Browsing Category
Breaking News
ଏୟାର ଇଣ୍ଡିଆର ୫ ପାଇଲଟ୍ କରୋନା ପଜିଟିଭ୍
ଏୟାର ଇଣ୍ଡିଆର ପାଇଲଟ୍ ବି କରୋନା ଭାଇରସ୍ କବଜାରେ ଆସିଛନ୍ତି । ଏୟାର ଇଣ୍ଡିଆର ୫ ପାଇଲଟ କରୋନା ଭାଇରସ୍ରେ ଚିହ୍ନଟ ହୋଇଛନ୍ତି । ଉଡାଣ ଭରିବାର ୭୨ ଘଣ୍ଟା ପୂର୍ବରୁ ହୋଇଥିବା ପରୀକ୍ଷାରେ ସେମାନଙ୍କ ରିପୋର୍ଟ ପଜିଟିଭ୍…
ସାନ ଭାଇକୁ ହତ୍ୟା କଲା ବଡ଼ଭାଇ
ବଲାଙ୍ଗୀର, ୧୦ା୫ (ଓଡ଼ିଶା ଭାସ୍କର): ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ନିଜ ସାନ ଭାଇକୁ ହତ୍ୟା କରିଛି ବଡ଼ଭାଇ । ସାମାନ୍ୟ କଳହକୁ କେନ୍ଦ୍ର କରି ଏପରି ଘଟିଥିବା କୁହାଯାଉଛି । ପାଟଣାଗଡ଼ ବ୍ଲକ ଧାଉଁରାଦାଦର ବ୍ଲକରେ ଏପରି…
ଲକ୍-ଡାଉନରେ କାଲିଠାରୁ ଏହି ଦାମରେ ସୁନା ବିକିବେ ସରକାର!
ଦିନକୁ ଦିନ ସୁନା ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଯଦି ଆପଣକ୍କ୍-ଡାଉନରେ ଘରେ ବସି ସୁନା କିଣିବାକୁ ଚାହୁଁଛନ୍ତି, ତେବେ ସରକାର ଆପଣଙ୍କ ପାଇଁ ଏକ ଖାସ୍ ଯୋଜନା ପ୍ରସ୍ତୁତ କରିଛନ୍ତି । ସରକାରଙ୍କ ପକ୍ଷରୁ FY…
Vegetable seller’s family with 16 member found Corona positive
New cases of coronavirus infection in Uttar Pradesh are not stopping. In Meerut district, there has been a case of 16 people getting infected with COVID-19 simultaneously. They are…
ସିକ୍କିମ୍ ସୀମାରେ ଭାରତ-ଚୀନ୍ ସେନା ହାତାହାତି, ଉଭୟ ପକ୍ଷର ଅନେକ ଆହତ
ଗ୍ୟାଙ୍ଗଟକ୍, ୧୦ା୫: ସିକ୍କିମ୍ ସୀମାରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଛନ୍ତି । ଭାରତୀୟ ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉତ୍ତର ସିକ୍କିମ୍ ଅଞ୍ଚଳର ନାକୁଲା ସେକ୍ଟରରେ ଏପରି ଘଟଣା ଘଟିଛି । ଏପରିକି…
ମାଲଦୀପରୁ ଫେରିଲେ ୬୯୮ ଭାରତୀୟ
ନୂଆଦିଲ୍ଲୀ, ୧୦ା୫: ମାଲଦୀପ ମାଲେରେ ଫସି ରହିଥିବା ୬୯୮ଜଣ ଭାରତୀୟଙ୍କୁ ରବିବାର ଭାରତ ଅଣାଯାଇଛି । ନୌସେନାର ଆଇଏନ୍ଏସ୍ ଜଳସ୍ୱ ଜାହାଜ ଜରିଆରେ ସେମାନେ କେରଳର କୋଚି ପହଞ୍ଚିଥିବା ନେଇ ସୂଚନା ଦିଆଯାଇଛି । ସମୁଦ୍ର ସେତୁ…
ଚେତାବନୀ: ପୃଥିବୀରେ ଭୟଙ୍କର ମହାମାରୀ ସୃଷ୍ଟିକରିପାରେ ମଙ୍ଗଳ ଗ୍ରହର ନମୁନା!
କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଅନ୍ୟଗ୍ରହର ନମୁନାକୁ ନେଇ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ । ଆମେରିକାର ମହାକାଶ ଅନୁସନ୍ଧାନ ଏଜେନ୍ସି ଓ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ,…
‘ଷ୍ଟେଜ୍-୩ ପାଦଦେଶରେ ଓଡ଼ିଶା’
ଭୁବନେଶ୍ୱର, ୧୦ା୫ (ଓଡ଼ିଶା ଭାସ୍କର): ଷ୍ଟେଜ୍-୩ ପାଦଦେଶରେ ଓଡ଼ିଶା ପହଞ୍ଚିଛି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ତେବେ କରୋନା ମହାମାରୀକୁ ନେଇ ଭୟଭୀତ ହେବାର କୌଣସି…
ସୂର୍ଯ୍ୟଙ୍କ ଚାରିପାଖେ ଦେଖାଦେଲା ଇନ୍ଦ୍ରଧନୁ ବଳୟ
ଭୁବନେଶ୍ୱର, ୧୦ା୫: ରାଜ୍ୟର ଅନେକ ସ୍ଥାନରେ ଆଜି ସୂର୍ଯ୍ୟଙ୍କ ଚାରିପାଖରେ ଇନ୍ଦ୍ରଧନୁ ରଙ୍ଗ ଥିବା ଏକ ବଳୟ ଦେଖିବାକୁ ମିଳିଥିଲା । ଦିନ ପ୍ରାୟ ୧୦ଟା ସମୟରେ ମେଘ ଓ ଆଲୋକ ଦ୍ୱାରା ସଙ୍ଗଠିୀତ ଏପରି ଏକ ଅସାଧାରଣ ଦୃଶ୍ୟ…
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
ସମ୍ବଲପୁର, ୧୦ ।୫(ଓଡିଶା ଭାସ୍କର ): ଲକ୍ -ଡାଉନ ସମୟରେ ବି ପିଶାଚଙ୍କ ଆକ୍ରୋଶରୁ ବର୍ତ୍ତି ପାରିନାହାଁନ୍ତି ଦିବ୍ୟାଙ୍ଗ ଯୁବତୀ । ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକ୍ଟିଦେଉଳ ଥାନା…