Browsing Category

Breaking News

କରୋନାରୁ ବିନାଶ: ଇରାନରେ ଖୋଳାଯାଉଛି ଶହ ଶହ କବର । ଶବ ଉପରେ ଢଳାଯାଉଛି ଚୂନ, ଦେଖନ୍ତୁ ଭିଡିଓ

ଇରାନରେ କରୋନା ଭାଇରସରେ ୧୦,୦୭୫ ଲୋକ ସଂକ୍ରମିତ ହୋଇଥିବା ବେଳେ ୪୨୯ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦେଶର ସବୁଠାରୁ କରୋନା ପ୍ରଭାବିତ ଅଞ୍ଚଳ ହେଉଛି କୋମ ସହର । ଏହି ସହରରେ ଚୁପଚାପ୍ ଭାବେ ଶହ ଶହ କବର ଖୋଳାଚାଲିଛି ।…

କରୋନା ଭାଇରସ୍, ସବୁ ଡାକ୍ତରଖାନାରେ କରୋନା ସନ୍ଦିଗ୍ଧଙ୍କ ସ୍କ୍ରିନିଂ ପାଇଁ ବ୍ୟବସ୍ଥା

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): କରୋନା ଭାଇରସ ଦିନକୁ ଦିନ ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏନେଇ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁ ଡାକ୍ତରଖାନାରେ କରୋନା…

ହାର୍ଟ ଆଟାକରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ମୁମ୍ବାଇ,୧୩ ।୩: ଉତ୍ତରାଖଣ୍ଡୀ ଗୀତ ଓ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ରୀନା ରାୱତଙ୍କ ଗୁରୁବାର ଦିନ ହାର୍ଟ ଆଟାକରେ ଅଚାନକ୍ ମୃତ୍ୟୁ ଘଟିଛି । ‘ପୁଷ୍ପା ଛୋରୀ’ ଗୀତରେ ଅଭିନୟ ପାଇଁ ଚର୍ଚ୍ଚିତ ହୋଇଥିବା ରୀନା ରାୱତଙ୍କ…

ଆସନ୍ତା ୩୦ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର, ୧୩ା୩(ଓଡ଼ିଶା ଭାସ୍କର): ଆସନ୍ତା ୩୦ତାରିଖ ଯାଏଁ ବିଧାନସଭା ମୁଲତବୀ ରଖାଯାଇଛି । କରୋନା ପାଇଁ ବିଧାନସଭା ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।ଗୃହକୁ ବନ୍ଦ ନକରିବାକୁ କହିଥିଲେ ବିରୋଧୀ ।…

ଉନ୍ନାଓ ପୀଡିତାଙ୍କ ବାପାଙ୍କୁ ହତ୍ୟା ମାମଲାରେ ବିଧାୟକ କୁଲଦୀପଙ୍କୁ ୧୦ ବର୍ଷ ଜେଲ୍, ୧୦ ଲକ୍ଷ ଜୋରିମାନା

ଲକ୍ଷ୍ନୌ,୧୩ ।୩: ଉନ୍ନାଓ ବଳତ୍କାର ପୀଡିତାଙ୍କ ପିତାଙ୍କୁ ହତ୍ୟା ମାମଲାରେ ବିଜେପିର ପୂର୍ବ ବିଧାୟକ କୁଲଦୀପ ସିଂ ସେନଗାର ସମେତ ୭ ଦୋଷୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡର ଶୁଣାଣି ହୋଇଛି । ଦିଲ୍ଲୀର ଟିସ୍ ହଜାରୀ କୋର୍ଟ…

କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ସରକାରଙ୍କ ବଡ ଘୋଷଣା । ବଢିବ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ?

ନୂଆଦିଲ୍ଲୀ,୧୩ ।୩: କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସିଏନବିସି ଆୱାଜ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସଙ୍କଟ ଦେଇ ଗତି କରୁଥିବା ୟେସ୍ ବ୍ୟାଙ୍କର ପୁନଃ ନିର୍ମାଣ…