Browsing Category

ବାଣିଜ୍ୟ

ଜୁନ ୭ରୁ ଲାଗୁହେଲା ନୂଆ ନିୟମ: କୋଟି କୋଟି ବ୍ୟାଙ୍କ ଗ୍ରାହକଙ୍କୁ ଝଟକା, ଏଣିକି ଗଣିବାକୁ ପଡ଼ିବ ଅଧିକ ଅର୍ଥ

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । ନିକଟରେ ବ୍ୟାଙ୍କ ପକ୍ଷରୁ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଦେଶର…

ଆରବିଆଇ ମୁଦ୍ରାସ୍ଫୀତି : ରେପୋ ରେଟ୍ ୬.୫୦ ପ୍ରତିଶତରେ ଅପରିବର୍ତ୍ତିତ – ଗଭର୍ଣ୍ଣରଙ୍କ ସୂଚନା

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହିଁ । ଏହି ହାର ୬.୫୦ ପ୍ରତିଶତରେ ହିଁ ଅପରିବର୍ତ୍ତିତ ରହିଛି । ମୁଦ୍ରା ନୀତି କମିଟିର ଦୁଇ ଦିନିଆ ବୈଠକ ପରେ ଆରବିଆଇ ଗଭର୍ଣ୍ଣର…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଦରଦାମ୍ ବୃଦ୍ଧି ପାଉଥିବା ବେଳେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଛନ୍ତି କେନ୍ଦ୍ର ସରକାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ୨୧୮୩କୁ ବୃଦ୍ଧି…

କ୍ରେଡିଟ କାର୍ଡ ବ୍ୟବହାର ବେଳେ ରୁହନ୍ତୁ ସାବଧାନ, ହୋଇପାରନ୍ତି ଠକେଇର ଶିକାର, ଧ୍ୟାନ ଦିଅନ୍ତୁ ଏହି ଜିନିଷ ଉପରେ

ନୂଆଦିଲ୍ଲୀ: ଦେଶରେ କ୍ରେଡିଟ କାର୍ଡର ବ୍ୟବହାର ବଢିବାରେ ଲାଗିଛି । ଅନଲାଇନ ମାଧ୍ୟମରେ ଲୋକମାନେ ଅଧିକ କ୍ରୟ କରିଥାନ୍ତି । କ୍ରେଡିଟ କାର୍ଡର ବ୍ୟବହାର ବଢିବା ସହ ସାଇବର ଠକେଇ ମାମଲା ମଧ୍ୟ ଦ୍ରୁତଗତିରେ ବଢିବାରେ…

ଖୁସି ଖବର: ଏଣିକି ଶସ୍ତାରେ ମିଳିବ ସବୁ ପ୍ରକାର ଔଷଧ, ସରକାର କରୁଛନ୍ତି ଯୋଜନା

ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ଚାଲୁ ରହିଥିବା ପ୍ରଧାନମନ୍ତ୍ରୀ ଜନୌଷଧି ଯୋଜନାକୁ ନେଇ ଏକ ବଡ ଘୋଷଣା କରାଯାଇଛି । ଏଣିକି ଦେଶରେ ଜନୌଷଧି କେନ୍ଦ୍ରଗୁଡିକର ହେବ ବିସ୍ତାର । ତେଣୁ ଯଥାଶୀଘ୍ର ଆଉ ୨୦୦୦ ନୂଆ ଜନୌଷଧି…

ଏହି ରାଜ୍ୟର ସମସ୍ତ ଜିଲ୍ଲାରେ ଲାଗୁ ହେବ ପ୍ରଧାନମନ୍ତ୍ରୀ ଫସଲ ଯୋଜନା, ୧୮ଟି ଫସଲରେ ହେବ ଅଧିକ ଲାଭ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଖରିଫ ୨୦୨୩ ରୁ ରବି ୨୦୨୫-୨୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଏବଂ ପୁନଃ ନିର୍ମାଣ ପାଣିପାଗ ଆଧାରିତ ଫସଲ ବୀମା ଯୋଜନା (ଫାସଲ…

ଆପଣଙ୍କ ଝିଅକୁ ଦେଉଛି ୧୫ ଲକ୍ଷ ଟଙ୍କା: ପାଠପଢା ସହ ବିବାହରେ ଖର୍ଚ୍ଚ କରିପାରିବେ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ଦେଶର ମହିଳାମାନଙ୍କ ପାଇଁ ଏକ ବିଶେଷ ସୁବିଧା ଉପଲବ୍ଧ କରାଇଛନ୍ତି । ଏହି ସ୍କିମ ଅନୁଯାୟୀ ଝିଅମାନଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ତେବେ ଏଭଳି ଏକ…

୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଡଲାର ଛୁଇଁବ ଭାରତର ଡିଜିଟାଲ ଅର୍ଥନୀତି: ଦେଶର ଅଧା ଲୋକ କରିବେ ଅନଲାଇନରେ ସପିଂ

ନୂଆଦିଲ୍ଲୀ: ଦେଶରେ ୨୦୨୩ ସୁଦ୍ଧା ଡିଜିଟାଲ ଅର୍ଥନୀତି ୫ ଗୁଣା ବଢିବ । ଗୁଗୁଲ୍, ଟେମାସେକ୍ ଏବଂ ବେନ୍ ଆଣ୍ଡ କମ୍ପାନୀ ପକ୍ଷରୁ କରାଯାଇଥିବା ମିଳିତ ସର୍ବେକ୍ଷଣରୁ ଜଣାପଡିଛି ଯେ, ଏହା ୧ ଲକ୍ଷ କୋଟି ଡଲାର ଛୁଇଁବ ।…

ଫୋନ ପେ ଲଞ୍ଚ କଲା ‘ଆକାଉଣ୍ଟ ଏଗ୍ରିଗେଟର ସର୍ଭିସ’, ଜାଣନ୍ତୁ ଏହି ସେବା କ’ଣ ଏବଂ ଏହାର ଫାଇଦା

ନୂଆଦିଲ୍ଲୀ: ଫିନଟେକର ଦିଗ୍ଗଜ କମ୍ପାନୀ ଫୋନ ପେ ମଙ୍ଗଳବାର ଦିନ ନିଜ ଖାତା ଏଗ୍ରିଗ୍ରେଟର ଆରମ୍ଭ କରିଛନ୍ତି । ଫୋନ ପେ ସହ-ସମ୍ପାଦକ ଏବଂ ସୀଟୀଓ ରାହୁଲ ଚାରୀ ଏକ ବିବୃତ୍ତିରେ କହିଛନ୍ତି ଯେ, ଏଗ୍ରୀଗେଟର ସେବା ଡିଜିଟାଲ…

ATM ବସାଇ ଲକ୍ଷ ଲକ୍ଷ ଟଙ୍କା କରନ୍ତୁ ରୋଜଗାର, ଜାଣନ୍ତୁ କିପରି ଏବଂ କେଉଁଠି କରିବେ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ଘରେ ଏଟିଏମ ବସାଇବାକୁ ଚାହୁଁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ । ଆପଣ ନିଜ ଘରେ ଏଟିଏମ ବସାଇ ବ୍ୟାଙ୍କ ସହିତ ବ୍ୟବସାୟ ଆରମ୍ଭ କରି ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ । ଏଥିପାଇଁ ଆପଣ…