Browsing Category
Breaking News
କାଲି ବନ୍ଦ ରହିବ ଘରୋଇ ବସ୍ ଚଳାଚଳ
ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ଭାରତ ବନ୍ଦ ପାଇଁ ଆସନ୍ତାକାଲି ଘରୋଇ ବସ୍ ଚଳାଚଳ ବନ୍ଦ ରହିବ । କାଲି ସନ୍ଧ୍ୟା ୬ଟା ପରେ ବସ୍ ଚଳାଚଳ ସ୍ୱାଭାବିକ ହେବ । ଏନେଇ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା…
ବନ୍ଦ ପାଇଁ ଘୁଞ୍ଚିଲା ପରିକ୍ଷା
ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ଆସନ୍ତାକାଲି ଭାରତ ବନ୍ଦ ପ୍ରଭାବରେ ୮ ତାରିଖରେ ହେବାକୁ ଥିବା ବିଶ୍ୱବିଦ୍ୟାଳୟର ସବୁ ପରୀକ୍ଷା ଘୁଞ୍ଚାଯାଇଛି । ପରୀକ୍ଷାର ନୂଆ ତାରିଖ ପରେ ଘୋଷଣା କରିବେ ବିଶ୍ୱବିଦ୍ୟାଳୟର…
ଭାରତ ବନ୍ଦ ଡାକରା, ରାଜଧାନୀ ଜଗିବେ ୧୫ପ୍ଲାଟୁନ ପୋଲିସ
ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଆସନ୍ତାକାଲି ୨୪ଘଣ୍ଟିଆ ଭାରତ ବନ୍ଦ ହେବ । ଏହି ବନ୍ଦ ଡାକରା ନେଇ ଭୁବନେଶ୍ୱର ଡିସିପି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି ।…
ଜେଲରେ କଏଦୀଙ୍କ ଚୋରା ମୋବାଇଲ ଜଗିବ ଫୋନ ଡିଟେକ୍ଟର
ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ଜେଲରେ କଏଦୀମାନେ ମୋବାଇଲ ଚୋରାରେ ନେଇଯାଇଥାନ୍ତି । ଏଣିକି ଏପରି ଆଉ ହୋଇପାରିବ ନାହିଁ । ଜେଲରେ କଏଦୀଙ୍କ ଚୋରା ମୋବାଇଲକୁ ଜଗିବ ଫୋନ ଡିଟେକ୍ଟର । ଅପରାଧୀ ସଂଖାକୁ ଦେଖି ରାଜ୍ୟର…
ଝାରସୁଗୁଡାରେ ୫-ଟି ସଚିବ
ଝାରସୁଗୁଡା,୭ ।୧(ଓଡିଶା ଭାସ୍କର): ଅଚାନକ୍ ଝାରସୁଗୁଡା ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ୍ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେ ସ୍ୱାସ୍ଥ୍ୟସେବା ଓ ସୁବିଧାର ସମୀକ୍ଷା କରିଛନ୍ତି । ୫-ଟି ସଚିବଙ୍କ…
Hindu Raksha Dal claims responsibilty for JNU violence
New Delhi, 7/1: Right-wing Hindu Raksha Dal claims responsibility for Jawaharlal Nehru University violence. Hindu Raksha Dal leader Bhupendra Tomar is also known as Pinky Chaudhary…
India set to begin new year in Style against SriLanka today.
Indore,7/1: India set to face Srilanka in the second T20 at the Holker Stadium, Indore. This will be the first time in the new year, fans will able to see men in Blue in action as…
ବନ୍ଦ ଡାକରାକୁ ମନ୍ତ୍ରୀଙ୍କ ସମର୍ଥନ
ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ଭାରତ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସ୍ୱାଇଁ କହିଛନ୍ତି ଯେ, ଦରଦାମ ଓ ବେକାରି ବଢିଛି । ଲୋକଙ୍କ ହାତରେ କାମ ନାହିଁ । ସବକା…
କାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏନେଇ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି ।
ତେବେ…
ଭିଜିଲାନ୍ସ ଜାଲରେ କୋଟିପତି ପ୍ରଧାନଶିକ୍ଷକ
ରାଇଘର,୭ ।୧(ଓଡିଶା ଭାସ୍କର): ନବରଙ୍ଗପୁର ରାଇଘରର କୋଟିପତି ଶିକ୍ଷକଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ । ବରଗାଁ ୟୁପି ସ୍କୁଲର ପ୍ରଧାନଶିକ୍ଷକ ରଞ୍ଜିତ ପାଣିଗ୍ରାହୀଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି…