Browsing Category

Breaking News

ଜଗନ୍ନାଥଙ୍କ ଟଙ୍କା ଓ ବିଧାନସଭା ବନ୍ଦ ନେଇ ବିଜେପିକୁ କଡା ଜବାବ୍ ଦେଲା ବିଜେଡି

ଭୁବନେଶ୍ୱର,୧୪ ।୩(ଓଡିଶା ଭାସ୍କର): ଜଗନ୍ନାଥଙ୍କ ଟଙ୍କା ଓ ବିଧାନସଭା ବନ୍ଦ ନେଇ ବିଜେପି ଅଭିଯୋଗ ପ୍ରସଙ୍ଗରେ ଆଜି ଉତ୍ତର ରଖିଛି ବିଜେଡି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସ…

କରୋନା ମୃତକ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା

ନୂଆଦିଲ୍ଲୀ,୧୪ ।୩: ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଦେଶରେ ୮୩ରୁ ଅଧିକ ଲୋକ ଏଥିରେ ସଂକ୍ରମିତ ଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାରି ମଧ୍ୟରେ କରୋନାକୁ…

ଭାରତ ପାଖରେ ଆଉ ରହିଲା ୩୦ ଦିନ: ନିୟନ୍ତ୍ରଣ ନ କଲେ ଭୟାବହ ହେବ କରୋନାର ୩ୟ ସ୍ତର

ଭାରତରେ ବର୍ତ୍ତମାନ ସୁଦ୍ଧା ୮୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଭାରତ ଏବେ କରୋନା ଭାଇରସର ଦ୍ୱିତୀୟ ସ୍ତର ଦେଇ ଗତି କରୁଛି । ଯଦି ଆଗାମୀ ୩୦ ଦିନ ମଧ୍ୟରେ ଭାରତ ଏହି…

ବଡ ଖବର ! ୩ ଟଙ୍କା ମହଙ୍ଗା ହେବ ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୧୪ ।୩: ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଓ ରୋଡ୍ ସେସ୍ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ପରେ ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି…

କରୋନା ଭାଇରସ୍ ପାଇଁ ନନ୍ଦନକାନନ ଓ ପ୍ଲାନେଟୋରିଅମ ବନ୍ଦ୍

ଭୁବନେଶ୍ୱର, ୧୪ା୩(ଓଡ଼ିଶା ଭାସ୍କର): କରୋନା ଭାଇରସକୁ ଦୃଷ୍ଟିରେ ରଖି ନନ୍ଦନକାନନ ବନ୍ଦ ରହିବ । ମାର୍ଚ୍ଚ ୩୧ତାରିଖ ଯାଏଁ ନନ୍ଦନକାନନ ବନ୍ଦ ରହିବ ବୋଲି ଜଣାପଡ଼ିଛି । ଏନେଇ ଉପ ନିର୍ଦ୍ଦେଶକ ଜୟନ୍ତ ଦାଶ ସୂଚନା ଦେଇଛନ୍ତି…

ମେଡିକାଲରୁ ୫ କରୋନା ସନ୍ଦିଗ୍ଧ ଚମ୍ପଟ, ସହରରେ ନଜରବନ୍ଦୀ

ନାଗପୁର,୧୪ ।୩: ଚୀନରେ ବ୍ୟାପୁଥିବା କରୋନା ଭାଇରସ ଏବେ ଭାରତର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ବର୍ତ୍ତମାନ ସୁଦ୍ଧା ଦେଶରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୩ଜଣ ଏହି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି ।…

୪୮ ଦିନ ପରେ ଶିବାଶିଷଙ୍କ ଘରବାହୁଡା, କହିଲେ- ପୁନର୍ଜନ୍ମ ପାଇଛି

ବ୍ରହ୍ମପୁର,୧୪ ।୩(ଓଡିଶା ଭାସ୍କର): ଦୀର୍ଘ ୪୮ ଦିନ ଧରି ଜାପାନ ଜାହାଜରେ ଫସି ରହିଥିବା ଓଡିଆ ଇଞ୍ଜିନିୟର ଶିବାଶିଷ ନାୟକ ଶେଷରେ ଘରକୁ ଫେରିଛନ୍ତି । ଡାଇମଣ୍ଡ ପ୍ରିନସେନ୍ସ ଜାହାଜରେ ଦୀର୍ଘଦିନ ଧରି ଫସିଥିବା ଶିବାଶିଷ…

ଭାରତରେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୪ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏଥି ପାଇଁ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।…