Browsing Category
Breaking News
ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ
ନୂଆଦିଲ୍ଲୀ, ୧୫ା୪: ଚଳିତବର୍ଷ ମୌସୁମୀ ବର୍ଷା ସ୍ୱଭାବିକ ରହିବ ବୋଲି ସୂଚନା ମିଳିଛି । ଏନେଇ ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏକ ସାମ୍ବାଦିକ…
ପାନୀୟ ଜଳ ସମସ୍ୟା ପାଇଁ ଟୋଲ ଫ୍ରି ନମ୍ବର ଜାରି
ଭୁବନେଶ୍ୱର, ୧୫ା୪(ଓଡ଼ିଶା ଭାସ୍କର): ଖରାଦିନ ପାଇଁ ପାନୀୟ ଜଳ ସମସ୍ୟାକୁ ନେଇ ଗୁରୁତ୍ୱ ଦେଇଛନ୍ତି ସରକାର । ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି ସରକାର । ଗ୍ରାମାଞ୍ଚଳ ପାଇଁ ଟୋଲ୍…
ଭାରତକୁ ଝଟକା, ଅଧିକ ତାପମାତ୍ରାରେ ବି ସକ୍ରିୟ ରୁହନ୍ତି କରୋନା ଭାଇରସ୍
ନୂଆଦିଲ୍ଲୀ, ୧୫ା୪: କରୋନା ଭାଇରସକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଅଧିକ ତାପମାତ୍ରାରେ ମଧ୍ୟ କରୋନା ଭାଇରସ୍ ଲମ୍ବା ସମୟ ପର୍ଯ୍ୟନ୍ତ ସକ୍ରିୟ ରହିପାରନ୍ତି ବୋଲି ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଫ୍ରାନ୍ସର ଏକ…
କେବଳ ରବିବାର ଖୋଲିବ ବହି ଦୋକାନ, ଗ୍ୟାରେଜ
ଯାଜପୁର, ୧୫ା୪(ଓଡ଼ିଶା ଭାସ୍କର): ଲକ୍ ଡାଉନରେ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ନିୟମ ହୋଇଛି । ଆସନ୍ତାକାଲିଠୁ ଆଉ ପ୍ରତିଦିନ ବହି ଦୋକାନ ଖୋଲିବନି । କେବଳ ରବିବାର ବହି, ଗ୍ୟାରେଜ, ବିଦ୍ୟୁତ ଉପକରଣ ଦୋକାନ…
Coronavirus found in two Indian Bat species: ICMR
New Delhi,15/4: According to a study by the Indian Council of Medical Research (ICMR), Corona Virus found in two Indian bat species. Bat coronavirus (BtCoV) --in two bat species…
WHO ଉପରେ ରାଗ ସୁଝାଇଲା ଆମେରିକା, ପାଣ୍ଠି ଉପରେ ରୋକ୍
ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): WHO ଉପରେ ଆମେରିକାର ରାଗ । ଯେତେବେଳେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶରେ ତାଣ୍ଡବ ରଚିଛି କୋରୋନା, ସେତେବେଳେ WHO କୁ ନେଇ ଅତ୍ୟଧିକ ଖପ୍ପା ହୋଇଉଠିଛି ଆମେରିକା । କେବଳ ଦାୟୀ…
ଭୁବନେଶ୍ୱରରେ କରେନା ଜଗିବେ ୬ ଆଇଏଏସ
ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ କରୋନା ମୁକାବିଲା ଲାଗି ସରକାରଙ୍କ ବଡ଼ ପଦକ୍ଷେପ । ରାଜଧାନୀକୁ ୩ଟି ଜୋନ୍ରେ ବିଭକ୍ତ କରି ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ।ଭୁବନେଶ୍ୱରକୁ ତିନୋଟି ଜୋନରେ…
ଲକଡାଉନ ନେଇ ଗାଇଡଲାଇନ
ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଲକଡାଉନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗାଇଡ ଲାଇନ ଜାରି । ସମସ୍ତ ପ୍ରକାର ପରିବହନ ଉପରେ…
Lockdown 2.0: Government releases new guidelines
New Delhi, 15/4: Indian government has extended the lockdown period till 3rd May. Ministry of Home Affairs has released guidelines for the lockdown 2.O. All types of travel…
ମଦୁଆ ହତାସ, ମେ ୩ ତାରିଖ ଯାଏ ଖୋଲିବନି ମଦ ଦୋକାନ
ଭୁବନେଶ୍ୱର,୧୫ ।୪(ଓଡିଶା ଭାସ୍କର): ଲକ୍ ଡାଉନ ଅବଧି ମେ ୩ ତାରଖ ପର୍ଯ୍ୟନ୍ତ ବଢ଼ାଯାଇଛି । କିନ୍ତୁ ଏଥିରେ କିଛି କ୍ଷେତ୍ର ଉପରୁ ଉଠିଛି ଲଗାମ୍ । ସମାଜିକ ଦୂରତା ବଜାୟ ରଖି କୃଷି ,ଶିଲ୍ପ ଭଳି କିଛ କ୍ଷେତ୍ରକୁ କୋହଳ…