Browsing Category

Breaking News

କେନ୍ଦ୍ର ସରକାର ଆଉ ଏକ ରିଲିଫ୍ ପ୍ୟାକେଜ୍, ଆତ୍ମନିର୍ଭର ଭାରତ ୩.୦ର ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧୨ ।୧୧: କରୋନା ସଙ୍କଟରେ ବିପର୍ଯ୍ୟସ୍ତ ହୋଇଥିବା ଅର୍ଥନୀତିକୁ ସୁଧାରିବା ପାଇଁ ଆଜି ଆଉ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ କେନ୍ଦ୍ର ସରକାର । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ…

ଘରକୁ ଫେରିଲେ ଅପହୃତ ବ୍ୟବସାୟୀ ପ୍ରଦୀପ

ରାଉରକେଲା ,୧୨ ।୧୧(ଓଡିଶା ଭାସ୍କର): ଶନିବାର ସନ୍ଧ୍ୟାରେ ଅପହୃତ ହୋଇଥିବା ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଜତକାଲି ରାତିରେ ଘରକୁ ଫେରିଥିବା ସୂଚନା ମିଳିଛି । ୫ଦିନ ପରେ ଘରକୁ ଫେରିଛନ୍ତି କ୍ରସର ମାଲିକ ପ୍ରଦୀପ କୁଣ୍ଡୁ ।…

ରାଜଧାନୀରେ ଭିଜିଲାନ୍ସ ହାତରେ ଧରାପଡିଲେ କୋଟିପତି କିରାଣି

ଭୁବନେଶ୍ୱର ,୧୨ ।୧୧(ଓଡିଶା ଭାସ୍କର): ଭୁବନେଶ୍ୱର ସବକଲେକ୍ଟର ଅଫିସର କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କିରାଣି ଉଦୟନାଥ ଜେନାଙ୍କ ଘରେ ଚଢାଉ କରାଯାଇଛି ।…

ସନ୍ଧ୍ୟାରେ ସମ୍ବୋଧିତ କରିବେ ନବୀନ ପଟ୍ଟନାୟକ

ଭୁବନେଶ୍ୱର ,୧୨ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଓ ତିର୍ତ୍ତୋଲରେ ବାଜିମାତ୍ କରିଛି ବିଜେଡି । ବାଲେଶ୍ୱର ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ବିଜୟୀ ହୋଇଥିବା ବେଳେ ତିର୍ତ୍ତୋଲରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ପୁଣି ଜବତ

ମାଲକାନଗିରି,୧୨ ।୧୧(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରୁ ପୁଣିଥରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ଅରାପଦ ଓ ଅଣ୍ଡରପାଲି ଜଙ୍ଗଲରୁ ମାଓ ସାମଗ୍ରୀ ଜବତ ହୋଇଥିବା ଜଣାପଡିଛି । ବିଏସଏଫ୍ ଓ…

ପାଟଣାଗଡ: ଗଣହତ୍ୟା ପଛରେ ପୂର୍ବ ଶତ୍ରୁତା!

ପାଟଣାଗଡ,୧୨ ।୧୧(ଓଡିଶା ଭାସ୍କର): ପାଟଣାଗଡ ସଅଁରାପଡାରେ ପରିବାରର ୬ ଜଣଙ୍କୁ ହତ୍ୟା ହୋଇଥିବା ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ୍ ସୁରାକ୍ ପାଇନି ପୋଲିସ । ପରିବାରର ଅନ୍ୟ ୫ ପୁଅ ପହଞ୍ଚିବା ପରେ ଏହା ପଛର…

ଏହି ଗ୍ରହରେ ହେଉଛି ଭୟଙ୍କର ବଜ୍ରପାତ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟ କରିଦେବା ଭଳି ଫଟୋ

ଆମ ସୌର ମଣ୍ଡଳରେ ପୃଥିବୀ ଏକମାତ୍ର ଗ୍ରହ ନୁହେଁ, ଯେଉଁଠି ବଜ୍ରପାତ, ଝଡ କିମ୍ବା ବାଦଲ ଫାଟିଥାଏ । ଏପରିି ଅନେକ ଗ୍ରହ ରହିଛି, ଯେଉଁଠି ଏଭଳି ଗତିବିଧି ଓ ଘଟଣା ଦେଖିବାକୁ ମିଳିଥାଏ । ତେବେ ଆମ ସୌର ମଣ୍ଡଳର ସବୁଠାରୁ…

ପୋଲିସକୁ ଧକ୍କା ଦେଇ ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ

କଟକ,୧୨ ।୧୧(ଓଡିଶା ଭାସ୍କର): କଟକ ସଦର ଥାନା ପରିସରରେ ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅପରାଧୀ । କନେଷ୍ଟବଳଙ୍କୁ ଧକ୍କା ମାରି ଦୁର୍ଦ୍ଦାନ୍ତ ଅପରାଧୀ ଜୁଗା ଖାନ୍ ଫେରାର ହୋଇଛି । ଦାଦାବଟି ଅଭିଯୋଗରେ କାଲି ସ୍ପେଶାଲ…

ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଆଜି ଆଉ ୧୪ ଜୀବନ ନେଲା କରୋନା

ଭୁବନେଶ୍ୱର,୧୨ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୯୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି…