Browsing Category

Breaking News

ସହକାରୀ ଯୋଗାଣ ଅଧିକାରୀ ନିଲମ୍ବିତ

ବରଗଡ,୨୪ ।୨(ଓଡିଶା ଭାସ୍କର): ବରଗଡ ପଦ୍ମପୁର ସହକାରୀ ଯୋଗାଣ ଅଧିକାରୀଙ୍କୁ ଆଜି ନିଲମ୍ବିତ କରାଯାଇଛି । ସହକାରୀ ଯୋଗାଣ ଅଧିକାରୀ ଶମ୍ଭୁପ୍ରସାଦ ହରପାଲଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି । ଧାନ ସଂଗ୍ରହ…

ଅସହ୍ୟ ତାତି! ୩୫ ଡିଗ୍ରୀ ଉପରେ ୯ ସହରର ତାପମାତ୍ରା, ମାର୍ଚ୍ଚକୁ ୪୦ ଛୁଇଁପାରେ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ରାଜ୍ୟର ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ରହିଥିବା…

ଲୋକସେବା ଭବନକୁ ସଂଯୋଗ ହେଲା ୨୪୭ କାର୍ଯ୍ୟାଳୟ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ଗ୍ରାମ୍ୟ ଉନ୍ନୟନ ବିଭାଗ ପାଇଁ ଆଭ୍ୟନ୍ତରୀଣ ନେଟୱର୍କିଂର ବ୍ୟବସ୍ଥା ହୋଇଛି । ଏହି ନେଟୱାର୍କିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା…

ଧାନ କିଣିବାରେ ଅନିୟମିତତା: ୨ ନିଲମ୍ବିତ, ଜଣେ ବହିଷ୍କୃତ

ବରଗଡ,୨୪ ।୨(ଓଡିଶା ଭାସ୍କର): ଧାନ ସଂଗ୍ରହରେ ଅନିୟମିତତା ଅଭିଯୋଗରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ । ଅନିୟମିତତା ଅଭିଯୋଗରେ ବରଗଡ ଜିଲ୍ଲା ଲଖମରା ପ୍ୟାକ୍ସର ସମ୍ପାଦକ ଅମୂଲ୍ୟ ବେହେରା ଓ କରାଣି…

ବୟସ୍କଙ୍କୁ ଟିକା ପାଇଁ ରାଜ୍ୟର ଗାଇଡଲାଇନ୍, ଜାଣନ୍ତୁ କ’ଣ ?

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ଆସନ୍ତା ମାର୍ଚ୍ଚ ୧ରୁ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ନେଇ ଆଜି ଘୋଷଣା ହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ବୟସ୍କଙ୍କୁ ଟିକା ପାଇଁ ଗାଇଡଲାଇନ ଜାରି…

ପୁଡୁଚେରିରେ ରାଷ୍ଟ୍ରପତି ଶାସନ ଜାରି

ପୁଡୁଚେରି,୨୪ ।୨: ପୁଡୁଚେରିରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି । ବିଗତ ଦିନରେ କଂଗ୍ରେସ ସରକାର କ୍ଷମତା ହରାଇବା ପରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛି। ଫ୍ଲୋର ଟେଷ୍ଟରେ…

ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ, ଏଥର ବୟସ୍କଙ୍କ ପାଳି

ନୂଆଦିଲ୍ଲୀ,୨୪ ।୨: କରୋନା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି । ଘୋଷଣା ମୁତାବକ, ସମଗ୍ର ଦେଶରେ ୧ ମାର୍ଚ୍ଚରୁ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାକରଣ କରାଯିବ । ୪୫ ବର୍ଷରୁ ଅଧିକ…

ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ

ଭୁବନେଶ୍ୱର,୨୪ ।୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ୨୦…

ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଜମ୍ମୁକାଶ୍ମୀର ,୨୪ ।୨: ଜମ୍ମୁକାଶ୍ମୀର ଅନନ୍ତନାଗ ଶଲଗୁଲ ଅଞ୍ଚଳରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଯବାନଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଥିବା ଖବର ମିଳିଛି । ଏନକାଉଣ୍ଟରରେ ଆତଙ୍କବାଦୀଙ୍କ…