Browsing Category
Breaking News
ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ: ଓଡିଶା ହାଇକୋର୍ଟ
କଟକ, ୨୩ା୫(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ହାଇୋକର୍ଟଙ୍କ ରାୟ ଅନୁସାରେ ବିବାହ ପ୍ରଲୋଭନ ଦେଖାଇ ଯୌନ ସମ୍ପର୍କ ରଖିବା ବଳାତ୍କାର ନୁହେଁ । ଏକ ମାମଲାରେ ଶୁଣାଣି ବେଳେ…
ରାଜ୍ୟରେ ହୋମ ଡ଼େଲିଭରି ହେବ ମଦ, ହେଲେ କେବେଠୁ ଜାଣନ୍ତୁ
ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ମଦ ହୋମ ଡ଼େଲିଭରି ପାଇଁ ଅନୁମତି ମିଳିଛି । ଆସନ୍ତା ୨୪ରୁ ଏହି ନିୟମ କାର୍ଯ୍ୟକାରୀ ହେବ । କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଏହି ନିୟମ ଲାଗୁ ହେବ ନାହିଁ । କୌଣସି କାଉଣ୍ଟରରେ…
ନିଆରା ବାହାଘର: ଭିକ ମାଗୁଥିବା ଝିଅକୁ ଭଲ ପାଇବସିଲା ଖାଦ୍ୟ ବାଣ୍ଟୁଥିବା ଯୁବକ, ଆଉ ତା’ପରେ
ଲକଡାଉନ ସମୟରେ ବହୁ କାହାଣୀ ସାମନାକୁ ଆସୁଛି, ଯାହା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଉତ୍ତରପ୍ରଦେଶ କାନପୁରରେ ଏପରି ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ସେଠାରେ ଖାଇବା ବାଣ୍ଟୁ ବାଣ୍ଟୁ ଜଣେ ଯୁବକ ଭିକ…
୫ଜିଲ୍ଲାରେ ହିଟ୍ ୱେଭ୍ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୩ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଗତ ଦୁଇ ଦିନ ବାତ୍ୟା ଅମ୍ଫନ ପାଇଁ ବର୍ଷା ହୋଇଥିଲା ଏବଂ ତାପମାତ୍ରା କମ ଥିଲା । କିନ୍ତୁ ଆଜିଠାରୁ ୨୭ତାରିଖ ଯାଏଁ ୫ଜିଲ୍ଳାରେ…
ଗରାବଡ଼ୁ ନିଯୋଗର ହେବ କରୋନା ଟେଷ୍ଟ
ପୁରୀ, ୨୩ା୫(ଓଡ଼ିଶା ଭାସ୍କର): ସ୍ନାନ ପୂର୍ଣ୍ଣିମା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ଼-୧୯କୁ ନେଇ ସଚେତନତା ବୈଠକ କରାଯାଇଛି । ଦଇତାପତି ନିଯୋଗ ପରେ ଆଜି ଗରାବଡ଼ୁ ନିଯୋଗ ସହ ବୈଠକ…
ଲକଡାଉନରେ ବିରକ୍ତ ହେବାରୁ ଏପରି କଲେ ଯୁବକ, ଧରାପଡିବା ପରେ ନିର୍ଧୁମ୍ ମାଡ
କରୋନା ଭାଇରସ୍ ଯୋଗୁଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଜାରି ରହିଛି । ଏହାରି ମଧ୍ୟରେ ଏକ ମାମଲା ସାମନାକୁ ଆସିଛି, ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଲକଡାଉନରେ ବିରକ୍ତ ହୋଇ ଜଣେ ଯୁବକ ଏକ ସରକାରୀ…
US is cosidering to conduct first nuclear test since 1992
Washington DC, 23/5: According to a sensational report, United State's trump government is mulling over the idea of conducting a nuclear test. This will be their first nuclear test…
ଥାନାରେ ଗୋଇଠା ଓ ଠେଙ୍ଗାରେ ପିଟିବା ପଡ଼ିଲା ମହଙ୍ଗା, ପାଟଣା ଥାନା ଆଇଆଇସି ନିଲମ୍ବିତ
କେନ୍ଦୁଝର, ୨୩ା୫(ଓଡ଼ିଶା ଭାସ୍କର): କେନ୍ଦୁଝର ସ୍ଥିତ ପାଟଣା ଥାନା ମହିଳା ଆଇଆଇସି ସନ୍ଧ୍ୟାରାଣୀ ଜେନା ନିଲମ୍ବିତ ହୋଇଛନ୍ତି । ଥାନା ଭିତରେ ଯୁବକଙ୍କୁ ମାଡ଼ ମାରିବା ଘଟଣାରେ ନିଲମ୍ବିତ ହୋଇଛନ୍ତି । ତାଙ୍କୁ ନିଲମ୍ବନ…
Private Liquor Shop open in this state today ..but with strange rule. Know the details
Lockdown has a severe impact on our economy. To boost the state's economy, the Delhi government has decided to allow the private liquor shops to open from today.
The Excise…
ଦେହଜୀବୀଙ୍କ ଉପରେ କରୋନା ପ୍ରଭାବ, କହିଲେ- ଗ୍ରାହକ ନମିଳିଲେ ଭୋକରେ ମରିଯିବୁ
ସାରା ବିଶ୍ୱରେ କରୋନା ଭାଇରସ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଏଥିରେ ବହୁ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ସାମାଜିକ ଦୂରତା ହେତୁ ଲୋକମାନେ ଘରେ ରହି କାମ କରୁଥିବା…