Browsing Category
ବାଣିଜ୍ୟ
PF ଆକାଉଣ୍ଟରୁ ୬୦ ବର୍ଷ ପରେ କେତେ ମିଳିବ ଦରମା, ବୁଝନ୍ତୁ ହିସାବ
ନୂଆଦିଲ୍ଲୀ: ଯଦି ଆପଣ ଚାକିରି କରୁଛନ୍ତି ଏବଂ ଆପଣଙ୍କର ପିଏଫ ଆକାଉଣ୍ଟ ଅଛି ତେବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଅବଶ୍ୟ ଆସୁଥିବ ଯେ, ଅବସର ପରେ ଆପଣଙ୍କୁ କେତେ ମିଳିବ ପେନସନ। ଅବସରର ବୟସ ୬୦ ବର୍ଷ ପର୍ଯ୍ୟନ୍ତ ରହିଥାଏ।…
UPIରୁ ଏତିକି ଲକ୍ଷ ଉଠାଇ ପାରିବେ EPFO ଟଙ୍କା, ଜୁନରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: କିଛି ମାସ ପରେ ଆପଣ ୟୁପିଆଇ ମାଧ୍ୟମରେ ଇପିଏଫଓର ଟଙ୍କା ବାହାର କରିପାରିବେ। ଅନୁମାନ କରାଯାଉଛି ଯେ, ଏହି ବ୍ୟବସ୍ଥା ଜୁନ ମାସରେ କରାଯିବ। ଆସନ୍ତୁ ଜାଣିବା ଏହି ବିଷୟରେ..
ୟୁପିଆଇରୁ ବାହାରିବ ଇପିଏଫଓ…
ହ୍ରାସ ପାଇଲା ସୁନା ମୂଲ୍ୟ, ରୂପା ମଧ୍ୟ ହେଲା ଶସ୍ତା, ଜାଣନ୍ତୁ ଲାଟେଷ୍ଟ ଦାମ୍
ନୂଆଦିଲ୍ଲୀ: ସୁନାର ଘରୋଇ ବଜାର ମୂଲ୍ୟରେ ବୁଧବାର ସକାଳୁ ହ୍ରାସ ଦେଖିବାକୁ ମିଳିଛି। ଏମସିଏକ୍ସରେ ୪ ଏପ୍ରିଲ ୨୦୨୫ର ଡଲିଭରୀ ସୁନା ୦.୦୫ ପ୍ରତିଶତ ବା ୪୭ ଟଙ୍କା ହ୍ରାସ ପାଇ ୮୭ ହଜାର ୫୦୭ ଟଙ୍କାରେ ଟ୍ରେଣ୍ଡ କରୁଛି।…
ଦିଲ୍ଲୀ ବଜେଟ୍: ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ରେଖା ଗୁପ୍ତା, ଜାଣନ୍ତୁ କେଉଁ ବିଭାଗକୁ କେତେ ?
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପିତ ହୋଇଛି । ୨୦୨୫-୨୬…
Realme Narzo 80 Pro 5G ଖୁବଶୀଘ୍ର ଭାରତରେ ହେବ ଲଞ୍ଚ, ଏତିକି ରହିବ ଦାମ୍
ନୂଆଦିଲ୍ଲୀ: Realme Narzo 80 Pro 5G ଖୁବଶୀଘ୍ର ଭାରତରେ ଲଞ୍ଚ ହେବାକୁ ଯାଉଛି। Realme ସୋସିଆଲ ମିଡିଆ ହ୍ୟାଣ୍ଡେଲ ଜରିଆରେ Narzo ସିରିଜର ନୂଆ ସ୍ମାର୍ଟଫୋନକୁ ଟିଜ କରିବା ଆରମ୍ଭ କରିସାରିଲାଣି । ଏହା Amazon…
RBIର ବଡ଼ ନିଷ୍ପତ୍ତି: ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଛୋଟ ଲୋନ୍ ଉପରେ କୌଣସି ଅତିରିକ୍ତ ଶୁଳ୍କ ନାହିଁ, ଜାଣନ୍ତୁ ୧ ଏପ୍ରିଲ ୨୦୨୫ ରୁ କ’ଣ ହେବ…
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସ୍ପଷ୍ଟ କରିଛି ଯେ, ବ୍ୟାଙ୍କଗୁଡ଼ିକ ପ୍ରାଥମିକତା କ୍ଷେତ୍ର ଋଣ (ପିଏସଏଲ) ବର୍ଗ ଅଧୀନରେ ବିଶେଷକରି କ୍ଷୁଦ୍ର ଋଣ ଉପରେ ଅତ୍ୟଧିକ ଶୁଳ୍କ ଆଦାୟ କରିପାରିବେ ନାହିଁ ।…
ଭାରତକୁ ପୁଣି ଏକ ବଡ଼ ଝଟକା ଦେଲେ ଡୋନାଲ୍ଡ ଟ୍ରମ୍ପ! ବଢ଼ିପାରେ ତୈଳ ଦର, ଜାଣନ୍ତୁ ଶୁଳ୍କ ସମ୍ପର୍କରେ କ’ଣ କଲେ ନୂଆ ଘୋଷଣା?
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଅର୍ଥାତ୍ ମାର୍ଚ୍ଚ ୨୪ରେ ଘୋଷଣା କରିଛନ୍ତି ଯେ, ଭେନେଜୁଏଲାରୁ ତେଲ କିମ୍ବା ଗ୍ୟାସ କିଣୁଥିବା ଯେକୌଣସି ଦେଶକୁ ଆମେରିକା ସହିତ ବାଣିଜ୍ୟ ଉପରେ ୨୫ ପ୍ରତିଶତ…
ଓଡ଼ିଶାର ଢେଙ୍କାନାଳ ଆମ୍ବ ଖାଇବେ ବିଦେଶୀ, ୧୫ ବର୍ଷ ପାଇଁ ଏମଓୟୁ
ଭୁବନେଶ୍ୱର: ବିଦେଶୀ ଖାଇବେ ଓଡ଼ିଶା ଆମ୍ବ । ବିଦେଶକୁ ଆମ୍ବ ଯୋଗାଇବ ଓଡ଼ିଶା । ଏ ନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି । ପୂର୍ବରୁ ରାଜ୍ୟର ଅନେକ ସ୍ଥାନରୁ ଆମ୍ବ ବିଦେଶକୁ ରପ୍ତାନୀ ହୋଇଛି । ଗତ ବର୍ଷ ରାୟଗଡ଼ାରୁ ଆମ୍ବ…
ଫ୍ଲାଇଟ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର, ଏଣିକି ଟିକେଟ ବୁକ୍ କରିବା ପରେ ମୋବାଇଲକୁ ଆସିବ ଏହି ମେସେଜ
ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସୋମବାର ସମସ୍ତ ବିମାନ ସେବା ଯାତ୍ରୀଙ୍କ ସହ ଜଡିତ କିଛି ନିର୍ଦ୍ଦେଶାବଳୀ ଜାରି କରିଛି ।
ଏହା ଅନୁଯାୟୀ,…
ଏବେ ଅନଲାଇନ୍ ସପିଂ ପାଇଁ ଆପଣଙ୍କୁ ଦେବାକୁ ପଡିବ ଅତିରିକ୍ତ ୪୯ ଟଙ୍କା? ସାମ୍ନାକୁ ଆସିଲା ବଡ଼ ସୂଚନା, ଜାଣନ୍ତୁ କେଉଁ ଗ୍ରାହକ ହେବେ ପ୍ରଭାବିତ
ଦେଶରେ ଅନଲାଇନ୍ ସପିଂ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଲୋକମାନେ ଏବେ ଘରେ ବସି ଆବଶ୍ୟକ ଜିନିଷ ଅର୍ଡର କରୁଛନ୍ତି । ଅନଲାଇନ୍ ସପିଂରେ ଆମାଜନ ଏବଂ ଫ୍ଲିପକାର୍ଟ ବଡ଼ କମ୍ପାନୀ । କିନ୍ତୁ ଏବେ ଅନଲାଇନ୍ ରେ ସପିଂ କରୁଥିବା…