Browsing Category
Breaking News
କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ବିସ୍ଫୋରଣ, ୪ ଗୁରୁତର
ଶ୍ରୀନଗର,୨୬ ।୧୧: ଶ୍ରୀନଗରରେ ଥିବା କାଶ୍ମୀର ବିଶ୍ୱବିଦ୍ୟାଳୟ ବାହାରେ ଗ୍ରେନେଡ ବିସ୍ଫୋରଣ ହୋଇଛି । ବିଶ୍ୱବିଦ୍ୟାଳୟର ପାର୍କିଂ ସ୍ଥଳରେ ହୋଇଥିବା ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ…
ଆର୍ଶୀବାଦ ବେହେରାଙ୍କ ଜାମିନ ମଞ୍ଜୁର
ଭୁବନେଶ୍ୱର, ୨୬ା୧୧(ଓଡ଼ିଶା ଭାସ୍କର): ପୂର୍ବତନ ଓସିଏ ସମ୍ପାଦକ ଆର୍ଶୀବାଦ ବେହେରାଙ୍କ ଜାମିନ ଆବେଦନ ମଞ୍ଜୁର ହୋଇଛି । ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ତାଙ୍କୁ ଦେଢ଼ଲକ୍ଷ ଟଙ୍କା ଓ ୨ଜାମିନଦାରଙ୍କ…
ଅଯୋଧ୍ୟା ପୁନର୍ବିଚାରକୁ ନା’
ନୂଆଦିଲ୍ଲୀ,୨୬ ।୧୧: ଅଯୋଧ୍ୟା ରାୟର ପୁନର୍ବିଚାର ଆବେଦନ କରିବନି ସୁନ୍ନୀ ୱାକଫ ବୋର୍ଡ । ୱାକଫ ବୋର୍ଡର ୮ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ଏହି ନିଷ୍ପତ୍ତି ନେଇଛନ୍ତି । ୫ ଏକର ଜମି ମିଳିବା ପରେ ଅନ୍ୟ ପ୍ରସଙ୍ଗରେ ବୋର୍ଡ…
ବାରବାଟୀ ପଡ଼ିଆ ଭିତରକୁ ପଲିଥିନ ମନା
କଟକ, ୨୬ା୧୧(ଓଡ଼ିଶା ଭାସ୍କର): ଆସନ୍ତା ବାରବାଟୀ ଦିନିକିଆ ମ୍ୟାଚରେ ପଡ଼ିଆ ଭିତରକୁ ପଲିଥିନ ପ୍ରବେଶକୁ ବ୍ୟାନ ହୋଇଛି । ଏହା ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏହାସହ…
ବିଜେପିକୁ ମହାରଥୀଙ୍କ ଚ୍ୟାଲେଞ୍ଜ
ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ଜମି ଦୁର୍ନୀତି ଅଭିଯୋଗ ଆସିବା ପରେ ବିଜେପିକୁ ଚ୍ୟାଲେଞ୍ଜ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ । ଅଭିଯୋଗରେ ବାସ୍ତବତା ନଥିବା କହିଛନ୍ତି ମହାରଥୀ । ଏନେଇ ଆଜି ଗୃହରେ ପ୍ରଦୀପ…
କାଲି ଯାଏଁ ବିଧାନସଭା ମୁଲତବୀ
ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ । ଆଜି ଗୃହରେ ବାଚସ୍ପତି କହିବାକୁ ସୁଯୋଗ ନଦେବାରୁ ହୋହଲ୍ଲା କରିଥିଲେ ବିଜେପି ସଦସ୍ୟ । ହଟ୍ଟଗୋଳ ଯୋଗୁଁ ଗୃହକୁ କାଲି ଦିନ ୧୨ଟା ଯାଏଁ…
ଏବେ ଖୋଲିବନି ମହାପ୍ରଭୁଙ୍କ ରତ୍ନଭଣ୍ଡାର
ଭୁବନେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ ଖୋଲିବନି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ପ୍ରତାପଙ୍କ ମତରେ, ରତ୍ନ ଭଣ୍ଡାର…
ସଂସଦରେ ସମ୍ବିଧାନ ଦିବସ ସମାରୋହ ପାଳିତ
ନୂଆଦିଲ୍ଲୀ,୨୬ ।୧୧: ଆଜି ସଂସଦରେ ପାଳିତ ହେଉଛି ସମ୍ବିଧାନ ଦିବସ । ସମ୍ବିଧାନ ପ୍ରଣୟନର ୭୦ ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ୱତନ୍ତ୍ର ଉତ୍ସବ ପାଳିତ ହେଉଛି । ସଂସଦ ଭବନରେ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ…
ବାଲେଶ୍ୱର ଆଲଏଜ ଖଣିରେ ଅଗ୍ନିକାଣ୍ଡ, ଜଣେ ଗୁରୁତର
ବାଲେଶ୍ୱର,୨୬ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ଜିଲ୍ଲାର କାଳିଆପାଣି ସ୍ଥିତ ଆଲଏଜ ଖଣିରେ ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ…
ଆସନ୍ତାକାଲି ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟ
ମୁମ୍ବାଇ,୨୬ ।୧୧: ମହାରାଷ୍ଟ୍ର ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଆସନ୍ତାକାଲି ମହାରାଷ୍ଟ୍ର ବିଧାନସଭାରେ ହେବ ଫ୍ଲୋର ଟେଷ୍ଟ । ସନ୍ଧ୍ୟା ୫ଟା ପୂର୍ବରୁ ବହୁମତ ପରୀକ୍ଷା ଦେବେ ବିଭିନ୍ନ…