Browsing Category

Breaking News

ନିର୍ଭୟା ମାମଲା, ଆସନ୍ତାକାଲି ଦିଆଯିବନି ଫାଶି

ନୂଆଦିଲ୍ଲୀ, ୨ା୩: ଆସନ୍ତାକାଲି ନିର୍ଭୟା ମାମଲାରେ ସମ୍ପୃକ୍ତ ଥିବା ଚାରି ଦୋଷୀଙ୍କୁ ଫାଶି ଦିଆଯିବନି । ଫାଶୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସକୋର୍ଟ । ପରବର୍ତ୍ତୀ ଆଦେଶ ଯାଏଁ ଫାଶୀ ସ୍ଥଗିତ…

ମାର୍ଚ୍ଚ ୫ରେ ଉତକ୍ଷେପଣ ହେବ GSLV-F10

ଶ୍ରୀହରିକୋଟା, ୨ା୩: ଆନ୍ଧ୍ରର ଶ୍ରୀହରିକୋଟାରୁ ସାଟେଲାଇଟ GIST-1 ଛଡ଼ାଯିବା ନେଇ ସୂଚନା ମିଳିଛି । GIST-1କୁ କକ୍ଷପଥରେ ପରିବହନକାରୀ ଯାନ GSLV-F10 ଛାଡ଼ିବ । ମାର୍ଚ୍ଚ ୫ରେ ଅପରାହ୍ନ ୫ଟା ୪୩ରେ GSLV-F10 ଉତକ୍ଷେପଣ…

ବୀଣାପାଣିଙ୍କୁ ମିଳିବ ଅତିବଡୀ ସମ୍ମାନ

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ପ୍ରଖ୍ୟାତ କଥାଶିଳ୍ପୀ ବୀଣାପାଣି ମହାନ୍ତିଙ୍କୁ ମିଳିବ ଅତିବଡୀ ସମ୍ମାନ । ଅତିବଡୀ ଜଗନ୍ନାଥ ଦାସ ସମ୍ମାନରେ ବାଣୀପାଣିଙ୍କୁ ସମ୍ମାନିତ କରାଯିବ । ତେବେ ଅତିବଡୀ ହେଉଛି ଓଡିଆ…

ନିର୍ଭୟା ମାମଲା, ପବନର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ, ୨ା୩: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ୪ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଛି । ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ…

ନିର୍ଭୟା ଦୋଷୀଙ୍କୁ କାଲି ହେବ କି ନାହିଁ ଫାଶୀ ? ରାୟ ସଂରକ୍ଷିତ

ନୂଆଦିଲ୍ଲୀ,୨ ।୩: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାର ଦୋଷୀ ପବନ କୁମାରର ଡେଥ୍ ୱାରେଣ୍ଟ ରୋକ ଆବେଦନ ଉପରେ ଆଜି ଶୁଣାଣି ହୋଇଛି । ଶୁଣାଣି ପରେ ରାୟକୁ ସଂରକ୍ଷିତ ରଖିଛନ୍ତି ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ…

୨୪ଘଣ୍ଟାରେ କୋଟିଏ ଟଙ୍କାର ଫାଇନ

ଭୁବନେଶ୍ୱର, ୨ା୩(ଓଡ଼ିଶା ଭାସ୍କର): ଗତକାଲିଠାରୁ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି । ୨୪ଘଣ୍ଟା ଭିତରେ ୧କୋଟି ୬ଲକ୍ଷ ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ସମୁଦାୟ ୩୮୭୦ ଜଣ ଖିଲାପକାରୀଙ୍କଠାରୁ…

ଦିଲ୍ଲୀରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ନୂଆଦିଲ୍ଲୀ,୨ ।୩: ଚୀନରେ ବ୍ୟାପୁଥିବା ମହାମାରୀ କରୋନା ଭାଇରସ୍ ଧିରେ ଧିରେ ସାରା ବିଶ୍ୱରେ କାୟା ବିସ୍ତାର କରୁଛି । ରାଜଧାନୀ ଦିଲ୍ଲୀରେ ଆଜି ପ୍ରଥମ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛି । ଜଣେ ଇଟାଲୀ ଫେରନ୍ତା…

ଦଳୀୟ ନେତା ଓ କର୍ମକର୍ତ୍ତାଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର,୨ ।୩(ଓଡିଶା ଭାସ୍କର): ଦଳର ସମସ୍ତ ନେତା, କର୍ମକର୍ତ୍ତା, ସାଂସଦ ଓ ବିଧାୟକମାନଙ୍କୁ ଚିଠି ଲେଖିଛନ୍ତି ବିଜେଡି ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାର୍ଚ୍ଚ ୫ରେ ପାଳନ ହେବାକୁ ଯାଉଥିବା ବିଜୁ…