Browsing Category

Breaking News

ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଅଟକ

ପିପିଲି, ୩ା୧(ଓଡ଼ିଶା ଭାସ୍କର): ପୁଣି ଖାକି ବର୍ଦ୍ଦିରେ କଳଙ୍କ । ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଅଟକ…

୧୧ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !

ଭୁବନେଶ୍ୱର, ୩ା୧(ଓଡ଼ିଶା ଭାସ୍କର): ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ୧୧ଜିଲ୍ଳା ପାଇଁ ୟୋଲୋ…

ଇରାକ ଉପରେ ଆମେରିକାର ବିମାନ ଆକ୍ରମଣ

ଇରାକ, ୩ା୧: ବାଗଦାଦ୍ ଏୟାରପୋର୍ଟରେ ଆମେରିକା ଆକ୍ରମଣ କରିଥିବା ସୂଚନା ମିଳିଛି । ବିମାନ ବନ୍ଦର ଉପରେ ଆମେରିକା ଏୟାର ଷ୍ଟ୍ରାଇକ କରିଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୮ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ…

ବସ୍-ଟ୍ରକ ମୁହାଁମୁହିଁ ,୨ମୃତ ଓ ୨୮ଆହତ

ଭଦ୍ରକ, ୩ା୧(ଓଡ଼ିଶା ଭାସ୍କର): ଭଦ୍ରକ ବନ୍ତଛକରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଥିବା ଓଭରବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ତୀର୍ଥଯାତ୍ରୀ ବସ୍ ସହ ଟ୍ରକ ମୁହାଁମୁହିଁ ହୋଇଛି । ଯାହା ଫଳରେ…

ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨ା୧(ଓଡ଼ିଶା ଭାସ୍କର): ଆଜି ବୌଦ୍ଧ ମହୋତ୍ସବ ଉଦଘାଟିତ ହୋଇ ସାରିଛି । ଲୋକସେବା ଭବନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ବୌଦ୍ଧ ମହୋତ୍ସବ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବୌଦ୍ଧ…

ଓଡିଶାକୁ ‘କୃଷି କର୍ମଣ’ ପୁରସ୍କାର

ତୁମୁକୁରୁରୁ,୨ ।୧: ଓଡିଶାକୁ କୃଷି କର୍ମଣ ପୁରସ୍କାର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୃଷି କ୍ଷେତ୍ରରେ ଅବଦାନ ପାଇଁ ଓଡିଶା ପୁରସ୍କୃତ ହୋଇଛି । କୋଟିଏ ଟଙ୍କାର ସୁରସ୍କାର ଗ୍ରହଣ କଲେ କୃଷିମନ୍ତ୍ରୀ…