Browsing Category

ବାଣିଜ୍ୟ

ଜାନୁଆରୀ ପହିଲାରୁ ହେବ ଏହି ୬ଟି ବଡ଼ ପରିବର୍ତ୍ତନ, ଏଲପିଜି ସିଲିଣ୍ଡର, ପେନସନ ଓ କାର ଦର…

ନୂଆଦିଲ୍ଲୀ: ଆଉ ଦିନକ ପରେ ନୂଆବର୍ଷ। ତେଣୁ ନୂଆ ବର୍ଷ ସହିତ ବଦଳିଯିବ କିଛି ନିୟମ। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ । ଏଥିରେ କାର୍ ମୂଲ୍ୟ, ଏଲପିଜି ସିଲିଣ୍ଡର ମୂଲ୍ୟ, ପେନସନ ନିୟମ, ଆମାଜନ…

ସୁପ୍ରିମକୋର୍ଟଙ୍କ ରାୟ :କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ ବ୍ୟାଙ୍କ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଷୋହଳ ବର୍ଷ ପୁରୁଣା ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆର୍‌ସି) ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ କ୍ରେଡିଟ୍‌ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟକୁ…

ବ୍ୟବସାୟ ଆରମ୍ଭ କରିବା ଲାଗି ସରକାର ଦେଉଛନ୍ତି ୨୦ ଲକ୍ଷ ଲୋନ, ଜାଣନ୍ତୁ କିପରି କରିବେ ଆବେଦନ

ନୂଆଦିଲ୍ଲୀ: ଭାରତର ସରକାର ଦେଶର ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଯାହାର ଲାଭ ଭିନ୍ନ ଭିନ୍ନ ଲୋକଙ୍କୁ ମିଳୁଛି। ଯଦି ଆପଣ ନିଜର ଏକ ବିଜନେସ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଆପଣଙ୍କ…

ଆପଣ କିପରି ଆପଣଙ୍କର ଇମେଲରେ ପାଇପାରିବେ ପାନ୍ ୨.୦? ସମ୍ପୂର୍ଣ୍ଣ ପ୍ରକ୍ରିୟାର ଜାଣନ୍ତୁ ଷ୍ଟେପ୍

ନୂଆଦିଲ୍ଲୀ: ଭାରତରେ ରହୁଥିବା ଲୋକଙ୍କ ପାଇଁ କିଛି ଡକ୍ୟୁମେଣ୍ଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅନେକ କିଛି କାମ ପାଇଁ ଏହି ଦଲିଲଗୁଡ଼ିକ ପ୍ରତିଦିନ ଆବଶ୍ୟକ । ଯଦି ଆମେ ଏହି ଡକ୍ୟୁମେଣ୍ଟଗୁଡିକ ବିଷୟରେ ଆଲୋଚନା…

ITI ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ୨୦୨୭ ସୁଦ୍ଧା ୧୨ ମିଲିୟନ ପ୍ରଫେଶନାଲଙ୍କୁ ମିଳିବ ଚାକିରି

ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରୋନିକ୍ ସେକ୍ଟରରେ ବୈପ୍ଳବିକ ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଆଗାମୀ ଦିନରେ ପାଖାପାଖି ୧୨ ମିଲିୟନ ଲୋକଙ୍କୁ ଏଥିରେ ନିଯୁକ୍ତି ମିଳିବାକୁ ଯାଉଛି । ୨୦୨୭ ସୁଦ୍ଧା ୩  ମିଲିୟନ ଯୋଗ୍ୟ…

BSNLରେ ଛଟେଇ: ଲାଗୁ ହେବ ଦ୍ୱିତୀୟ VRS, ଚାଲିଯିବ ୧୯ ହଜାର ଲୋକଙ୍କ ଚାକିରି

ନୂଆଦିଲ୍ଲୀ: ବିଏସଏନଏଲ (ଭାରତ ସଞ୍ଚାର ନିଗମ ଲିମିଟେଡ) ରେ ଛଟେଇ ହେବାକୁ ଯାଉଛି । ଖବର ଅନୁଯାୟୀ, ଏହି ସରକାରୀ କମ୍ପାନୀ ୧୯ ହଜାର ଲୋକଙ୍କୁ ଚାକିରିରୁ ବାହାର କରିବାକୁ ଚିନ୍ତା କରୁଛି । ଏଥିପାଇଁ ଦ୍ୱିତୀୟ ଭିଆରଏସ…

ମାତ୍ର ୬୦ ହଜାର ଜମା କଲେ, ଏତିକି ବର୍ଷ ପରେ ମିଳିବ ୧୫,୭୭,୮୨୦ ଟଙ୍କା

ନୂଆଦିଲ୍ଲୀ: ପିପିଏଫ ଯୋଜନାରେ ୫୦୦ ଟଙ୍କା ନିବେଶରୁ ଆରମ୍ଭ କରାଯାଉଛି, ୧୫ ବର୍ଷରେ କମ୍ପାଉଡିଙ୍ଗ ସହ ଏହି ଟଙ୍କା ବଡ଼ ରାଶିରେ ପରିଣତ ହୋଇଯାଉଛି। ତେବେ ଏହି ଯୋଜନା ପ୍ରତି ନିବେଶକଙ୍କ ପାଇଁ ଏକ ଉତ୍ତମ ନିବେଶ ଯୋଜନା।…

Jioର କୋଟି କୋଟି ୟୁଜର୍ସଙ୍କ ପାଇଁ ବଡ଼ ଖବର, ଦୁଇଟି ଶସ୍ତା ରିଚାର୍ଜ ପ୍ଲାନରେ କମ୍ପାନୀ କଲା ପରିବର୍ତ୍ତନ

ନୂଆଦିଲ୍ଲୀ: ଜିଓ ପାଖରେ ନିଜ ଗ୍ରାହକଙ୍କ ପାଇଁ ରିଚାର୍ଜ ପ୍ଲାନର ଲମ୍ବା ଚଉଡ଼ା ପୋର୍ଟଫୋଲିୟୋ ରହିଛି। କମ୍ପାନୀ ଗ୍ରାହକଙ୍କୁ ଶସ୍ତା ଏବଂ ମହଙ୍ଗା ଦୁଇ ପ୍ରକାରର ପ୍ଲାନ୍ସ ଅଫର କରୁଛି। ଏହିଭଳି ଜିଓ ପାଖରେ ସର୍ଟ…

ନୂଆବର୍ଷରେ ବ୍ରହ୍ମପୁରବାସୀ ପାଇବେ ନୂଆ ସୁଆଦ: ଖୋଲିଲା ଗ୍ରୀନଚିଲିଜ୍ କାଫେ ଏଣ୍ଡ କେଟରିଂ

ବ୍ରହ୍ମପୁର: ରେଶମ ସହର ବ୍ରହ୍ମପୁରକୁ ସୁସ୍ୱାଦୁ ଏବଂ ଚଟପଟି ଖାଦ୍ୟ ପାଇଁ ସାରା ଓଡିଶା ଜାଣିଛି। ଏଠାରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଖୁବ କମ ଦାମରେ ଉପଲବ୍ଧ ରହିଛି। ସହରର ରୁକ୍ମଣି ସିନେମା ହଲ ରୋଡ ସ୍ଥିତ ବିଜୁ…

ଜାନୁଆରୀରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ? ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୫ ଆରମ୍ଭ ହେବାକୁ ଯାଉଛି ଏବଂ ଆପଣ ଜାଣିବା ଉଚିତ୍ ଯେ ବ୍ୟାଙ୍କ ଛୁଟି ପ୍ରଥମ ମାସରେ ଅର୍ଥାତ୍ ଜାନୁଆରୀରେ କେଉଁ କେଉଁ ରହିବ । ଜାନୁଆରୀରେ ବ୍ୟାଙ୍କଗୁଡିକରେ ମୋଟ ୧୫ ଦିନ ଛୁଟି ରହିବ । ଏଥିରେ…