Browsing Category

ବାଣିଜ୍ୟ

ଏସବିଆଇ, ଏଚଡିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କର ଲୋନ୍ ହେଲା ମହଙ୍ଗା, ଏବେ ବଢ଼ିବ ଗ୍ରାହକଙ୍କ EMI

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ରେପୋ ରେଟ୍ ୦.୫୦ ପ୍ରତିଶତ ବୃଦ୍ଧି କରିବା ପରେ ଏବେ ସାଧାରଣ ଜନତାଙ୍କୁ ଲାଗିଛି ବଡ଼ ଝଟକା । ଦେଶର ବଡ଼ ବଡ଼ ବ୍ୟାଙ୍କମାନେ ଏବେ ଲୋନ୍ ଦର ବୃଦ୍ଧି କରିଦେଇଛନ୍ତି । ଏହି…

EPFO ​​ରେ ଇ-ନାମାଙ୍କନ ନ କଲେ ହୋଇପାରେ ବଡ କ୍ଷତି! ଏହି ଉପାୟରେ କରନ୍ତୁ ଅପଡେଟ୍

ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ଶିଳ୍ପ ଏବଂ ପ୍ରତିଷ୍ଠାନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ତିନୋଟି ସାମାଜିକ ସୁରକ୍ଷା ଯୋଜନା ଚଳାଇଥାଏ। ଇପିଏଫ୍ଓ ଅନୁଯାୟୀ, ସଂଗଠନ ଅଧିକ ସେବା…

ଭଏସ୍ ଶୁଣି ରାଷେଇ କରିବ ମେଶିନ୍:୧୦୦ ପ୍ରକାରରୁ ଅଧିକ ବ୍ୟଞ୍ଜନ ହେବ ପ୍ରସ୍ତୁତ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଦୁନିଆରେ ସ୍ମାର୍ଟ ଡିଭାଇସର ଟ୍ରେଣ୍ଡ ବର୍ତ୍ତମାନ ଜୋରରେ ଚାଲିଛି । ଆଉ ଏହାରି ସାହାଯ୍ୟରେ ଲାଇଟ୍ ବନ୍ଦ କରିବା ହେଉ ବା କବାଟ ଲକ୍ ଖୋଲିବା ହେଉ କିମ୍ବା ଅନ୍ୟାନ୍ୟ ଉପକରଣ ଚଳାଇବା ଭଳି…

ଶସ୍ତା ହୋଇଗଲା ଏଲପିଜି ସିଲିଣ୍ଡର: ହ୍ରାସ ପାଇଲା ଏତିକି ଟଙ୍କା, ଜାଣନ୍ତୁ ଆପଣଙ୍କ ସହରରେ ଦାମ୍ କେତେ

ନୂଆଦିଲ୍ଲୀ: ଗତକାଲି ପ୍ରାକୃତିକ ଗ୍ୟାସ୍ ଦରରେ ରେକର୍ଡ ବୃଦ୍ଧି ପରେ ମଧ୍ୟ ଆଜି ଏଲପିଜି ସିଲିଣ୍ଡର ଦରରେ ହ୍ରାସ ପାଇଛି । ତେବେ ଏହି ହ୍ରାସ ଘରୋଇ ସିଲିଣ୍ଡରରେ ନୁହେଁ ବରଂ କମର୍ସିଆଲ ସିଲିଣ୍ଡରରେ ହ୍ରାସ ପାଇଛି । ୧୯…

ଅକ୍ଟୋବର ମାସ ସାରା ଖାଲି ଛୁଟି: ମାତ୍ର ୧୦ ଦିନ ପାଇଁ ବ୍ୟାଙ୍କ ଖୋଲା ରହିବ

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ସିଜିନ୍ ଜାରି ରହିଛି । ତେବେ ଏଭଳି ସ୍ଥିତିରେ ସରକାରୀ ଓ ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଚାକିରିଆମାନେ ସାଧାରଣ ଭାବେ ଅଧିକ ସମୟ ପରିବାର ସହ ବିତାଇବାକୁ ଚାହିଁବେ । ଅକ୍ଟୋବର…

ଆଜିଠାରୁ ବଦଳିଯିବ ବ୍ୟାଙ୍କିଂ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ: ଆଜିଠାରୁ ବ୍ୟାଙ୍କିଂ ନିୟମରେ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ପୂର୍ବରୁ ଟାଇମ୍ ପିରିୟଡ୍ ଜାରି କରାଯାଇଥିଲା । ତେବେ ଆଜିଠାରୁ ବ୍ୟାଙ୍କିଂ…

୮ କୋର୍ ସେକ୍ଟରର ଅଭିବୃଦ୍ଧି ହାର ତଳକୁ ଖସିଲା: ଅଗଷ୍ଟରେ ୩.୩ ପ୍ରତିଶତ, ୯ମାସରେ ସର୍ବନିମ୍ନ

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ୮ କୋର ସେକ୍ଟରର ଅଭିବୃଦ୍ଧି ହାର ୩.୩ ପ୍ରତିଶତ ରହିଛି। ଶୁକ୍ରବାର ସରକାର ଏହି ସୂଚନା ପ୍ରଦାନ କରିଛନ୍ତି। ଏହି ଅଭିବୃଦ୍ଧି ଗତ ୯ମାସରେ ସର୍ବନିମ୍ନ। ଗତବର୍ଷ ସମାନ ସମୟରେ ଏହି ଦର ୧୨.୨…

ପାର୍ବଣ ଋତୁରେ ସାଧାରଣ ଜନତାଙ୍କୁ ବଡ ଝଟକା, ୪୦ ପ୍ରତିଶତ ବୃଦ୍ଧି ପାଇଲା ପ୍ରାକୃତିକ ଗ୍ୟାସର ମୂଲ୍ୟ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ସାଧାରଣ ଜନତାଙ୍କୁ ଲାଗିଛି ବଡ ଝଟକା। ପ୍ରାକୃତିକ ଗ୍ୟାସର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ସର୍ବାଧିକ ହୋଇଛି। ଏହା ସହିତ, ଏବେ ଅନୁମାନ କରାଯାଉଛି ଯେ ଅକ୍ଟୋବର ମାସର ପ୍ରଥମରେ…

୪ ଦିନରେ ୬୦-୭୦ ଲକ୍ଷ ମୋବାଇଲ୍ ବିକିଲେ ଇ-କମର୍ସ କମ୍ପାନୀ, ହେଲା ହଜାର ହଜାର କୋଟି ଟଙ୍କାର ବ୍ୟବସାୟ

ନୂଆଦିଲ୍ଲୀ: ପାର୍ବଣ ଋତୁରେ ଇ-କମର୍ସ କମ୍ପାନୀ ମାନଙ୍କ ଲୋଭନୀୟ ଅଫର ଜାରି ରହିଛି। ଗ୍ରାହକମାନେ ଏହି ସୁବିଧାର ଫାଇଦା ଉଠାଇ ଜବରଦସ୍ତ କିଣାକିଣି କରୁଛନ୍ତି। ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରଥମ ଚାରି ଦିନରେ…

ସରକାରୀ କର୍ମଚାରୀଙ୍କ ଦୀପାବଳୀ ଉପହାର: ଏବେ ସରକାର ଘୋଷଣା କଲେ ବୋନସ୍

ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନଙ୍କୁ ସରକାରଙ୍କ ପକ୍ଷରୁ ପାର୍ବଣ ଋତୁ ଅବସରରେ ଉପହାର ମିଳିପାରେ ଲାଗିଛି । ମହାରାଷ୍ଟ୍ର ବା BESTର କର୍ମଚାରୀ, ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସରକାରଙ୍କ ପକ୍ଷରୁ ଦୀପାବଳି…