fbpx
BSKY SKY
BSKY SKY
Browsing Category

ବାଣିଜ୍ୟ

ହୋଲିରେ ବଢ଼ିବ ମହଙ୍ଗା ଭତ୍ତା! କର୍ମଚାରୀଙ୍କ ବେତନରେ ୯ ହଜାର ଟଙ୍କା ବୃଦ୍ଧି ଘଟିବ, ମିଳିଲା ବଡ଼ ସଙ୍କେତ

ନୂଆଦିଲ୍ଳୀ: ବର୍ଷର ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥାଏ । ଅଧିକାଂଶ ସମୟରେ ପ୍ରଥମ ଡିଏ ସଂଶୋଧନ ମାର୍ଚ୍ଚ ମାସରେ ସାର୍ବଜନିକ କରାଯାଇଥାଏ । ତେଣୁ…

ପିପିଓ ନମ୍ବର ବିନା ମିଳିବନି ପିଏଫ୍ ଟଙ୍କା: କ’ଣ ଆପଣ ଜାଣନ୍ତି ନିଜ PPO ନମ୍ବର ?

ନୂଆଦିଲ୍ଲୀ: ସମସ୍ତ ଚାକିରିଆଙ୍କ ବେତନର ଏକ ଭାଗ ଇପିଏଫଓ ଆକାଉଣ୍ଟରେ ଜମା ହୋଇଥାଏ । ଅଧିକାଂଶ କର୍ମଚାରୀ ଅବସର ପରେ ଇପିଏଫରେ ଜମା ହୋଇଥିବା ଟଙ୍କା ପାଆନ୍ତି । ଏହା କର୍ମଚାରୀମାନଙ୍କୁ ପେନସନର ସୁବିଧା ଯୋଗାଇଥାଏ ।…

ମାର୍ଚ୍ଚ ମାସରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ? ଚେକ୍ କରନ୍ତୁ RBIର ଲିଷ୍ଟ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ଛୁଟିଦିନର ତାଲିକା ପ୍ରକାଶ କରିଛି । ତେଣୁ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ଏହାକୁ ଆଗରୁ ସାରିଦିଅନ୍ତୁ , ଯାହା ଦ୍ୱାରା ଯଦି…

ଲକ୍ଷ ଲକ୍ଷ ୟୁଜର୍ସଙ୍କୁ ଗୁଗଲ ଦେଲା ଝଟକା, ବନ୍ଦ କରିବାକୁ ଯାଉଛି GPay ପେମେଣ୍ଟ ଆପ୍‌

ନୂଆଦିଲ୍ଲୀ:ଗୁଗଲ ଏହାର ପେମେଣ୍ଟ ଆପ୍ GPay ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଗୁଗଲର ଏହି ପେମେଣ୍ଟ ଆପ୍ ୪ ଜୁନ୍ ୨୦୨୪କୁ ବନ୍ଦ ହୋଇଯିବ । ତେବେ ଗୁଗଲର ଏହି ପେମେଣ୍ଟ ଆପ୍ ବନ୍ଦ ହୋଇଯିବା ଦ୍ୱାରା ଲକ୍ଷ ଲକ୍ଷ…

DA-DR-TA ବୃଦ୍ଧି ଅପଡେଟ୍: କେନ୍ଦ୍ର କର୍ମଚାରୀଙ୍କୁ ମିଳିପାରେ ଏକସଙ୍ଗେ ୩ଟି ବଡ଼ ଉପହାର

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ପ୍ରତିବର୍ଷ ମହଙ୍ଗା ଭତ୍ତା (ଡିଏ), ଡିଅରନେସ ରିଲିଫ୍ (ଡିଆର) ମିଳିଥାଏ । ବର୍ଷର ଜାନୁଆରୀ ଓ ଜୁଲାଇରେ ଦୁଇଥର ଡିଏ ଓ ଡିଆର ବୃଦ୍ଧି ହୋଇଥାଏ । ଗତ ବର୍ଷ ଅକ୍ଟୋବର ମାସରେ ଶେଷ ଥର…

କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: କୋଟି କୋଟି କୃଷକଙ୍କ ଖାତାକୁ ଆସିବ ଅର୍ଥ

ନୂଆଦିଲ୍ଲୀ: ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସହିତ ଅନ୍ୟ ଦାବିକୁ ନେଇ କୃଷକମାନେ ପଞ୍ଜାବ-ହରିୟାଣା ସୀମାରେ ଗତ ୧୧ ଦିନ ହେଲା ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି । ଏହି ଆନ୍ଦୋଳନ ସମୟରେ କିଛି କୃଷକ ଓ ପୋଲିସ…

ବଦଳିଲା ବିଦ୍ୟୁତ ନିୟମ; ଏଣିକି ୩ ଦିନ ମଧ୍ୟରେ ମିଳିବ ନୂଆ ସଂଯୋଗ, ଇଭି ପାଇଁ ଦେବେ ଅଲଗା ବିଲ୍

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରି ମହାନଗରରେ ବିଦ୍ୟୁତ୍ ସଂଯୋଗ ପ୍ରକ୍ରିୟାକୁ ୩ ଦିନ ପର୍ଯ୍ୟନ୍ତ ତ୍ୱରାନ୍ୱିତ କରିବା ସହିତ ରୁଫ୍ ଟପ୍ ସୋଲାର ପ୍ୟାନେଲ୍ ଲଗାଇବା ପ୍ରକ୍ରିୟାକୁ ସହଜ…

ଫିକ୍ସଡ ଡିପୋଜିଟରେ ମିଳୁଛି ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ: କେଉଁ ବ୍ୟାଙ୍କ ସାଧାରଣ ନାଗରିକଙ୍କୁ ଦେଉଛି ଅଧିକ ଫାଇଦା

ନୂଆଦିଲ୍ଲୀ: ଆଜିର ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ସେଥିପାଇଁ ଗ୍ରାହକମାନେ ସର୍ବଦା ଅଧିକ ରିଟର୍ଣ୍ଣ ମିଳୁଥିବା ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ଆଜିର ସମୟରେ ବ୍ୟାଙ୍କ ସ୍ଥାୟୀ ଜମା ବା ଫିକ୍ସଡ…

ସିଇଓ ପଦରୁ ବାଇଜୁ ରାଭେନ୍ଦ୍ରନଙ୍କୁ ହଟାଯିବ କି? ସଙ୍କଟଗ୍ରସ୍ତ ଏଡଟେକ୍ ଷ୍ଟାର୍ଟଅପ୍ କହିଛି ଯେ- ମିଟିଂର ପ୍ରସ୍ତାବ ଅମାନ୍ୟ ହୋଇଥିବାରୁ…

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଏଡଟେକ୍ ଷ୍ଟାର୍ଟଅପ୍ ବାଇଜୁର କିଛି ସେୟାର ହୋଲ୍ଡରମାନେ ପ୍ରତିଷ୍ଠାତା ବାଇଜୁ ରାଭେନ୍ଦ୍ରନଙ୍କୁ ସିଇଓ ପଦରୁ ହଟାଇବା ଅଭିଯାନକୁ ଜୋରଦାର କରିଛନ୍ତି । ଶୁକ୍ରବାର ଦିନ ବାଇଜୁର ନିବେଶକମାନେ…

PayTm UPI ୟୁଜରଙ୍କ ପାଇଁ ଖୁସି ଖବର: ସର୍ଭିସ ବନ୍ଦ ନ କରିବା ପାଇଁ ରିଜର୍ଭ ବ୍ୟାଙ୍କର ପଦକ୍ଷେପ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ ଆପ୍ ‘PayTm’ ଉପରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ PayTmର UPI ସେବା ଉପରେ ମଧ୍ୟ ଏକ ବଡ଼ ପଦକ୍ଷେପ…