Browsing Category

ବାଣିଜ୍ୟ

TRAI ଆକ୍ସନରେ ମୋବାଇଲ ୟୁଜରଙ୍କୁ ଫାଇଦା : ଯଦି ୨୪ ଘଣ୍ଟା ମଧ୍ୟରେ ମୋବାଇଲ୍ ନେଟୱାର୍କ ନଆସେ, ତେବେ କମ୍ପାନୀ ଦେବ କ୍ଷତିପୂରଣ

ନୂଆଦିଲ୍ଲୀ: ଯଦିଓ ଟେଲିକମ୍ କମ୍ପାନୀଗୁଡିକ ଶୁଳ୍କ ବୃଦ୍ଧି କରି ସାଧାରଣ ଲୋକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି, କିନ୍ତୁ ଏକ ମାସ ପରେ ଟେଲିକମ୍ ରେଗୁଲେଟର ଟ୍ରାଇ ମୋବାଇଲ୍ ବ୍ୟବହାରକାରୀଙ୍କୁ ଖୁସି କରିଛି । ଟ୍ରାଇ ଏକ…

୫୦ ହଜାର କୋଟିରୁ ଅଧିକ ମୂଲ୍ୟର ୮ ଟି ହାଇ ସ୍ପିଡ୍ ରୋଡ୍ କରିଡରକୁ କେନ୍ଦ୍ର ଦେଲା ମଞ୍ଜୁରି, ଜାଣନ୍ତୁ ପ୍ରକଳ୍ପ ସମ୍ପର୍କରେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ସମଗ୍ର ଦେଶରେ ୫୦,୬୫୫ କୋଟି ଟଙ୍କା ବ୍ୟୟରେ ୯୩୬ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ୮ଟି…

ରାଜ୍ୟରେ ଆଳୁ ସଙ୍କଟର ଫିଟୁଛି ବାଟ: ଯୋଗାଣ ମନ୍ତ୍ରୀଙ୍କ ସହ ବ୍ୟବସାୟୀ ସଂଘର ଚାଲିଛି ବୈଠକ

ଭୁବନେଶ୍ୱର: ଓଡିଶାରେ ଆଳୁ କୁ ନେଇ ଯେଉଁ ସମସ୍ୟା ଲାଗି ରହିଛି ତାର ସମାଧାନ ଦିଗରେ ସରକାର ଗୁରୁତ୍ୱ ସହ ବ୍ୟବସାୟୀ ସଙ୍ଘ ମାନଙ୍କ ସହିତ ଆଲୋଚନା କରିଛନ୍ତି । ଭଦ୍ରକ ସର୍କିଟ ହାଉସ ଠାରେ ରହି ଉପ-ଜିଲ୍ଲାପାଳ ଓ ଯୋଗାଣ…

ରାଜ୍ୟ ସରକାରଙ୍କ ୩ ଦିନିଆ ନିବେଶକ ସମ୍ମିଳନୀ: ଓଡ଼ିଶାକୁ ଚଳିତ ବର୍ଷ ଅଧିକ ପୁଞ୍ଜି ଆଣିବାକୁ ଲକ୍ଷ୍ୟ, ସୂଚ଼ନା ଦେଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାର କରିବେ ନିବେଶକ ସମ୍ମିଳନୀ । ଏହା ଚଳିତ ମାସ ଅଗଷ୍ଟ ୭ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହେବ । ନିବେଶକ ସମ୍ମିଳନୀଟି ପୁଣେ ଓ ଅହମ୍ମଦାବାଦରେ ହେବାକୁ ଯାଉଛି । ସମ୍ମିଳନୀରେ ଯୋଗଦେବେ ଶିଳ୍ପ,…

(Video) BSNL ଲଞ୍ଚ୍ କଲା 5G Sim Card! ଏଣିକି ୟୁଜରଙ୍କୁ ମିଳିବ ଶସ୍ତା ପ୍ଲାନ, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ: ସମସ୍ତ ଘରୋଇ ଟେଲିକମ୍ ନେଟୱର୍କ ନିଜର ରିଚାର୍ଜ ପ୍ଲାନ ମହଙ୍ଗା କରିବା ପରେ BSNLକୁ ମନେ ପକାଇଛନ୍ତି ୟୁଜର । ତେବେ ଏହି କମ୍ପାନୀ ହାଇସ୍ପିଡ ଇଣ୍ଟରନେଟ ସୁବିଧା ନଥିବାରୁ ଏହାର ୟୁଜର ଖୁବ କମ୍ ରହିଛି ।…

UPI ବ୍ୟବହାରକାରୀଙ୍କ ପାଇଁ ବଡ ଖବର! ଏହି ଦିନ ହେବନାହିଁ କୌଣସି ପେମେଣ୍ଟ, ଆଗୁଆ କରନ୍ତୁ ଟ୍ରାଞ୍ଜାକ୍ସନ୍

ନୂଆଦିଲ୍ଲୀ:ଭାରତରେ ୟୁପିଆଇ ପେମେଣ୍ଟ ବହୁଳ ବ୍ୟବହୃତ ହେଉଛି । ଯଦି ଆପଣ ୟୁପିଆଇ ପେମେଣ୍ଟ କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର । ବାସ୍ତବରେ ଅଗଷ୍ଟ ୪ ରେ ଏହା କାମ କରିବ ନାହିଁ ।…

ଆପଣଙ୍କ କାରରେ ପୁରୁଣା FashTag ଲାଗିଛି କି? ହୋଇଯାଆନ୍ତୁ ସତର୍କ, ବଦଳିଗଲା ଏହି ୭ଟି ନିୟମ

ନୂଆଦିଲ୍ଲୀ: ସମସ୍ତ ଗାଡ଼ି ଚାଳକଙ୍କ ପାଇଁ ଫାଷ୍ଟାଗ ଅତ୍ୟନ୍ତ ଆବଶ୍ୟକ ହୋଇଯାଇଛି । ଏହା ମାତ୍ର ଟୋଲ ପ୍ଲାଜା ଉପରେ ସମୟ ସହ ଟଙ୍କାକୁ ମଧ୍ୟ ସଞ୍ଚୟ କରିଥାଏ । ଯଦି ଆପଣ କାରରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ଫାଷ୍ଟାଗ…

ରେକର୍ଡ କଲା UPI ଟ୍ରାଞ୍ଜାକ୍ସନ୍, ଲଗାତାର ତୃତୀୟ ମାସ ପାଇଁ ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ: ଡିଜିଟାଲ୍ ଅର୍ଥନୀତିର ବିକାଶରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ୟୁପିଆଇ ମାଧ୍ୟମରେ ଦେୟ ଦେବା ଅତି ସହଜ ହୋଇଛି । ଏଭଳି ପରିସ୍ଥିତିରେ ଏହା…

Moto Edge 50 ଭାରତରେ ହେଲା ଲଞ୍ଚ, ଏହି ଦମଦାର ଫିଚର ଫୋନରେ ମିଳିବ ୨୦୦୦ ଟଙ୍କାର ଡିସକାଉଣ୍ଟ

ନୂଆଦିଲ୍ଲୀ: ମୋଟୋରୋଲା ଅନେକ ଫୋନ ଭାରତରେ ଲଞ୍ଚ କରିଛି । ଏହାରି ମଧ୍ୟରେ କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନର ନାମ ମଧ୍ୟ ଯୋଡିଛି, ଯାହାର ନାମ Moto Edge 50 ଅଟେ । ଏହି ଫୋନକୁ ବର୍ତ୍ତମାନ ଅଫିସିଆଲ ଭାବେ ଭାରତରେ…

ଭରିଲା ମୋଦୀ ସରକାରଙ୍କ ରାଜକୋଷ: ଜୁଲାଇରେ ଜିଏସ୍ଟି ସଂଗ୍ରହ ୧୦.୩ ପ୍ରତିଶତ ବୃଦ୍ଧି ପାଇ ୧.୮୨ ଲକ୍ଷ କୋଟି ଟଙ୍କା ହେଲା ପାର୍

ନୂଆଦିଲ୍ଲୀ: ଜୁଲାଇରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ସଂଗ୍ରହ ୧,୮୨,୦୭୫ କୋଟିରେ ପହଞ୍ଚିଛି, ଯାହା ଗତ ବର୍ଷ ତୁଳନାରେ ୧୦.୩ ପ୍ରତିଶତ ବୃଦ୍ଧି ହୋଇଛି । ଜୁଲାଇ ୨୦୨୩ ରେ ୧,୬୫,୧୦୫ କୋଟି ଟଙ୍କା ସଂଗ୍ରହ ହୋଇଥିଲା ।…