Browsing Category

Breaking News

‘ଯେଉଁମାନଙ୍କ ପାଖରେ ତେଲ ପାଇଁ ଅର୍ଥ ନାହିଁ, ସେମାନେ ସାଇକେଲ ଚଲାନ୍ତୁ’

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): ଦେଶରେ କ୍ରମାଗତ ଭାବେ ତୈଳ ଦର ବଢ଼ି ଚାଲିଛି । ଏହି ତୈଳ ଦର ବୃଦ୍ଧିକୁ ନେଇ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତୈଳ ଦର ବୃଦ୍ଧି ନେଇ…

ବିଧାନସଭାରେ ଉପସ୍ଥାପିତ ହେଲା ଶ୍ରୀମନ୍ଦିର ପରିକ୍ରମା ଯୋଜନା, କଣ ରହିଛି ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଗୃହୀତ ହୋଇଛି । ଏ ସମ୍ପର୍କରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ବାଚନିକ ଭୋଟରେ ଯୋଜନା ଗୃହୀତ ନେଇ…

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ନେଇ ବିଏମସି କମିଶନରଙ୍କ ପ୍ରେସମିଟ୍, ଜାଣନ୍ତୁ କେଉଁ ହସ୍ପିଟାଲରେ ଓ କେବେ ଦିଆଯିବ ଟିକା

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): ଭୁବନେଶ୍ୱରରେ କୋଭିଡ-୧୯ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୨୨ଟି ହସ୍ପିଟାଲ ମନୋନୀତ ହୋଇଛନ୍ତି । ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକା ପ୍ରଦାନ କରାଯିବ । ଦ୍ୱିତୀୟ…

‘ଭିସୁଟ’ର ୨୫ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ

ସମ୍ବଲପୁର, ୨୭ା୨ (ଓଡିଶା ଭାସ୍କର): ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ)ର ୨୫ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନ ଭିତରେ ୩ଟି ହଷ୍ଟେଲରୁ ୨୫…

ବାଇକ୍ ଉପରେ ପଡ଼ିଲା ଗଛ: ୩ ବର୍ଷର ପୁତ୍ର ମୃତ, ବାପା, ମାଆ ଆହତ

ଯାଜପୁର, ୨୭ା୨ (ଓଡିଶା ଭାସ୍କର): ବାଇକ୍ ଉପରେ ଗଛ ପଡ଼ି ଜଣେ ୩ ବର୍ଷର ବାଳକର ଅକାଳରେ ଜୀବନ ଦୀପ ଲିଭି ଯାଇଛି । ଯାଜପୁରର ବିରଜା ଦର୍ଶନ ସାରି ସପରିବାର ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ଏହି ଘଟଣା ନେଇ ତୀବ୍ର…

ନିଜଠାରୁ ଅଧିକ ବୟସର ଝିଅମାନଙ୍କୁ ଏହି କାରଣରୁ ପୁଅମାନେ କରିଥାନ୍ତି ପସନ୍ଦ

ଆଜିର ସମାଜରେ ସମୟର ପରିବର୍ତ୍ତନ ସହ ପ୍ରେମ କରିବାର ଶୈଳୀ ମଧ୍ୟ ବଦଳି ଗଲାଣି । ସାଧାରଣତଃ ଅଧିକାଂଶ ପୁଅ ନିଜ ଠାରୁ କମ ବୟସର ଝିଅମାନଙ୍କୁ ଲାଇଫ ପାର୍ଟନର ବାଛିଥାନ୍ତି । ମାତ୍ର କିଛି ପୁଅଙ୍କ କ୍ଷେତ୍ରରେ ଏହା…

ଦେଶରେ ୨୪ ଘଣ୍ଟାରେ ୧୧୩ ମୃତ, ୧୬ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୭ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୩ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୯୩୮କୁ ବୃଦ୍ଧି…

ମାଓ ଯୋଜନା ପଣ୍ଡ: ବଡ଼ଧରଣର ଅଘଟଣରୁ ବର୍ତ୍ତିଲେ ବିଏସଏଫ୍ ଯବାନ

କୋରାପୁଟ, ୨୭ା୨ (ଓଡିଶା ଭାସ୍କର): ଏକ ବଡ଼ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ବିଏସଏଫ୍ ଯବାନ । ମାଓବାଦୀମାନେ ଏକ ବଡ଼ ଧରଣର ବିସ୍ଫୋରଣ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଆଜି କମ୍ବିଂ ଅପରେସନ ସମୟରେ ବିଏସଏଫ୍…

୫ ରାଜ୍ୟ ଫେରନ୍ତାଙ୍କୁ ନେଇ କଣ ରହିଛି ରାଜ୍ୟ ସରକାରଙ୍କର ଗାଇଡଲାଇନ୍

ଭୁବନେଶ୍ୱର, ୨୭ା୨ (ଓଡିଶା ଭାସ୍କର): କିଛିଦିନ ଧରି କରୋନାର ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ପୁଣି ଆଉ ଥରେ ଏହି ଭାଇରସ ମୁଣ୍ଡ ଟେକିଲାଣି । ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଆଦି ୫ଟି ରାଜ୍ୟରେ…