Browsing Category

Breaking News

ଇରାକ ଉପରେ ଆମେରିକାର ବିମାନ ଆକ୍ରମଣ

ଇରାକ, ୩ା୧: ବାଗଦାଦ୍ ଏୟାରପୋର୍ଟରେ ଆମେରିକା ଆକ୍ରମଣ କରିଥିବା ସୂଚନା ମିଳିଛି । ବିମାନ ବନ୍ଦର ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୮ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ…

ବସ୍-ଟ୍ରକ ମୁହାଁମୁହିଁ ,୨ମୃତ ଓ ୨୮ଆହତ

ଭଦ୍ରକ, ୩ା୧(ଓଡ଼ିଶା ଭାସ୍କର): ଭଦ୍ରକ ବନ୍ତଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଥିବା ଓଭରବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ତୀର୍ଥଯାତ୍ରୀ ବସ୍ ସହ ଟ୍ରକ ମୁହାଁମୁହିଁ ହୋଇଛି । ଯାହା ଫଳରେ…

ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ଆଜି ବୌଦ୍ଧ ମହୋତ୍ସବ ଉଦଘାଟିତ ହୋଇ ସାରିଛି । ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବୌଦ୍ଧ…

ଓଡିଶାକୁ ‘କୃଷି କର୍ମଣ’ ପୁରସ୍କାର

ତୁମୁକୁରୁରୁ,୨ ।୧: ଓଡିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷି କ୍ଷେତ୍ରରେ ଅବଦାନ ପାଇଁ ଓଡିଶା ପୁରସ୍କୃତ ହୋଇଛି । କୋଟିଏ ଟଙ୍କାର ସୁରସ୍କାର ଗ୍ରହଣ କଲେ କୃଷିମନ୍ତ୍ରୀ…

ମଧ୍ୟପ୍ରଦେଶ ଫେରିଯିବ ସୁନ୍ଦରୀ!

ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ବାଘୁଣୀ ସୁନ୍ଦରୀକୁ ଫେରାଇ ଦେବାକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି । ସୁନ୍ଦରୀକୁ ଯେକୌଣସି ସମୟରେ ଫେରାଇ ନେବେ…

ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ୩୩ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦଘାଟିତ ହୋଇଛି । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଏହି ମହୋତ୍ସବ ହେବ…