fbpx
BSKY SKY
BSKY SKY
Browsing Category

ବାଣିଜ୍ୟ

ଖୁସି ଖବର: ବାହାଘର ସିଜନ ଭିତରେ ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ ଆଜିର ମୂଲ୍ୟ

ଓଡିଶା ଭାସ୍କର: ବର୍ତ୍ତମାନ ଦେଶରେ ଜାରି ରହିଛି ବାହାଘର ସିଜନ। ଏଣୁ ଯଦି ଆପଣ ବାହାଘର ଲାଗି ସୁନା କିଣିବାକୁ ଯୋଜନା ରଖିଛନ୍ତି ତାହେଲେ ସୁନାର ମୂଲ୍ୟ ଜାଣିବା ନିହାତି ଆବଶ୍ୟକ। ଆଉ ସୁନାଗହଣା କିଣିବା ଆଗରୁ ଆଜି…

ବର୍ଷକୁ ମାତ୍ର ୨୦ ଟଙ୍କା ଖର୍ଚ୍ଚ କରି ପାଆନ୍ତୁ ୨ ଲକ୍ଷ ଟଙ୍କାର ବୀମା ରାଶି, ଜାଣନ୍ତୁ କ’ଣ ଏହି ଯୋଜନା

ନୂଆଦିଲ୍ଲୀ: ଭବିଷ୍ୟତ ଲାଗି କିମ୍ବା ଜୀବନକୁ ସୁରକ୍ଷିତ ରଖିବା ଲାଗି ଲୋକମାନେ ବିଭିନ୍ନ ବୀମା ଯୋଜନା କିଣିଥାନ୍ତି । ଆଜିକାଲି ତ ସରକାର ଏପରି ଯୋଜନା ଚଲାଉଛନ୍ତି କି ଆପଣ ନିଜର ଚା’ ପାନ ଖର୍ଚ୍ଚରେ ବି ଏକ ଯୋଜନା…

NPS ରେ ନିବେଶ କରିବା ଏବେ ଆହୁରି ହେବ ସୁରକ୍ଷିତ, PFRDA ଜାରି କଲା ନୂଆ ନିୟମ

ନୂଆଦିଲ୍ଲୀ: ଏନପିଏସର ପରିଚାଳନା କରୁଥିବା ସରକାରୀ ସଂସ୍ଥା ପେନସନ ଫଣ୍ଡ ରେଗୁଲେଟରୀ ଆଣ୍ଟ ଡେଭଲପମେଣ୍ଟ ଅଥୋରିଟୀ ପକ୍ଷରୁ ନେସନାଲ ପେନସନ ସିଷ୍ଟମକୁ ନେଇ ନୂଆ ନିୟମ ଜାରି କାରିଛି । ଏବେ ସିଆରଏ ସିଷ୍ଟମରେ ଟୁ…

୫୬ ପଇସା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ ଆଉ କେଉଁଥିରେ କେତେ କମିଛି ଦର

ନୂଆଦିଲ୍ଲୀ: ଆଜି ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି ଏବଂ Brent Crude Oil ମୂଲ୍ୟ ପ୍ରାୟ ୮୪ ଡଲାରରେ ପହଞ୍ଚିଛି। ଏହି ସମୟରେ ସରକାରୀ ତୈଳ କମ୍ପାନୀଗୁଡିକ ଶୁକ୍ରବାର ସକାଳେ ଛାଡିଥିବା…

ଖବର ପ୍ରକାଶ କରିବା ବନ୍ଦ କରିଲା ଅନ୍ତର୍ଜାତୀୟ ଗଣମାଧ୍ୟମ ‘ଭାଇସ୍ ମିଡିଆ’; ଶତାଧିକ ସାମ୍ୱାଦିକଙ୍କୁ ଛଟେଇ

ନୂଆଦିଲ୍ଲୀ: ଶତାଧିକ ଲୋକଙ୍କୁ ଛଟେଇ କରିବାକୁ ଯାଉଛି ଭାଇସ୍ ମିଡିଆ । ଏପରିକି ତାର ୱେବସାଇଟ Vice.comରେ ଖବର ପ୍ରକାଶ କରିବା ବନ୍ଦ କରିଦେଇଛି । କଂପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ବ୍ରୁସ୍ ଡିକ୍ସନ୍ ଏକ ମେମୋ…

ଡାକଘରର ଜବରଦସ୍ତ ଯୋଜନା: ପତ୍ନୀଙ୍କ ସହିତ କରନ୍ତୁ ନିବେଶ, ପ୍ରତି ମାସରେ ମିଳିବ ୯ ହଜାର ଟଙ୍କା

ନୂଆଦିଲ୍ଲୀ: ଡାକଘରେ ଅନେକ ନିବେଶ ଯୋଜନା ଅଛି ଯାହା ଅତ୍ୟନ୍ତ ଜବରଦସ୍ତ । ଏଗୁଡ଼ିକରେ ଟଙ୍କା ନିବେଶ କରିବା ପରେ ଜଣେ ଭଲ ରିଟର୍ଣ୍ଣ ପାଇଥାଏ । ଏହିପରି ଗୋଟିଏ ଯୋଜନା ହେଉଛି ପୋଷ୍ଟ ଅଫିସ୍ ମନ୍ଥଲି ଇନକମ ସ୍କିମ୍ ବା…

‘ଆମେ ସହମତ ନୁହେଁ..’: କେନ୍ଦ୍ରର କିଛି ଆକାଉଣ୍ଟକୁ ବନ୍ଦ କରାଯିବା ନେଇ ଉତ୍ତର ଦେଲା X

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ମାଇକ୍ରୋବ୍ଲଗିଂ ସାଇଟର କିଛି ଆକାଉଣ୍ଟ ଏବଂ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି । କିନ୍ତୁ ଆମେ ଏହି…

Google Chrome ରେ ଆସୁଛି ଶକ୍ତିଶାଳୀ ସିକ୍ୟୁରିଟୀ ଫିଚର, ସୁରକ୍ଷିତ ରହିବ ଆପଣଙ୍କ ପ୍ରାଇଭେସୀ ଏବଂ ଡାଟା

ନୂଆଦିଲ୍ଲୀ: ଯଦି ଆପଣ ସ୍ମାର୍ଟଫୋନ୍, ଲାପଟପ୍ କିମ୍ବା ଡେସ୍କଟପରେ ଗୁଗୁଲ୍ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଗୁଗୁଲ୍ କ୍ରୋମ୍ ହେଉଛି ଦୁନିଆର ସର୍ବାଧିକ ବ୍ୟବହୃତ ବ୍ରାଉଜର୍।…

ସରକାରଙ୍କ ବଡ଼ ଘୋଷଣା: ମାର୍ଚ୍ଚ ୩୧ ପରେ ମଧ୍ୟ ଏପରି ଚାଉଳ ରପ୍ତାନୀରେ ଜାରି ରହିବ ୨୦ ପ୍ରତିଶତ ଏକ୍ସପୋର୍ଟ ଡ୍ୟୁଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ଦିନ କିଛି ବଡ଼ ନିଷ୍ପତ୍ତିର ଘୋଷଣା କରିଛନ୍ତି । ଏଥିରେ ଆଖୁର କିଣା ମୂଲ୍ୟ ୨୫ ଟଙ୍କା ବଢିବାକୁ ନେଇ ଚାଉଳର ରପ୍ତାନୀ ଉପରେ ୨୦ ପ୍ରତିଶତ ରପ୍ତାନୀ ଶୁଳ୍କ ୩୧ ମାର୍ଚ୍ଚ ୨୦୨୪ ପରେ…

ଆଖୁ କ୍ରୟ ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି, କୃଷକଙ୍କ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଆଖୁ କ୍ରୟ ମୂଲ୍ୟରେ ବୃଦ୍ଧିକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଆଖୁ ର ଏଫଆରପି କୁଇଣ୍ଟାଲ ପିଛା ୨୫ ଟଙ୍କା ବୃଦ୍ଧି…