Browsing Category

Breaking News

ନିର୍ଭୟା ମାମଲା, ଦୋଷୀଙ୍କୁ ସପ୍ତାହେ ମହଲତ

ନୂଆଦିଲ୍ଲୀ, ୫ା୨: ନିର୍ଭୟା ମାମଲାରେ ଦିଲ୍ଲୀ ହାଇକୋର୍ଟ ରାୟ ଶୁଣାଇଛନ୍ତି । ନିର୍ଭୟା ମାମଲାରେ ୪ଦୋଷୀଙ୍କୁ ସପ୍ତାହେ ମହଲତ ଦିଆଯାଇଛି । ୭ଦିନ ମଧ୍ୟରେ ଆଇନଗତ କାର୍ଯ୍ୟ ପୂରଣ କରିବାକୁ ଦୋଷୀଙ୍କୁ ହାଇକୋର୍ଟ…

ଶ୍ରୀମନ୍ଦିର ପ୍ରଶାସନକୁ ଜମି ହସ୍ତାନ୍ତର କଲେ ରାଜ୍ୟ ସରକାର

ପୁରୀ,୫ ।୨(ଓଡିଶା ଭାସ୍କର): ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଜମି ଉଚ୍ଛେଦ ପ୍ରସଙ୍ଗରେ ଅଧିଗ୍ରହଣ ହୋଇଥିବା ଜମିକୁ ଆଜି ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି ରାଜ୍ୟ ସରକାର । ଉଚ୍ଛେଦ ଜମିର ମାଲିକାନା ଏବେ ଶ୍ରୀମନ୍ଦିର…

ଡିଫେନ୍ସ ଏକ୍ସପୋ-୨୦୨୦କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଲଖନଉ,୫ ।୨: ଲଖନଉରେ ଡିଫେନ୍ସ ଏକ୍ସପୋ-୨୦୨୦ ଉଦଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି । ଏଥିରେ ୪୦ଟି ଦେଶର ପ୍ରତିରକ୍ଷା ବିଭାଗ ଭାଗ ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ…

ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ ଯିବାକୁ ମନା

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଚୀନରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଲାଣି । ଏନେଇ ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଚୀନ୍ ଯିବାକୁ ମନା ହୋଇଛି । କରୋନା ଭାଇରସ୍ ପାଇଁ…

ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ବାଲେଶ୍ୱର,୫ ।୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ବାଲେଶ୍ୱରର କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ । ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ବାସୁଦେବଙ୍କୁ ଧରିଥିଲା ଭିଜିଲାନ୍ସ । ତେବେ ବାସୁଦେବ ସୋର ଗୃହ ଓ…

ରାମ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଗଠନ ପ୍ରକ୍ରିୟା ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଟ୍ୱିଟ

ନୂଆଦିଲ୍ଲୀ, ୫ା୨: ରାମ ମନ୍ଦିର ନେଇ ଗଠନ ହୋଇଛି ଟ୍ରଷ୍ଟ ବୋର୍ଡ଼ । ନବଗଠିତ ରାମ ମନ୍ଦିର ଟ୍ରଷ୍ଟରେ ରହିବେ ୧୫ଜଣ ଟ୍ରଷ୍ଟି । ଦଳିତ ସଂପ୍ରଦାୟର ଜଣେ ବ୍ୟକ୍ତି ଟ୍ରଷ୍ଟର ସଦସ୍ୟ ରହିବେ । ଟ୍ରଷ୍ଟ ଗଠନ ପ୍ରକ୍ରିୟା ନେଇ…

ରିପୋର୍ଟ ପରେ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ ପଦ୍ମନାଭ

ଭୁବନେଶ୍ୱର,୫ ।୨(ଓଡିଶା ଭାସ୍କର): ଚିଲିକା ଡଙ୍ଗାବୁଡି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ହେବ । ଏହି ମାମଲାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, କେଉଁ…

OPSCର ନୂଆ ପୋର୍ଟାଲ ଉଦଘାଟିତ

ଭୁବନେଶ୍ୱର, ୫ା୨(ଓଡ଼ିଶା ଭାସ୍କର): OPSCର ୱେବପୋର୍ଟାଲରେ CSMS (ବିସ୍ତୃତ ଚୟନ ପରିଚାଳନା ବ୍ୟବସ୍ଥା)  ଉଦଘାଟିତ ହୋଇଛି ।  ଏଣିକି ପରୀକ୍ଷାର୍ଥୀଙ୍କୁ ମିଳିବ ସ୍ଥାୟୀ ଆକାଉଣ୍ଟ ନମ୍ବର PPSAN । PPSANରେ ପରିକ୍ଷାର୍ଥୀ…