Browsing Category

Breaking News

ବାଙ୍କୀ ଅଞ୍ଚଳରେ ପକ୍ଷୀ ମଡକ!

ବାଙ୍କୀ,୨୭ ।୧(ଓଡିଶା ଭାସ୍କର): ବାଙ୍କୀ କୋଟଦ୍ୱାର ନିକଟ ବିଲରୁ ୪ ବିଦେଶୀ ମୃତ ପକ୍ଷୀ ଉଦ୍ଧାର ହୋଇଛନ୍ତି । ପକ୍ଷୀଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କିନ୍ତୁ ପକ୍ଷୀ ମୃତ୍ୟୁର କାରଣ ବାର୍ଡ…

‘ପରୀକ୍ଷା ଦର୍ପଣ’ର ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ‘ପରୀକ୍ଷା ଦର୍ପଣ’ ପୁସ୍ତକର ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମାଟ୍ରିକ ପରୀକ୍ଷା ଦେବାକୁ ଥିବା ପିଲାଙ୍କୁ ଏହି ‘ପରୀକ୍ଷା ଦର୍ପଣ’ ପୁସ୍ତକ ମିଳିବ ।…

ଦିଲ୍ଲୀ ହିଂସାକାଣ୍ଡ: ୧୫୫ ପୋଲିସ ଆହତ, ତଦନ୍ତ ପାଇଁ ଗଠନ ହେବ ଏସଆଇଟି

ନୂଆଦିଲ୍ଲୀ, ୨୭ା୧: କୃଷି ଆଇନକୁ ବିରୋଧ କରି ଗତକାଲି ସାଧାରଣତନ୍ତ୍ର ଦିବସରେ ଚାଷୀ ସଂଗଠନ ପକ୍ଷରୁ ଟ୍ରାକ୍ଟର ରାଲି କରାଯାଇଥିଲା । ତେବେ ଏହି ରାଲି ସମୟରେ ହିଂସାକାଣ୍ଡ ଘଟିଥିଲା । ତେବେ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୨୭ା୧ (ଓଡିଶା ଭାସ୍କର): ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ କନିଷ୍ଠ ଯନ୍ତ୍ରୀ । ତେବେ ଯନ୍ତ୍ରୀଙ୍କର ଖଣ୍ଡଗିରି ସ୍ଥିତ ହାଉସିଂବୋର୍ଡ କଲୋନୀ ଘର ସହ ଏକକାଳୀନ ୩ଟି…

ଦେଶରେ ଦିନକରେ ୧୩୭ ମୃତ, ୧୨ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୨୭ା୧: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୭୨୪କୁ ବୃଦ୍ଧି…

ଶୀତଦିନେ କିପରି ନେବେ କେଶର ଯତ୍ନ ?

ସାଧାରଣତଃ ଶୀତଦିନେ ଜଳବାୟୁ ଶୁଷ୍କ ରହିଥାଏ। ଫଳରେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଅଧିକାଂଶ ଲୋକ ଶୀତଦିନେ ତ୍ବଚାର ଯତ୍ନ ନିଅନ୍ତି କିନ୍ତୁ କେଶ ପ୍ରତି ଧ୍ୟାନ ଦିଅନ୍ତି…

ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର,୨୬।୧(ଓଡିଶା ଭାସ୍କର) : ସାରା ଦେଶ ଆଜି ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, 'ରାଜ୍ୟର ମହାନ…

ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,୨୬।୧(ଓଡିଶା ଭାସ୍କର) : ସାରା ଦେଶ ଆଜି ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ। ଏହାରି ମଧ୍ୟରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ରାଜ୍ୟ…

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୬ ।୧: ଆଜି ଦେଶ ପାଳୁଛି ୭୨ ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀ ରାଜପଥରେ ବାହାରିବ ଐତିହାସିକ ପରେଡ । ରାଜପଥରେ ନିଜର ଦମ୍ ଦେଖାଇବ ରାଫେଲ । କୋଭିଡକୁ ଦୃଷ୍ଟିରେ ରଖି ଦିଲ୍ଲୀ ସମେତ ସାରା ଦେଶରେ କଡ଼ା…

ସାଧାରଣତନ୍ତ୍ର ଦିବସ କଟକଣା: ବନ୍ଦ ରହିବ ଗାନ୍ଧିମାର୍ଗ

ଭୁବନେଶ୍ୱର, ୨୬ା୧ (ଓଡିଶା ଭାସ୍କର): ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରର ଗାନ୍ଧିମାର୍ଗ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଉକ୍ତ ରାସ୍ତା ଦେଇ ଯିବାକୁ ଥିବା ସମସ୍ତ ଗାଡ଼ି ଅନ୍ୟ…