Browsing Category

Breaking News

କିଛି ସମୟ ପରେ ମହାରାଷ୍ଟ୍ର ରାୟ

ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ର ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ସୁପ୍ରିମକୋର୍ଟ । ଶିବସେନା, କଂଗ୍ରେସ ଓ ଏନସିପିର ରିଟ୍ ପିଟିସନ ଉପରେ ହେବ ଆଜିର ଶୁଣାଣି । ଦିନ ୧୦ଟା ୩୦ରେ ହେବ ଏହି ମାମଲାର…

ଅଜିତଙ୍କୁ ମୁହଁତୋଡ ଜବାବ୍ ଦେଲେ ଶରଦ

ମୁୁମ୍ବାଇ,୧୪ ।୧୧: ମହାରାଷ୍ଟ୍ରରେ ରାତାରାତି ରାଜନୀତି ଓଲଟପାଲଟ ହୋଇଯିବା ପରେ ଆଜି ଟ୍ୱିଟରେ ଲଢେଇ ଦେଖିବାକୁ ମିଳିଛି । ଏନସିପିର ବିଦ୍ରୋହୀ ନେତା ବା ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା…

NDFBର ବଢିଲା କଟକଣା ଅବଧି

ନୂଆଦିଲ୍ଲୀ,୨୪ ।୧୧: ନ୍ୟାସନାଲ ଡେମୋକ୍ରାଟିକ୍‍ ଫ୍ରଣ୍ଟ ଅଫ୍‍ ବୋଡ଼ୋଲାଣ୍ଡ ବା ଏନ୍‍ଡିଏଫ୍‍ବିର ସମସ୍ତ ଗୋଷ୍ଠୀ ଓ ଛାମୁଆ ସଂଗଠନ ଗୁଡ଼ିକ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଉ ପାଞ୍ଚବର୍ଷ ପର୍ଯ୍ୟନ୍ତ  କଟକଣା ସମୟସୀମା…

ପରଲୋକରେ ମଧ୍ୟ-ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀ

ଭୋପାଳ,୨୪ ।୧୧: ମଧ୍ୟପ୍ରଦେଶରେ ପ୍ରଥମ ନନ୍-କଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥିବା କୈଳାସ ଚନ୍ଦ୍ର ଯୋଶୀଙ୍କ ଆଜି ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ଯୋଶୀ ପ୍ରାୟ ୩ ବର୍ଷ କାଳ ଅସୁସ୍ଥ…

ଝିଲି ପାଇବେ ଏକଲବ୍ୟ କ୍ରୀଡା ପୁରସ୍କାର

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ରାଜ୍ୟର ଭାରୋତ୍ତୋଳିକା ଝିଲି ଦଳବେହେରା ପାଇବେ ଏକଲବ୍ୟ କ୍ରୀଡା ପୁରସ୍କାର । ପ୍ରତିବର୍ଷ କ୍ରିଡାକ୍ଷେତ୍ରରେ ପୁରସ୍କାର ପ୍ରଦାନ କରୁଥିବା ଇମ୍ଫା କମ୍ପାନୀ ପକ୍ଷରୁ ଏନେଇ ସୂଚନା…

ବାରବାଟୀ ମ୍ୟାଚ୍ ପାଇଁ ବଜେଟ୍ ପ୍ରସ୍ତୁତ

କଟକ,୨୪ ।୧୧(ଓଡିଶା ଭାସ୍କର): ବାରବାଟୀ ଦିନିକିଆ ମ୍ୟାଚ ପାଇଁ ୬ କୋଟିର ବ୍ୟୟ ଅଟକଳ କରାଯାଇଛି । ଓସିଏର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଛି । ମ୍ୟାଚ ସୁପରିଚାଳନା ଓ ଦର୍ଶକଙ୍କ ସୁବିଧା ଉପରେ ଗୁରୁତ୍ୱ…

ଚାକିରୀ ଚାଲିଗଲେ ଚିନ୍ତା କରନ୍ତୁ ନାହିଁ: ୨ ବର୍ଷ ଯାଏଁ ଟଙ୍କା ଦେବ ଇଏସଆଇସି, ଜାଣନ୍ତୁ କିପରି?

ନୂଆଦିଲ୍ଲୀ,୨୪ ।୧୧: ପ୍ରାଇଭେଟରେ ଚାକିରୀ କରୁଥିବା କର୍ମଚାରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଉପହାର । ଯଦି ଆପଣଙ୍କ ଚାକିରୀ ଚାଲିଯାଏ, ତେବେ ସରକାର ଆପଣଙ୍କୁ ୨୪ ମାସ ଅର୍ଥାତ୍ ୨ ବର୍ଷ ପାଇଁ ଟଙ୍କା ଦେବ ।…

ପିଙ୍କ ଟେଷ୍ଟ ମ୍ୟାଚରେ ଭାରତ ବିଜୟୀ

କୋଲକାତା,୨୪ ।୧୧: କୋଲକାତାରେ ପ୍ରଥମ ପିଙ୍କ ବଲ ଟେଷ୍ଟ ମ୍ୟାଚରେ ବାଂଲାଦେଶକୁ ହରାଇଲା ଭାରତ । ବାଂଲାଦେଶକୁ ଏକ ଇନିଂସ ଓ ୪୬ ରନରେ ହରାଇଲା ଟିମ୍ ଇଣ୍ଡିଆ । ଉମେଶ ଯାଦବଙ୍କ ସର୍ବାଧିକ ୫ ଓ ଇଶାନ୍ତ ଶର୍ମାଙ୍କୁ ୪ଟି…

୮ରେ ବାଣୀବିହାର ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୪ ।୧୧(ଓଡିଶା ଭାସ୍କର): ଆସନ୍ତା ୮ ତାରିଖରେ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ୱର ଗସ୍ତରେ ଆସି ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ ଜୁବୁଲିରେ ରାଷ୍ଟ୍ରପତି ଯୋଗଦେବେ । ଉତ୍ସବରେ…

ପାକିସ୍ତାନର କଟା ଘା’ରେ ଚୂନ, ଚାଷୀ କହିଲେ- ‘ପିଓକେ ଦିଅ, ଟମାଟୋ ନିଅ’

ନୂଆଦିଲ୍ଲୀ,୨୪ ।୧୧: ପାକିସ୍ତାନରେ ଟମାଟୋ ଦର ଆକାଶ ଛୁଆଁ ହେବାରେ ଲାଗିଛି । ଏହାକୁ ନେଇ ମଧ୍ୟପ୍ରଦେଶ ଝାବୁଆର ଚାଷୀ ପ୍ରଧାନମନ୍ତ୍ରୀ ଇମରାନ୍ ଖାନଙ୍କୁ ଏକ ଭଲ ଅଫର ଦେଇଛନ୍ତି । ଚାଷୀମାନେ ଇମରାନଙ୍କୁ ସନ୍ଦେଶ ଦେଇ…