସ୍କର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ…

ଖୁବଶୀଘ୍ର ଫନି କ୍ଷତିଗ୍ରସ୍ତଙ୍କୁ ଆବାସ: ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୧୬ା୧୨ (ଓଡିଶା ଭାସ୍କର): ଫନି କ୍ଷତିଗ୍ରସ୍ତଙ୍କଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଫନି କ୍ଷତିଗ୍ରସ୍ତଙ୍କୁ…

ମହିଳାମାନେ ଉଲଗ୍ନ ରହିଥାନ୍ତି ୫ ଦିନ ଧରି ଏହି ସ୍ଥାନରେ, ଜାଣନ୍ତୁ କାହିଁକି

ଆମ ସମାଜରେ ଏପରି ଅନେକ ପରମ୍ପରା ରହିଛି, ଯାହାକୁ ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗେ । ତେବେ ଭାରତବର୍ଷର ଏକ ଅଞ୍ଚଳରେ ବିବାହିତ ମହିଳାମାନଙ୍କୁ ଉଲଗ୍ନ ଅବସ୍ଥାରେ ପାଞ୍ଚ ଦିନ ଧରି ରହିବାକୁ ପଡ଼ିଥାଏ । ଏହି ରୀତିନୀତି…

ବୃଦ୍ଧଙ୍କୁ ନୁହେଁ ଯୁବକଙ୍କୁ ଦିଆଯିବ ପ୍ରଥମେ କରୋନା ଟିକା, ଜାଣନ୍ତୁ କେଉଁ ଦେଶରେ ଓ କାହିଁକି

ଜାକର୍ତ୍ତା, ୧୬ା୧୨: ଭାରତବର୍ଷରେ କରୋନା ଟିକା ପ୍ରଥମେ ବୃଦ୍ଧଙ୍କୁ ଦିଆଯିବ ବୋଲି ଘୋଷଣା କରାଯାଇଛି । ମାତ୍ର ଏସିଆ ମହାଦେଶର ଏକ ଦେଶରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ଏସିଆର…

ମଣିଷ ପରେ ପଶୁ କରୋନାର ଶିକାର: ଆମେରିକାର ଏକ ଜଙ୍ଗଲୀ ଜନ୍ତୁ କରୋନାରେ ଆକ୍ରାନ୍ତ

ୱାଶିଂଟନ, ୧୬ା୧୨: ଆମେରିକାରେ ଗୋଟିଏ ପଶୁଠାରେ କରୋନା ଭାଇରସର ପ୍ରଥମ ସଂକ୍ରମଣ ସାମନାକୁ ଆସିଛି । କରୋନା ଭୂତାଣୁ ମଣିଷ ପରେ ଏବେ ଜଙ୍ଗଲୀ ଜୀବଜନ୍ତୁଙ୍କ ଶରୀର ମଧ୍ୟକୁ ପ୍ରବେଶ କରିବା ଆରମ୍ଭ କଲାଣି । ସୂଚନା…

ବ୍ରହ୍ମପୁରରୁ ତଦନ୍ତ ସାରି ଭୁବନେଶ୍ୱର ଫେରିଲା କ୍ରାଇମବ୍ରାଞ୍ଚ ଟିମ୍

ବ୍ରହ୍ମପୁର, ୧୬ା୧୨ (ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ-ପାଠକ ଠକେଇ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ ବ୍ରହ୍ମପୁର ଗସ୍ତ କରିଥିଲା । ତେବେ ୭ ଦିନ ଧରି ବିଭିନ୍ନ ସ୍ଥାନରେ ତଦନ୍ତ କରିବା…