Browsing Category
Breaking News
ରାଜ୍ୟରେ କମିଲା ସଂକ୍ରମଣ ସଂଖ୍ୟା, ୩୦ ଜିଲ୍ଲାରୁ ୧୯୮୨ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୧୯ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୮୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…
କରୋନା ସମୟରେ ମହଙ୍ଗା ପଡିଲା ଜନ୍ମଦିନ ପାର୍ଟି, ସିଲ୍ ହୋଇଗଲା ବାର୍
ଭୁବନେଶ୍ୱର, ୧୯ ।୧୦ (ଓଡିଶା ଭାସ୍କର): କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀରେ ସିଲ୍ ହେଲା ବାର୍ । ରାଜଧାନୀର ଇନଫୋସିଟି ଅଞ୍ଚଳରେ ଥିବା ଇକୋସ୍ ବାରକୁ ଚଢାଉ କରି ସିଲ୍ କରିଛି ପୋଲିସ ।
ତେବେ କୋଭିଡ୍ ନିୟମ…
ଏନକାଉଣ୍ଟରରେ ୫ ମାଓବାଦୀ ସଫା
ଝାଡଖଣ୍ଡ,୧୯ ।୧୦: ଏନକାଉଣ୍ଟରରେ ଟଳିଲେ ୫ ମାଓବାଦୀ । ଝାଡଖଣ୍ଡ ଗଢଚିରୋଲିରେ ଯବାନ-ମାଓବାଦୀ ମଧ୍ୟରେ ହୋଇଛି ଗୁଳିବିନିମୟ । ଘଟଣାସ୍ଥଳରୁ ୫ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୩ଜଣ ମହିଳା…
ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଭିତରକନିକା
ରାଜନଗର,୧୯ ।୧୦ (ଓଡିଶା ଭାସ୍କର) : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇଛି । ପ୍ରତିଦିନ ସର୍ବାଧିକ ୫୦୦ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି…
ଘରୁ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର
ବଲାଙ୍ଗୀର, ୧୯ ।୧୦ (ଓଡିଶା ଭାସ୍କର) : ବଲାଙ୍ଗୀର ସହରର ଚନ୍ଦ୍ରଶେଖରନଗର ଘଟିଯାଇଛି ଅଭାବନୀୟ ଘଟଣା । ସରକାରୀ କ୍ୱାର୍ଟରରୁ ବୃଦ୍ଧ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲାର ଚନ୍ଦ୍ରଶେଖର ନଗରର ଏକ…
ଭିଜିଲାନ୍ସ ଜାଲରେ ଅଧ୍ୟାପକ
ଗଜପତି, ୧୯ ।୧୦ (ଓଡିଶା ଭାସ୍କର): ଗଜପତି ପାରଳାଖେମୁଣ୍ଡିରେ ଭିଜିଲାନ୍ସ ଜାଲରେ ଅଧ୍ୟାପକ ଫସିଲେ । ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…
୧୨ ଘଣ୍ଟାରେ ଲଘୁଚାପ ସମ୍ଭାବନା
ଭୁବନେଶ୍ୱର, ୧୯ ।୧୦ (ଓଡିଶା ଭାସ୍କର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା ରହିଥିବା ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସତର୍କବାଣୀ…
ଦେଶରେ ୭୫ ଲକ୍ଷ ଟପିଲା ସଂକ୍ରମଣ ସଂଖ୍ୟା
ନୂଆଦିଲ୍ଲୀ,୧୯ ।୧୦: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୪ ହଜାର ୬୧୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୫ ହଜାର ୭୨୨ ନୂଆ ଆକ୍ରାନ୍ତ…
ଖୁସି ଖବର: ରାଜ୍ୟରେ ଆଜି ୨୬୧୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର, ୧୮ ।୧୦(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨,୬୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ବଜ୍ରପାତରେ ଚାଲିଗଲା ୨ ଜୀବନ
ଜଗତସିଂହପୁର,୧୮ ।୧୦(ଓଡ଼ିଶା ଭାସ୍କର): ବଜ୍ରପାତରେ ଚାଲିଗଲା ଦୁଇ ଜୀବନ । ନଦୀରେ ଗାଧଉଥିବା ବେଳେ ବଜ୍ରପାତରେ ଦୁଇଜଣ ମୃତ୍ୟୁ ହୋଇଛି। ମୃତକ ବାରେଡ଼ିଆ ଗାଁର ବିଷ୍ଣୁ ଚରଣ ବହାଲିଆ ଓ ପ୍ରମୋଦ ବହାଳିଆ। ଜଗତସିଂହପୁର…