CHARIDHAM
Browsing Category

Breaking News

ଡମ୍ପର-ବାଇକ ମୁହାଁମୁହିଁ: ୨ ମୃତ

ବାଲେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ବାଲେଶ୍ୱର କମାରଦା ଥାନା ସାତଶୂଳିଆ ଛକରେ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଏକ ଡମ୍ପର ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା…

ରାଜ୍ୟରେ ୩୯୩ କରୋନା ଆକ୍ରାନ୍ତ, ୫ ମୃତ

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୩୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୫ ଜଣଙ୍କ ମୃତ୍ୟୁ ଘଟିଛି । ଖୋର୍ଦ୍ଧା, ମୟୁରଭଞ୍ଜରୁ ୨ ଜଣ ଲେଖାଏଁ ଏବଂ ସୁନ୍ଦରଗଡ଼ରୁ ଜଣଙ୍କର…

କରୋନା ପାଇଁ ଅଟକିଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼, ୧୩ା୧୨ (ଓଡିଶା ଭାସ୍କର): ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଏ ବର୍ଷ ଆୟୋଜନ ହେବ ନାହିଁ । ଏନେଇ ଜିଲ୍ଲାପାଳଙ୍କ ସହ ଧନୁଯାତ୍ରା କମିଟି ସଦସ୍ୟଙ୍କ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁଯାୟୀ,…

ରାଜଧାନୀର ବାରରେ ଚଢ଼ାଉ, ୪ ସିଲ୍

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): କୋଭିଡ୍ ନିୟମ ଉଲ୍ଲଂଘନ କରି ଚାଲୁଥିବା ରାଜଧାନୀର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ କରାଯାଇଛି । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଚଢ଼ାଉ କରାଯାଇ ଜରିମାନା ଆଦାୟ କରାଯାଇଛି…

ବିଜେଡି କାର୍ଯ୍ୟକାରିଣୀ ୨୦ରେ

ଭୁବନେଶ୍ୱର, ୧୩ା୧୨ (ଓଡିଶା ଭାସ୍କର): ଆସନ୍ତା ୨୦ ତାରିଖରେ ବିଜେଡିର ଦଳୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବିଜେଡିର ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।…

ଆନ୍ଧ୍ର ମେଡିକାଲରେ ବ୍ୟାପିଲା ଅଜଣା ରୋଗ, କବଜାରେ ୬୦୦ ଲୋକ

କରୋନା ସଙ୍କଟ ବର୍ତ୍ତମାନ ସୁଦ୍ଧା ଟଳିନଥିବା ବେଳେ ଆନ୍ଧ୍ରପ୍ରଦେଶର ଏଲୁରୁ ସହରର ମେଡିକାଲରେ ଏକ ରହସ୍ୟମୟୀ ରୋଗ ବ୍ୟାପିବାରେ ଲାଗିଛି । ସେଠାରେ ବହୁ ସଂଖ୍ୟକ ଲୋକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ରୋଗ…

ଘରେ ପଶିଗଲା ଟ୍ରକ: ୩ ଗୁରୁତର

କେନ୍ଦୁଝର, ୧୩ା୧୨ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲା ଟାଉନ ଥାନା ଷଠିଘର ସାହିରେ ଏକ ଅଘଟଣ ଘଟିଯାଇଛି । ଘରଲୋକେ ଶୋଇଥିବା ଅବସ୍ଥାରେ ଘର ମଧ୍ୟକୁ ଏକ ଟ୍ରକ ପଶିଯାଇଥିଲା । ଫଳରେ ସ୍ୱାମୀ, ସ୍ତ୍ରୀ ଓ ୭ ବର୍ଷର ଝିଅ…

୨ ମାଓବାଦୀ ମୃତ: ଡିଜିପି

ମାଲକାନଗିରି,୧୩ ।୧୨(ଓଡିଶା ଭାସ୍କର): ମାଲକାନଗିରିରେ ମାଓ ଏନକାଉଣ୍ଟର ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡିଜିପି ଅଭୟ । ପୋଲିସ ଏନକାଉଣ୍ଟରରେ ୨ ମାଓବାଦୀ ମୃତ୍ୟୁବରଣ କରିଥିବା ସେ କହିଛନ୍ତି…

୨୪ ଘଣ୍ଟାରେ କରୋନାରେ ୩୯୧ ମୃତ

ନୂଆଦିଲ୍ଲୀ, ୧୩ା୧୨: ଦେଶରେ ଦିନକରେ ୩୯୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଫଳରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୩ ହଜାର ୧୯କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୩୦ ହଜାର ୨୫୪ ଜଣ ଆକ୍ରାନ୍ତ ହୋଇଛନ୍ତି ।…

ରାଜ୍ୟରେ ଆଉ ୪୦୫ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୨।୧୨(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…