Browsing Category

ବାଣିଜ୍ୟ

ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହି ୧୭ଟି ଆପ୍ ବ୍ୟାନ୍, ଆପଣ କରୁନାହାଁନ୍ତି ତ ବ୍ୟବହାର ?

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୧୭ଟି ବିଦେଶୀ କ୍ରିପ୍ଟୋ ଏକ୍ସଚେଞ୍ଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ଗୁଗୁଲ୍ ପରେ ଆପଲ୍ ମଧ୍ୟ ନିଜ ଷ୍ଟୋରରୁ ଏହି ଆପ୍ସ ବିରୋଧରେ ବଡ଼…

୧୦ ମହିଳା ଧନୀ ତାଲିକାରେ ରହିଛି ପ୍ରଥମ ଭାରତୀୟ ମହିଳାଙ୍କ ନାମ, ଯିଏ କି ଏତିକି କୋଟି ସମ୍ପତ୍ତିର ମାଲିକାଣୀ

ନୂଆଦିଲ୍ଲୀ,୨୭ା୩: ହାରୁନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏହାର ଗ୍ଲୋବାଲ୍ ରିଚ୍ ବା ଧନୀ ତାଲିକା ୨୦୨୫ ପ୍ରକାଶ କରିଛି। ଏହା ଅନୁଯାୟୀ, HCL ଚେୟାରମ୍ୟାନ୍ ରୋଶନି ନାଡାର ବିଶ୍ୱର ୧୦ ଧନୀ ମହିଳା ତାଲିକାରେ ସ୍ଥାନ ପାଇ…

ବଢ଼ିଲା କ୍ଷୀର ଦାମ୍, ଜାଣନ୍ତୁ ପ୍ୟାକେଟ୍ ପିଛା କେତେ ବଢ଼ିଲା…

ବେଙ୍ଗାଲୁରୁ,୨୮ା୩: ଆଜିକାଲି ଦରଦାମ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଉଥିବାବେଳେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ବୃଦ୍ଧି ଲୋକଙ୍କୁ ଆହୁରି ଦୁର୍ବଳ କରିଦେଉଛି । ରାତି ପାହିଲେ ପିଲାଙ୍କଠାରୁ ଆରମ୍ଭ କରି…

ATMରୁ 2 ହଜାର କୋଟିର ଲାଭ ପାଇଲା SBI, ଅନ୍ୟ ବ୍ୟାଙ୍କର ବିପୁଳ କ୍ଷତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦରେ ସରକାରୀ ବ୍ୟାଙ୍କଗୁଡ଼ିକର ଏଟିଏମ୍ ରୁ ଆୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଲୋକସଭାରେ ସାଂସଦ ମାଲା ରାୟଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥ…

ଡୋନାଲ୍ଡ ଟ୍ରମ୍ପଙ୍କ ଯୋଗୁଁ ଲଗାତାର ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହେଲା ସୁନା, କ’ଣ ପୁଣି କରିବ କି ରେକର୍ଡ?

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ ଲଗାତାର ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି । ଯାହା ଯୋଗୁଁ ସୁନା ପୁଣି ଥରେ ୯୧ ହଜାର ଟଙ୍କା ଅତିକ୍ରମ କରିଛି । ବିଶେଷଜ୍ଞଙ୍କ ମତରେ, ଡୋନାଲ୍ଡ ଟ୍ରମ୍ପଙ୍କ ଅଟୋ…

ଏପ୍ରିଲରୁ ଏହି କ୍ରେଡିଟ୍ କାର୍ଡଗୁଡ଼ିକରେ ହେବ କି ବଡ଼ ପରିବର୍ତ୍ତନ? ନିୟମ ବଦଳାଇଲେ SBI, IDFC ଓ Axis ବ୍ୟାଙ୍କ

ନୂଆଦିଲ୍ଲୀ: ୧ ଏପ୍ରିଲ୍ ୨୦୨୫ରୁ ଦେଶର ଅନେକ ପ୍ରମୁଖ ବ୍ୟାଙ୍କ ସେମାନଙ୍କର କ୍ରେଡିଟ୍ କାର୍ଡର ଆୱାଡ ପଏଣ୍ଟ ପରିବର୍ତ୍ତନ କରିପାରନ୍ତି । ଯଦି ଆପଣ ମଧ୍ୟ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣ ଉପରେ ଏହାର…

‘ବିନା କୌଣସି ଚେତାବନୀ’ରେ ୩୦୦ କର୍ମଚାରୀଙ୍କୁ ଚାକିରିରୁ କାଢିଦେଲା Zomato, ରେଡିଟ ୟୁଜରଙ୍କ ଦାବି

ନୂଆଦିଲ୍ଲୀ: ଜୋମାଟୋର ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ ଆଣିଛନ୍ତି ଯେ, କମ୍ପାନୀ ବିନା କୌଣସି ସୂଚନାରେ ୩୦୦ରୁ ଅଧିକ କର୍ମଚାରୀଙ୍କୁ ଅଚାନକ ଚାକିରିରୁ ବାହାର କରିଦେଇଛି। ଏହି ପୋଷ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ…

Jio ଲଞ୍ଚ କଲା ୧୦୦ ଟଙ୍କିଆ ଶସ୍ତା ପ୍ଲାନ, ମିଳିବ ୯୦ ଦିନର Validity, ମଉଜ କରିବେ IPL ପ୍ରେମୀ

ନୂଆଦିଲ୍ଲୀ: ଜିଓ ବିଗତ ଦିନରେ ଜିଓହଟଷ୍ଟାରର ଅନେକ ପ୍ଲାନ ଲଞ୍ଚ କରିଥିଲା। କମ୍ପାନୀ ଆଇପିଏଲର ୧୮ ତମ ସଂସ୍କରଣରେ ୧୦୦ ଟଙ୍କିଆ ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ ଜାରି କରିଛି। ଏଥିରେ ୟୁଜର୍ସଙ୍କୁ ୯୦ ଦିନର…

Personal Loanର EMI ସୁଝିବାରେ ଅସୁବିଧା ଭୋଗୁଛନ୍ତି କି? ଏହି ଉପାୟକୁ ଅପଣାଇ କରଜ ଜାଲରୁ ପାଇପାରିବେ ମୁକ୍ତି

ନୂଆଦିଲ୍ଲୀ: ଅଚାନକ ଆମର ଚାକିରି ଚାଲିଯିବା ଏବଂ ବିଜନେସ ନ ଚାଲିବାରେ ଆମେ କରିଥିବା ଲୋନର ଇଏମଆଇ ସୁଝିବାରେ ଅସୁବିଧା ଭୋଗିଥାଉ। ଏଭଳି ପରିସ୍ଥିତିରେ ଆପଣ ବିଚଳିତ ହୁଅନ୍ତୁ ନାହିଁ। ଆପଣ କିଛି ଉପାୟ ଅବଲମ୍ବନ କରି ଏହି…

ମେ’ ୧ରୁ ହେବ ବଡ଼ ପରିବର୍ତ୍ତନ: ATMରୁ ଟଙ୍କା ଉଠାଇବାକୁ ହେଲେ ଏଣିକି ଦେବାକୁ ପଡ଼ିବ…

ନୂଆଦିଲ୍ଲୀ,୨୬ା୩: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ- ଆରବିଆଇ, ଏଟିଏମ୍ ବିନିମୟ ଶୁଳ୍କ ଅର୍ଥାତ୍ ଇଣ୍ଟରଚେଞ୍ଜ୍ ଫି ବୃଦ୍ଧିକୁ ଅନୁମୋଦନ କରିଛି। ରିପୋର୍ଟ ଅନୁଯାୟୀ, ଆର୍ଥିକ କାରବାର ପାଇଁ ଫି ୨ ଟଙ୍କା ଏବଂ ଅଣ ଆର୍ଥିକ…